ନୂଆଦିଲ୍ଲୀ: ବିଶ୍ୱର ଲୋକପ୍ରିୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ୟୁଟ୍ୟୁବ ଓ ଜିମେଲ୍ ସେବ ଠପ୍ ହୋଇଯାଇଛି। ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ୟୁଜର୍ସ।
ଆଉଟେଜ ମନିଟରିଂ ଓ୍ବେବସାଇଟ ଡାଉନଡିଟେକଟର ଅନୁଯାୟୀ, ପ୍ରାୟ ୫୪ ପ୍ରତିଶତ ଲୋକ ୟୁଟ୍ୟୁବ୍ ଖୋଲିବାକୁ ଅସମର୍ଥ ବୋଲି ଅଭିଯୋଗ କରିଛନ୍ତି। ଏପରିକି ଆମେରିକା, ବ୍ରିଟେନ ଓ ଭାରତରେ ପାଖାପାଖି ୧୨ ହଜାର ୟୁଜର୍ସ ୟୁଟ୍ୟୁବ୍ ଆସେସ୍ କରିପାରୁନାହାଁନ୍ତି।
ସେହିପରି ୭୫ ପ୍ରତିଶତ ଲୋକ ଜିମେଲ୍ ବ୍ୟବହାର କରିପାରୁନଥିବା ଅଭିଯୋଗ ହେଉଛି।
Comments are closed.