ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସହ ଦୁର୍ବ୍ୟବହାର, ଥାନାରେ ମାମଲା ରୁଜୁ
କଟକ: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ସହ କେହି ଯୁବକ ଦୁର୍ବ୍ୟବହାର କରୁଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଉକ୍ତ ଭିଡିଓରେ ସମ୍ପୃକ୍ତ ଯୁବକ ଜଣକ ଆନନ୍ଦ ଭବନରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର…