Latest Odisha News

BREAKING NEWS

ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଯଶୱନ୍ତ ଜେଠୱାଙ୍କ ଦାୟିତ୍ବ ଗ୍ରହଣ

କଟକ: ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଯଶୱନ୍ତ ଜେଠୱା । ୧୯୯୪ ବ୍ୟାଚ IPS ଅଧିକାରୀ ଯଶୱନ୍ତ ଜେଠୱା ଦେବାଶିଷ ପାଣିଗ୍ରାହୀଙ୍କ ସ୍ଥାନ ନେଇଛନ୍ତି।

ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ ପରେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ପଦ ଖାଲି ପଡ଼ିଥିଲା । ଗତକାଲି ଆଇପିଏସ୍ ସ୍ତରରେ ଅଦଳବଦଳ ବେଳେ ଭିଜିଲାନ୍ସର ନୂଆ ନିର୍ଦ୍ଦେଶକ ଭାବେ ଜେଠୱାଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା।

 

Leave A Reply

Your email address will not be published.