Latest Odisha News

BREAKING NEWS

ମେରୁଯାତ୍ରା ବନ୍ଦ ନିର୍ଦ୍ଦେଶକୁ ଅବମାନନା କରି ପୋଲସରାରେ ୧୨ ଦଣ୍ଡୁଆ ଅଟକ

ବୁଗୁଡା: ଚାରିଆଡେ ଲକ୍ ଡାଉନ ଘୋଷଣା ହୋଇଥିବା ବେଳେ ଗଂଜାମ ଜିଲ୍ଲାପାଳ ମେରୁ ଯାତ୍ରା ଉପରେ ରୋକ ଲଗାଇଥିଲେ । ତଥାପି କେତେକ ସ୍ଥାନରେ ଶ୍ରଦ୍ଧାଳୁ ପ୍ରଶାସନର ତାଗିଦାକୁ ନ ମାନି ମେରୁ ଯାତ୍ରାରେ ସାମିଲ ହେଉଥିବା ଦେଖିବାକୁ ମିଳିଥିଲା ।

ରବିବାର ପୋଲସରା ବ୍ଲକର ମାଳତେନ୍ତୁଳିଆ ଓ ସୋଡକ ଗାଁର ମେରୁ ଯାତ୍ରାରେ ସାମିଲ ୧୨ ଦଣ୍ଡୁଆଙ୍କୁ ଅଟକ ରଖିଛି ପୋଲିସ । ସେମାନେ ଯାତ୍ରାରେ ସାମିଲ ହେବା ସହ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଆସିଛି ।

Leave A Reply

Your email address will not be published.