Latest Odisha News

BREAKING NEWS

ସହଯୋଗ କଲେ ଇତିହାସ ରଚିବ ଓଡିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାର ସ୍ଥିତି ଅନ୍ୟ ରାଜ୍ୟ ମାନଙ୍କଠାରୁ ବହୁତ ଭଲ ଅଛି । ରାଜ୍ୟବାସୀ ଯଦି ସରକାରଙ୍କ ନିୟମ ମାନି ଚଳିବେ, ସରକାରଙ୍କୁ ପୁରା ସହଯୋଗ ଯୋଗାଇ ଦେବେ ତେବେ ଓଡିଶା, କରୋନା ନିୟନ୍ତ୍ରଣ କରିବାରେ ସାରା ଦେଶରେ ଇତିହାସ ସୃଷ୍ଟି କରିପାରିବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଆମେ ସାବଧାନ ରହିବା ଏବଂ ଧୌର୍ଯ୍ୟ ରଖିବା । ବାହାରୁ ଆସୁଥିବା ଲୋକଙ୍କ ରେଜିଷ୍ଟେସନ କରିବା । ସେମାନଙ୍କୁ କ୍ୱାରେଂଟାଇନରେ ରଖିବାରେ ସରକାରଙ୍କୁ ପୁରା ସହଯୋଗ କରିବା ।

Leave A Reply

Your email address will not be published.