ଯାଜପୁର : କରୋନା ମୁକାବିଲା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି।
ଆଜିଠୁ ଖୋର୍ଦ୍ଧା ଜିଲ୍ଲାରେ ସକାଳ ୫ଟାରୁ ସଂଧ୍ଯା ୭ଟା ପର୍ଯ୍ୟନ୍ତ ୧୪ ଘଣ୍ଟା ଯାଏଁ ଖୋଲିବ ଦୋକାନବଜାର। ଏହି କଟକଣା ଜୁଲାଇ ୧୫ ଯାଏ ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା । ଏହାବାଦ ପ୍ରତି ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଖୋର୍ଦ୍ଧା ଜିଲ୍ଲାରେ ସାପ୍ତାହିକ ସଟ୍ ଡାଉନ ଜାରି ରହିବ। ରାତ୍ରିକାଳୀନ କର୍ଫ୍ୟୁ ରାତି ୯ ଘଟିକାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ଯେକୌଣସି କ୍ଷେତ୍ର ପାଇଁ ମାସ୍କ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ଆବଶ୍ୟକ କାର୍ଯ୍ୟ ପାଇଁ ନିଷିଦ୍ଧ ସମୟସୀମା ମଧ୍ୟରେ ବାହାରକୁ ଗଲେ ଉପଯୁକ୍ତ କାରଣ ଦର୍ଶାଇବାକୁ ପଡିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
BREAKING NEWS
- ସନ୍ଦେଶଖାଲି ମାମଲା, ବଙ୍ଗଳାର ବିଭିନ୍ନ ସ୍ଥାନରେ ସିବିଆଇ ଚଢାଉ
- ହଠାତ୍ ହୁତୁ ହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍, ଅଳ୍ପକେ ବଞ୍ଚିଲେ ୪୦ ଯାତ୍ରୀ
- ଟଙ୍କାକୁ ନେଇ ବିବାଦ, ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇ ଓ ତାଙ୍କ ବନ୍ଧୁ ଟୋଲ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ
- ଉମରକୋଟ ଓ ଝରିଗାଁରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, କହିଲେ ଶଙ୍ଖ ବିକାଶର ପରିଚୟ
- ଭିଭିପାଟ୍ ଯାଞ୍ଚ ଆବେଦନ ଖାରଜ, ବାଲଟ ବକ୍ସ ଆବେଦନକାରୀଙ୍କୁ ଝଟକା କହି କଟାକ୍ଷ କଲେ ମୋଦୀ
- ଜେଇଇ ମେନରେ ଓଡ଼ିଶାର ପ୍ରଥମ ସ୍ଥାନରେ ଅନ୍ବେଶ ଶୁଭମ ପ୍ରଧାନ, ଜାଣନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ବାର୍ତ୍ତା କରିଥିବା ଏହି ବିଦ୍ୟାର୍ଥୀଙ୍କ ବିଷୟରେ
- ଏପ୍ରିଲ ୨୭ରୁ ଦିଲ୍ଲୀରେ ନିର୍ବାଚନ ପ୍ରଚାର ଆରମ୍ଭ କରିବ ଆପ୍, ସୁନୀତା କେଜ୍ରିୱାଲ ସମ୍ଭାଳିବେ ମୋର୍ଚ୍ଚା
- ଉତ୍ତରାଧିକାରୀ ଟିକସକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଜ୍ଞାନ ନାହିଁ: ଭୂପେଶ ବାଘେଲ
- ମୁଖ୍ଯମନ୍ତ୍ରୀ ଦୁଇଟି ଆସନରୁ ନିର୍ବାଚନ ଲଢ଼ି ଉତ୍ତରାଧିକାରୀ ଚୟନ କରିବାକୁ ଚାହୁଁଛନ୍ତି: ସମୀର ମହାନ୍ତି
- ପରୀକ୍ଷାରେ ଫଳ ପ୍ରକାଶ ପାଇବାର ୪୮ ଘଣ୍ଟା ମଧ୍ୟରେ ୭ ଜଣ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା!