Latest Odisha News

BREAKING NEWS

ରାଜ୍ୟରେ ୨୯ ଜିଲ୍ଲାରୁ ୧୩ ଶହ ୪୧ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧ହଜାର ୩୪୧ ନୂଆ କରୋନା ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୮୧୮ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୨୩ଟି । ମୋଟ୍ ୨୯ ଜିଲ୍ଲାର ନୂଆ ଭୂତାଣୁ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ୪୮ ହଜାର ୭୯୬କୁ ବୃଦ୍ଧି ପାଇଛି ପଜିଟିଭ୍ କେସ୍ ।

କେଉଁ ଜିଲ୍ଲାରୁ କେତେ ପଜିଟିଭ୍ ?
ଗଞ୍ଜାମ- ୨୨୭, ଖୋର୍ଦ୍ଧା- ୨୧୮, ସୁନ୍ଦରଗଡ଼- ୯୧, ଭଦ୍ରକ- ୮୩
କଟକ- ୭୬, ରାୟଗଡ଼ା- ୭୫, ଝାରସୁଗୁଡ଼ା- ୬୭, ନୟାଗଡ଼- ୫୭
ବରଗଡ଼- ୫୬, ବାଲେଶ୍ୱର- ୫୪, କୋରାପୁଟ- ୪୫, ବଲାଙ୍ଗିର- ୨୭
କେନ୍ଦ୍ରାପଡ଼ା- ୨୭, ସମ୍ୱଲପୁର- ୨୬, କଳାହାଣ୍ଡି- ୨୫, କେନ୍ଦୁଝର- ୨୩

ଗଜପତି- ୨୦, ମାଲକାନଗିରି- ୧୭, ଜଗତସିଂହପୁର- ୧୬, ପୁରୀ- ୧୬
କନ୍ଧମାଳ- ୧୬, ଯାଜପୁର- ୧୫, ଢେଙ୍କାନାଳ- ୧୪
ସୋନପୁର- ୧୪, ବୌଦ୍ଧ- ୧୦, ମୟୂରଭଞ୍ଜ- ୯
ନୂଆପଡ଼ା-୭, ନବରଙ୍ଗପୁର- ୬, ଅନୁଗୋଳ- ୪

Leave A Reply

Your email address will not be published.