ପଞ୍ଚତତ୍ତ୍ୱରେ ବିଲିନ ହେବ ଅଟଳଙ୍କ ପାର୍ଥିବ ଶରୀର: ୪ଟା ବେଳେ ଅନ୍ତିମ ସଂସ୍କାର
ନୂଆଦିଲ୍ଲୀ : ସ୍ୱଭାବଗତ ଭାବେ ଅଟଳ ବିହାରୀ ବାଜପେୟୀ ଥିଲେ ଜଣେ କବି । ତାଙ୍କର ଭାବନାରେ, ଭାଷାରେ ଓ ଶାସନରେ ରହିଥିଲା ଭାରତୀୟ ଜୀବନ ଦର୍ଶନ ଏଥିସହିତ ତାଙ୍କର ଓଜସ୍ୱିନୀ ଭାଷଣ ଓ ବକ୍ତୃତା ଶ୍ରୋତାଙ୍କ ମନକୁ ଆନ୍ଦୋଳିତ କରୁଥିଲା, ହୃଦୟକୁ ମଧ୍ୟ ଦୋହଲାଇ ଦେଉଥିଲା । ସେ ଅମର ତାଙ୍କର ପାର୍ଥିବ…