Latest Odisha News

BREAKING NEWS

ରେଳ ଧାରଣାରେ ଖଣ୍ଡବିଖଣ୍ଡିତ ମୃତଦେହ: ହତ୍ୟା ନା ଆତ୍ମହତ୍ୟା କାରଣ ଖୋଜୁଛି ଜିଆରପି ପୋଲିସ

କୋରାପୁଟ : କୋରାପୁଟ ଜିଲ୍ଲା ଜରଟି ଷ୍ଟେସନ ନିକଟରେ  ଅଭାବନୀୟ ଘଟଣା ଘଟିଛି  । ରେଳ ଧାରଣାରେ ପଡିରହିଛି ଦୁଇ ବ୍ୟକ୍ତିଙ୍କ ମୃତଦେହ । ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଦୁଇ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କର କୌଣସି ପରିଚୟ ମିଳିନି । ତେବେ ଟ୍ରେନରୁ ଖସି କିମ୍ବା ଅନ୍ୟ କୌଣସି କାରଣରୁ ମୃତ୍ୟୁ ଘଟିଛି । ସେ ନେଇ କୌଣସି ସୂଚନା ମିଳିନି ।  ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି  ।

Leave A Reply

Your email address will not be published.