Latest Odisha News

BREAKING NEWS

କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ: ଜାଣନ୍ତୁ କିଏ ପାଇଲେ କେତେ ଭୋଟ୍‍

କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଖାରବେଳ ସ୍ୱାଇଁଙ୍କୁ ୧୪୯୨୧୬ ଭୋଟ୍‍ ବ୍ୟବଧାନରେ ପରାସ୍ତ କରିଛନ୍ତି । ଅଚ୍ୟୁତ ସାମନ୍ତ ସମୁଦାୟ ୪୬୧୬୭୯ ଭୋଟ୍‍ ପାଇଥିବାବେଳେ ଖାରବେଳ ସ୍ୱାଇଁଙ୍କୁ ମିଳିଛି ୩୧୨୪୬୧ଟି ଭୋଟ୍‍ । କଂଗ୍ରେସ୍‍ ପ୍ରାର୍ଥୀ ମନୋଜ ଆଚାର୍ଯ୍ୟ ୧୩୮୯୯୩ଟି ଭୋଟ୍‍ ପାଇ ତୃତୀୟ ସ୍ଥାନରେ ଅଛନ୍ତି ।

Leave A Reply

Your email address will not be published.