ଦୀର୍ଘ ବର୍ଷ ପରେ ଖୋଲିଲା ମୃତ୍ୟୁ ରହସ୍ୟ । ପ୍ରଥମ ମହାକାଶଚାରୀ ୟୁରି ଗାଗାରିନ୍ ଅନ୍ତରୀକ୍ଷରେ ପହଂଚି ଇତିହାସ ରଚିଥିଲେ । ଅନ୍ତରୀକ୍ଷ ଯାତ୍ରାର ୭ ବର୍ଷ ପରେ ଗାଗାରିନଙ୍କ ମୃତ୍ୟୁ ହୋଇଥିଲା । ହେଲେ ତାଙ୍କର ମୃତ୍ୟୁ ଏକ ପ୍ରକାର ରହସ୍ୟମୟ ହୋଇ ରହିଥିଲା । ଯାହାକି ଦୀର୍ଘ ୨୦ବର୍ଷ ପରେ ଉନ୍ମାଚିତ ହୋଇଛି । ମୃତ୍ୟୁ ରହସ୍ୟ ଯାଂଚ କରିବାକୁ ଏକ କମିଟି ଗଠନ କରାଯାଇଥିଲା । ମିଗ୍ ଫାଇଟର ବିମାନ ଉଡାଉଥିବା ବେଳେ ପ୍ରତିକୂଳ ପାଗ ଯୋଗୁ ଦୁର୍ଘଟଣା ଘଟି ମୃତ୍ୟୁ ହୋଇଥିବା ଜଣା ପଡିଲା ।
BREAKING NEWS
- ସଞ୍ଜୁ ସାମସନ ହୋଇପାରନ୍ତି ଟିମ ଇଣ୍ଡିଆର ପରବର୍ତୀ ଟି୨୦ ଅଧିନାୟକ
- New Amrit Bharat Train In Odisha: ଓଡିଶା ପାଇଁ ରେଳ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଧନ୍ୟବାଦ୍ ଜଣାଇଲେ ମୁଖ୍ୟମନ୍ତ୍ରୀ
- Naveen Patnaik on Middle East Situations: ‘ଓଡ଼ିଆଙ୍କୁ ଫେରେଇ ଆଣନ୍ତୁ…’, ମଧ୍ୟପ୍ରାଚ୍ୟ ଅବସ୍ଥା ନେଇ ଚିନ୍ତା ପ୍ରକଟ କଲେ ନବୀନ, ସରକାରଙ୍କୁ କଲେ ଅନୁରୋଧ
- +୨ ପିଲାଙ୍କ ଇମ୍ପ୍ରୁଭମେଣ୍ଟ ପାଇଁ ନୂଆ ପଦକ୍ଷେପ, ଗୋଟିଏ ବିଷୟରେ ଉନ୍ନତି ପାଇଁ ପରୀକ୍ଷା ସୁଯୋଗ
- ଇରାନ ଆକ୍ରମଣକୁ ପ୍ରଶଂସା: ୫ ପାକିସ୍ତାନୀ, ଜଣେ ବାଂଲାଦେଶୀ ଗିରଫ
- Prize Money For Team India: ବିଶ୍ଵ ଚାମ୍ପିଅନ ଟିମ୍ ଇଣ୍ଡିଆ ପାଇଁ ବିସିସିଆଇର ବଡ଼ ଘୋଷଣା, କୋଟି କୋଟି ଟଙ୍କା ବର୍ଷା…
- Opposition Next Target Poll Panel: ଓମ୍ ବିର୍ଲାଙ୍କ ପରେ ଏବେ ବିରୋଧୀଙ୍କ ଟାର୍ଗେଟରେ ମୁଖ୍ୟ ନିର୍ବାଚନ କମିଶନ, ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ଦେବେ ନୋଟିସ!
- Trump Warns Iran Again: ଇରାନକୁ ଟ୍ରମ୍ପଙ୍କ ଖୋଲା ଧମକ, ୨୦ ଗୁଣା ଅଧିକ ହେବ ଆକ୍ରମଣ…
- Trump called Putin: ଯୁଦ୍ଧ ଭିତରେ ପୁଟିନଙ୍କୁ ଫୋନ୍ ଲଗାଇଲେ ଟ୍ରମ୍ପ
- ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ବହିକୁ ନେଇ କ୍ଷମା ମାଗିଲା NCERT
Comments are closed.