ପରିବେଶର ଯତ୍ନ ଓ ସୁରକ୍ଷା ନେଇ ଛାତ୍ରଛାତ୍ରୀଙ୍କ ଶପଥ
ଭୁବନେଶ୍ୱର: ଏକ ସୁସ୍ଥ ମନୁଷ୍ୟ ସମାଜ ଗଠନରେ ଏକ ସନ୍ତୁଳିତ ପରିବେଶର ଏକାନ୍ତ ଆବଶ୍ୟକତା ରହିଛି । ନିଜ ପରିବେଶକୁ ସୁରକ୍ଷିତ ରଖିପାରିଲେ ସୁସ୍ଥ ଜୀବନ ଓ ସବୁଜମୟ ପରିବେଶ ସୃଷ୍ଟି ହୋଇପାରିବ । ଏଥିପ୍ରତି ପ୍ରତ୍ୟେକ ଯତ୍ନବାନ ହେବା ଉଚିତ୍ ବୋଲି ସ୍ୱଚ୍ଛତା ପକ୍ଷ ପାଳନ ଅବସରରେ ସ୍ଥାନୀୟ…