ସଫଳତାର ଶୀର୍ଷରେ ‘ମୋ ବସ୍’ ସେବା; ବସରେ ରାଜଧାନୀ ବୁଲିଲେ ନବୀନ…
ଭୁବନେଶ୍ୱର: ‘ମୋ ବସ୍’ ସେବାର ଏକବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀର କେତେକ ସ୍ଥାନକୁ ମୋ ବସରେ ବସି ପରିଭ୍ରମଣ କରିଛନ୍ତି ।
ମୋ ବସରେ ବସିବା ପୂର୍ବରୁ ନବୀନ ବସର କଣ୍ଡକ୍ଟରଙ୍କଠାରୁ ଏକ ଟିକଟ ମଧ୍ୟ କାଟିଥିଲେ । ନବୀନ ଯେଉଁ ବସରେ ବସି ରାଜଧାନୀ…