ଖାଉଟିଙ୍କୁ ଘାରିଲା ପିଆଜ ଚିନ୍ତା; ୬୦ଛୁଇଁଲା ଦର
ଭୁବନେଶ୍ୱର: ରାଜ୍ୟରେ ଆକାଶଛୁଆଁ ହେଲାଣି ପିଆଜ ଦର । କିଛିଦିନରେ ଏହା ହୁହୁ ହୋଇ ବଢିଚାଲିଛି । ମାସକ ତଳେ ଏ ୧୬ ରୁ ୧୮ ଟଙ୍କା ଭିତରେ ବିକ୍ରି ହେଉଥିବା ପିଆଜ ଏବେ ୫୦ ଟପି ୬୦ଧରିଲାଣି ।
ନାସିକ୍ ଓ ଆନ୍ଧ୍ରରୁ ଆମଦାନୀ କମୁଥିବାରୁ ଦର ବୃଦ୍ଧି ଘଟୁଥିବା ବ୍ୟବସାୟୀ କହିଛନ୍ତି । ଯାହାକୁ…