ଚାନ୍ଦ୍ରାୟଣ-୨: ଆଉ କିଛି ସମୟ ପରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ…
ନୂଆଦିଲ୍ଲୀ: ସମଗ୍ର ବିଶ୍ୱବାସୀ ଏକ ଐତିହାସିକ ମୂହୁର୍ତ୍ତକୁ ଅପେକ୍ଷା କରିଛନ୍ତି । ଆଉ କିଛି ସମୟ ପରେ ଚାନ୍ଦ୍ରାୟଣ-୨ ର ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଏହି ବିରଳ ମୂହୁର୍ତ୍ତକୁ ସମସ୍ତ ଭାରତବାସୀ କାଉଣ୍ଟ ଡ଼ାଉନ୍ କରିଚାଲିଛନ୍ତି । ଏହି ଚାନ୍ଦ୍ରାୟଣ-୨ ଅଭିଯାନର ଭାରତୀୟ…