Latest Odisha News

BREAKING NEWS

ସୋମବାରେ କରୁଛି ମୁଁ ଶିବ ଦର୍ଶନ…

ସୋମବାରେ କରୁଛି ମୁଁ ଶିବ ଦର୍ଶନ... ସନ୍ତୋଷ ମିଶ୍ର ସୋମବାରେ କରୁଅଛି ଶିବ ଦର୍ଶନ ମୋ ହୃଦୟେ ଦେଇଛି ମୁଁ ଶିବଙ୍କୁ ସ୍ଥାନ, କଲେ ଭକ୍ତି ମିଳେ ଶକ୍ତି ପ୍ରଫୁଲ୍ଲ ମନ ସୋମବାରେ କରୁଅଛି ଶିବ ଦର୍ଶନ ..(୦) ଗଙ୍ଗାଜଳ ବେଲପତ୍ର କରୁଛି ଅର୍ପଣ କ୍ଷୀର ଢାଳେ ଶିବ ଲିଙ୍ଗେ ମହାଦେବ ଘେନ,…

ଆର ବର୍ଷକୁ ପ୍ରଭୁ ଦର୍ଶନ କରିବି ତୁମକୁ…

ଆର ବର୍ଷକୁ ପ୍ରଭୁ ଦର୍ଶନ କରିବି ତୁମକୁ... ସନ୍ତୋଷ ମିଶ୍ର ପତିତ ଜନଙ୍କ ଉଦ୍ଧାର ପାଇଁ କି ପତିତପାବନ ହେଲ, ପତିତ ଦର୍ଶନ ଦେବା ପାଇଁ ପ୍ରଭୁ ରଥଯାତ୍ରା କରିଥିଲ, ଯେବେ ଥିବି ଯଦି ଆର ବର୍ଷକୁ ପ୍ରଭୁ ଦର୍ଶନ କରିବି ତୁମକୁ ...(୦) ବଡ଼ ଦେଉଳରେ ରତନ ବେଦିରେ ବସି ଥାଅ ସବୁ ଦିନ,…

କେମିତି ପାଇବି ପ୍ରଭୁ ଦର୍ଶନ…

କେମିତି ପାଇବି ପ୍ରଭୁ ଦର୍ଶନ... ସନ୍ତୋଷ ମିଶ୍ର ଝିପିଝିପି ବରଷାରେ ରଥ ମୁଁ ଭିଡ଼ିବି, ଭାବିଥିଲି ବାହୁଡାକୁ ଶ୍ରୀକ୍ଷେତ୍ରକୁ ଯିବି, ନନ୍ଦିଘୋଷେ ବସିଥିବ ମୋ ଚକାନାୟନ, ହେଲେ ଆଜି ସବୁକିଛି ମୋ ପାଇଁ ସପନ, କେମିତି ପାଇବି ପ୍ରଭୁ ଦରଶନ ...(୦) ମେଘ ଆସେ ବର୍ଷା ନେଇ ଭିଜେ ବଡଦାଣ୍ଡ,…

ବଡଦାଣ୍ଡ ମୋତେ ମନା ରେ କାଳିଆ…

ବଡଦାଣ୍ଡ ମୋତେ ମନା ରେ କାଳିଆ... ସନ୍ତୋଷ କୁମାର ମିଶ୍ର ବଡଦାଣ୍ଡ ମୋତେ ମନା ରେ କାଳିଆ ବଡ଼ଦାଣ୍ଡ ମୋତେ ମନା ମନ ବଡ଼ଦାଣ୍ଡ ଖୋଲି ମୁଁ ଦେଇଛି ହୃଦୟେ ବସିବୁ ଆ.. ରେ କାଳିଆ ହୃଦୟେ ବସିବୁ ଆ....(0) ପହଣ୍ଡି ବିଜେ ରେ ସେବାୟତ ମେଳେ ଆସିଲୁ ତୁ…

ହେ ଜଗନ୍ନାଥ…

ହେ ଜଗନ୍ନାଥ... ସନ୍ତୋଷ କୁମାର ମିଶ୍ର ଭକ୍ତ ଦିଅଁ ଦରଶନେ ପଡିଲା ଫାଟ ମାଳିକା ବଚନ କଣ ହେବକି ସତ ହେ ଜଗନ୍ନାଥ..(୦) ମୁଖରୁ ବାହାରୁ ନାହିଁ କିଛି ସତ ବାଣୀ ସହଜରେ ପାପଟିକୁ ନେଉଅଛି କିଣି, ଭକତର ପୋଷାକରେ ହୃଦେ ଭକ୍ତି ଶୂନ୍ୟ ସେବାର ଡେଙ୍ଗୁରା ପିଟି ଅର୍ଥ ଉପାର୍ଜନ, ସତେ କି ଏ…

ବଡ଼ଦାଣ୍ଡ ତୋତେ ଡାକୁଛି…

ବଡ଼ଦାଣ୍ଡ ତୋତେ ଡାକୁଛି... ସନ୍ତୋଷ କୁମାର ମିଶ୍ର ବଡ଼ ଦାଣ୍ଡ ତୋତେ ଡାକୁଛି ନନ୍ଦିଘୋଷ ରଥ ଡାକୁଛି ଆରେ କାଳିଆ ରଥ ଯାତରାକୁ ମାଉସୀ ମା ତୋତେ ଡାକୁଛି.....(0) ପହଣ୍ଡି ବିଜେ ରେ ହଟ କରିବୁନି ସହଳ ସହଳ ଆସିବୁ, ମଥାରେ ଟାହିଆ ନ ଝୁଲୁ ପଛକେ ନନ୍ଦିଘୋଷ ରଥେ ବସିବୁ, ଭକ୍ତ…