ଉତ୍ତରାଖଣ୍ଡ: ମେ ୧୪ରେ ଖୋଲିବ ଯମୁନୋତ୍ରୀ ଧାମର ଦ୍ୱାର । ଗତକାଲି ଦେବୀ ଯମୁନାଙ୍କ ଜନ୍ମଦିନ ଅବସରରେ, ତୀର୍ଥ ପୁରୋହିତଙ୍କ ଦ୍ୱାରା ଯମୁନୋତ୍ରୀ ଧାମର କବାଟ ଖୋଲିବାର ଶୁଭ ମୁହୂର୍ତ୍ତ ସ୍ଥିର କରାଯାଇଛି । ଅକ୍ଷୟ ତୃତୀୟାରେ ଭକ୍ତଙ୍କ ଦର୍ଶନ ପାଇଁ ଖୋଲାଯିବ ଯମୁନୋତ୍ରୀ ଧାମର ଦ୍ୱାର । ଗ୍ରୀଷ୍ମକାଳରେ ଛଅ ମାସ ପର୍ଯ୍ୟନ୍ତ ଦେଶ ବିଦେଶରୁ ଆସୁଥିବା ତୀର୍ଥଯାତ୍ରୀମାନେ ଯମୁନୋତ୍ରୀ ଧାମରେ ଦେବୀ ଯମୁନାଙ୍କୁ ଦର୍ଶନ କରିପାରିବେ ।
BREAKING NEWS
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
- ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ
Comments are closed.