Latest Odisha News

BREAKING NEWS

Yearly Archives

2019

ଆଜି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ; ଧାନ ସଂଗ୍ରହ ନୀତିକୁ ମିଳିପାରେ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଗୁରୁବାର ଦିନ ଅନୁଷ୍ଠିତ ହେବାକୁ ଥିବା ଏକ ବୈଠକରେ ୨୦୧୯-୨୦ ଆର୍ଥୀକ ବର୍ଷ ଲାଗି ଧାନ ସଂଗ୍ରହ ନୀତିକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି । ଏହି ବୈଠକଟି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଦିନ ୧୧ଟା ୪୫ମିରେ…

ଓମଫେଡ ଦୁଗ୍ଧ ଦର ବୃଦ୍ଧି କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଓମଫେଡ ଦୁଗ୍ଧ ଦର ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଶୁକ୍ରବାର ଠାରୁ କିଲୋପ୍ରତି ୪ ଟଙ୍କା ଅଧିକ ଦାମରେ ଏହା ଉପଲବ୍ଧ ହେବ । ତେଣୁ ପ୍ରିମିୟମ ଓ ଗୋଲ୍ଡ ପ୍ରିମିୟମ ଲିଟର୍‌ ପ୍ରତି ଆସନ୍ତାକାଲିଠାରୁ ଗ୍ରାହକଙ୍କୁ ୪୪ ଟଙ୍କା ଦେବାକୁ ପଡ଼ିବ । ଏନେଇ…

ଦିନ ୧ଟା ସୁଦ୍ଧା ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୧ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, ଯାଜପୁର, ପୁରୀ, ଗଞ୍ଜାମ,…

ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ ଲକ୍ଷ୍ୟରେ ଦୂତୀ ଚାନ୍ଦ…

ଦୋହା: ଭାରତର ଦ୍ରୁତତମ ମହିଳା ତଥା ଓଡ଼ିଆ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦଙ୍କୁ ନେଇ ଏବେ ଚାଲିଛି ଭାରତୀୟ କ୍ରିଡ଼ାଜଗତରେ ଚର୍ଚ୍ଚା । ଭାରତୀୟ ଆଥଲେଟ ଭାବେ ୧୦୦ ମିଟର୍ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବା ଲକ୍ଷ୍ୟରେ ରହିଛନ୍ତି ଦୂତୀ ଚାନ୍ଦ । Speed training pic.twitter.com/zy1oBh2Yl4…

ଇଣ୍ଡୋନେସିଆରେ ଭୂକମ୍ପ, ତୀବ୍ରତା ୬.୫

ମାଲୁକ: ଇଣ୍ଡୋନେସିଆରେ ଗୁରୁବାର ଭୂକମ୍ପ ଅନୁଭୂତ ହୋଇଛି । ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତୀୟ ସମୟ ଭୋର ୫ଟା ୧୬ ମିନିଟରେ ଏହା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୫ ଥିବା ଜଣାପଡିଛି । ତେବେ ଏହି ଭୂକମ୍ପରେ କିଛି କୋଠା…

ଗାଁ ଦାଣ୍ଡରେ ବୋହୂକୁ ଘୋଷାଡି ମାଡ଼ ମାରୁଛି ଶ୍ୱଶୁର, ଭିଡିଓ ଭାଇରାଲ

ଯାଜପୁର: ପାରିବାରିକ କଳହର କରୁଣ ପରିଣତି । ଦିନ ଦି-ପହରରେ ବୋହୂର ଚୁଟି ଘୋଷାଡି ଗାଁ ଦାଣ୍ଡରେ ମାଡ଼ ମାରୁଛି ଶ୍ୱଶୁର । ଏଭଳି ଏକ ଅମାନୁଷିକ କାଣ୍ଡ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରାଇ ବ୍ଲକର ଧନେଶ୍ୱର ଗ୍ରାମରେ । ମିଳିଥିବା ସୂଚନା ଅନୁସାରେ, ବୁଧବାର ପୂର୍ବାହ୍ନରେ ଧନେଶ୍ୱର…

ବିଜେପୁର ଉପ-ନିର୍ବାଚନ: କଂଗ୍ରେସ ପ୍ରାର୍ଥୀ ହେଲେ ଦିଲ୍ଲୀପ ପଣ୍ଡା

ଭୁବନେଶ୍ୱର: ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ଉପ-ନିର୍ବାଚନ ଲାଗି ବୁଧବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରିଛି । ଜିଲ୍ଲାର ଟାଣୁଆ କଂଗ୍ରେସ ନେତା ଦିଲ୍ଲୀପ ପଣ୍ଡାଙ୍କୁ କଂଗ୍ରେସ କରିଛି ପ୍ରାର୍ଥୀ । ଏନେଇ ଓପିସିସି ପକ୍ଷରୁ ଗଣମାଧ୍ୟମରେ ସୂଚନା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୬-୦୯-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ତା ୨୬ ରିଖ ଗୁରୁବାର କନ୍ୟା ୧୦ ଦିନ ଅଶ୍ବିନ ମାସ କୃଷ୍ଣ ପକ୍ଷ ଦ୍ବାଦଶୀ ଭୁକ୍ତ ତ୍ରୟୋଦଶୀ ତିଥି ମଘା ନକ୍ଷତ୍ର ସିଂହ…

କଟକ ଡିଜିଏଫ୍ଟି ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରଣ ପ୍ରସଙ୍ଗ: କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କୁ ପତ୍ର ଲେଖିଲେ…

ନୂଆଦିଲ୍ଲୀ/ଭୁବନେଶ୍ୱର: ବୈଦେଶିକ ବାଣିଜ୍ୟ ନିଦେ୍ର୍ଧଶାଳୟ(ଡିଜିଏଫ୍ଟି)ର କଟକ ସ୍ଥିତ ଶାଖା କାର୍ଯ୍ୟାଳୟକୁ ବନ୍ଦ କରି ଏହାକୁ କଲିକତା ସହ ମିଶାଇବା ପାଇଁ ସ୍ଥାନାନ୍ତର ନିଷ୍ପତିର ପର୍ନବିଚାର କରିବା ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖିଛନ୍ତି…

ଆରପାରିରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଏହି ପ୍ରସିଦ୍ଧ ହାସ୍ୟ ଅଭିନେତା

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଫିଲ୍ମର ପ୍ରସିଦ୍ଧ ହାସ୍ୟ ଅଭିନେତା ବେଣୁ ମାଧବଙ୍କର ବୁଧବାର ଦ୍ବିପ୍ରହର ୧୨ଟାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଏନେଇ ତାଙ୍କ ପରିବାରଲୋକ ଏବଂ ଡାକ୍ତରଙ୍କ ଠାରୁ ସୂଚନା ମିଳିଛି । ସୋସିଆଲ ମିଡିଆରେ ତାଙ୍କ ଫ୍ୟାନମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ…