Latest Odisha News

କାହିଁକି ଚିଡିଚିଡା ହୁଅନ୍ତି ଛୋଟ ପିଲା, ଜାଣନ୍ତୁ

ଭୁବନେଶ୍ୱର: କେତେକ ପିଲାଙ୍କାଠାରେ ଚିଡଚିଡ଼ା ଗୁଣ ଦେଖିବାକୁ ମିଳେ । ବେଳେବେଳେ କିଛି ପିଲା କଥା କଥାକେଚିଡିଯାଆନ୍ତି ।

BjdElectrycity

ସମୟକ୍ରମେ ଏହା ସେମାନଙ୍କର ଅଭ୍ୟାସରେ ପରିଣତ ହୋଇଥାଏ । ନିକଟରେ ଏ ସମ୍ପର୍କରେ ହୋଇଥିବା ଗବେଷଣାରୁ ଆମେରିକୀୟ ବିଶେଷଜ୍ଞ ମାନେ ଏକ ନୂଆ ତଥ୍ୟ ଖୋଜିପାଇଛନ୍ତି ।

ତଥ୍ୟ ଅନୁଯାୟୀ, ପିଲା ଯଦି ସବୁବେଳେ ଚିଡିଚିଡ଼ା ହୁଏ, ତେବେ ତାହା ତା’ର ଏକ ମାନସିକ ସମସ୍ୟା ବୋଲି ଧରି ନିଆଯାଏ ।

ଏଭଳି ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହିଲେ ତାହା ସଂପୃକ୍ତ ପିଲାର ମାନସିକ ସ୍ଥିତିକୁ ପ୍ରଭାବିତ କରିଥାଏ । ଆମେରିକାର ଚିକାଗୋସ୍ଥିତ ନର୍ଥୱେଷ୍ଟର୍ନ ୟୁନିଭର୍ସିଟିର ମାନସିକ ରୋଗ ବିଶେଷାଜ୍ଞମାନେ ଅଧିକାଂଶ ସମୟ ଚିଡଚିଡ଼ା ଗୁଣ ପ୍ରକାଶ କରୁଥିବା ପିଲାଙ୍କ ମାନସିକ ସ୍ଥିତିକୁ ଏହି ପରୀକ୍ଷା କରିଥିଲେ ।

Leave A Reply

Your email address will not be published.