ପୁରୀ : ଶ୍ରୀମନ୍ଦିରରେ ଘଟିଛି ବଡ଼ ଅଘଟଣ। ଗୁମୁଟରୁ ପଡ଼ି ଜଣେ ମହିଳାଙ୍କର ମୃତ୍ୟୁ ହୋଇଯାଇଛି। ମହିଳା ଶ୍ରଦ୍ଧାଳୁ ଜଣକ ପୁରୀ ଦର୍ଶନ କରିବାକୁ ଆସିଥିବା ବେଳେ ଦର୍ଶନ ସମୟରେ ଏହି ଅଘଟଣ ଘଟିଛି। ଗୁମୁଟରୁ ପଡ଼ିଯାଇଥିବା ବେଳେ ମହିଳା ଶ୍ରଦ୍ଧାଳୁଙ୍କ ମୁଣ୍ଡରେ ଆଘାତ ଲାଗିଛି। ମୁଣ୍ଡରୁ ଅତ୍ୟଧିକ ରକ୍ତ ଶ୍ରାବ ହେବ।।ରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମହିଳା ଜଣକ କିଛି ଦିନ ଆସି ପୁରୀରେ ବୁଲାବୁଲି କରୁଥିଲେ।
BREAKING NEWS
- ରଖେ ହରି,ମାରେ କିଏ:ଯାଜପୁରରୁ ଭାସିଲେ,ପଟ୍ଟାମୁଣ୍ଡାଇରୁ ଉଦ୍ଧାର ହେଲେ ବୃଦ୍ଧା
- ଏସିଆନ୍ ଗେମ୍ସ ୨୦୨୬: ଆଥଲେଟିକ୍ସରେ ଭାରତର ଦମ୍ଦାର୍ ପ୍ରଦର୍ଶନ, ଗୋଟିଏ ଦିନରେ ଜିତିଲା ୫ଟି ପଦକ
- India’s First LNG Train:ଦେଶର ପ୍ରଥମ LNG ଟ୍ରେନ୍ର ଶୁଭାରମ୍ଭ; ଗୃହମନ୍ତ୍ରୀ ଅମିତ ଶାହ କଲେ ଶୁଭାରମ୍ଭ
- ‘ମୁଁ ନିଜକୁ ସର୍ବଶ୍ରେଷ୍ଠ ଭାବେ ନାହିଁ’: ବିରାଟ କୋହଲି କାହିଁକି କହିଲେ ଏପରି?
- ବନ୍ୟାଞ୍ଚଳ ପରିଦର୍ଶନ ବେଳେ ଉଦଳା ବିଧାୟକ ଭାସ୍କର ମଢ଼େଇଙ୍କୁ ଦୁର୍ବ୍ୟବହାର: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
- ମୌସୁମୀ ପ୍ରତ୍ୟାବର୍ତ୍ତନର ସ୍ପଷ୍ଟ ସଙ୍କେତ: ଅକ୍ଟୋବର ପ୍ରଥମ ସପ୍ତାହରୁ ଛାଡ଼ିବ ବର୍ଷା, ଅସହ୍ୟ ଗୁଳୁଗୁଳି ନେଇ ଆଲର୍ଟ
- ମୋବାଇଲ୍ ଗ୍ରାହକଙ୍କ ପାଇଁ ଖୁସି ଖବର: ଆସିବ ୩୦ ଦିନିଆ ରିଚାର୍ଜ ପ୍ଲାନ୍ ଏବଂ କେବଳ ‘ଭଏସ୍-ଏସଏମଏସ’ ପ୍ୟାକ୍
- ଲୋକଙ୍କ ସମସ୍ୟା ଶୁଣିବେ ଅଧିକାରୀ: ସୋମବାରକୁ ‘ନୋ ମିଟିଂ ଡେ’ (No Meeting Day) ଘୋଷଣା କଲେ ରାଜ୍ୟ ସରକାର
- ମହାନଦୀରେ ବନ୍ୟା ଆଶଙ୍କା: ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାକୁ ଆଲର୍ଟ
- ଏମଏଲଏ ସରୋଜ କୁମାର ପ୍ରଧାନଙ୍କ ନାମରେ ଗିରଫ ପରୱାନା ଜାରି କଲେ କୋର୍ଟ

Comments are closed.