Latest Odisha News

BREAKING NEWS

Yearly Archives

2019

ଓଡ଼ିଶା ନିର୍ବାଚନ କମିଶନର୍ ଭାବେ ଆଦିତ୍ୟ ପାଢୀଙ୍କୁ ମିଳିଲା ନୂଆ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ମିଳିଛି ନୂଆ ନିଯୁକ୍ତି । ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ ରାଜ୍ୟ ନିର୍ବାଚନ କମିଶନର ଭାବେ ଶ୍ରୀ ପାଢୀଙ୍କ ନିଯୁକ୍ତିକୁ ବୁଧବାର ଦିନ ଅନୁମୋଦନ କରିଛନ୍ତି । ବୁଧବାର ସନ୍ଧ୍ୟାରେ ଶ୍ରୀ ପାଢୀ ମୁଖ୍ୟ ଶାସନ ସଚିବ ପଦରୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୫-୦୮-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୧୫ ରିଖ ଗୁରୁବାର କର୍କଟ ୩୦ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ଶ୍ରବଣା ନକ୍ଷତ୍ର ସକାଳ ଘ୮-୪୨ ମିନିଟ୍ ପର‌୍ୟ୍ୟନ୍ତ ଏହା ପରେ…

ଆଚାରୀ ଚିଙ୍ଗୁଡ଼ି

ଘରେ ପ୍ରସ୍ତୁତ କରନ୍ତୁ ଚଟପଟା ଆଚାରୀ ଚିଙ୍ଗୁଡ଼ି । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳି ଆବଶ୍ୟକ ସାମଗ୍ରୀ ଚିଙ୍ଗୁଡ଼ି – ୫୦୦ ଗ୍ରାମ କଟା ପିଆଜ – ୧ଟି ଅଦାରସୁଣ ବଟା – ୪ ଚାମଚ ଟମାଟୋ – ୧ଟି କାଜୁ ବଟା – ଅଳ୍ପ ତେଲ – ଆବଶ୍ୟକ ପରିମାଣରେ ଳବଙ୍ଗ – ୨ଟି ଗୁଜୁରାତି –…

ଅନେକ ରୋଗରୁ ଉପଶମ ଦିଏ ଲବଙ୍ଗ

ଲବଙ୍ଗରେ ବହୁ ଉପକାରିତା ଗୁଣ ରହିଥାଏ, ଯହା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଜାଣନ୍ତୁ ଏହାର ଉପକାରିତା ବିଷୟରେ... ୧.ଏକ କପ୍‍ ପାଣିରେ ୫ଟି ଲବଙ୍ଗ ଓ ସେଥିରେ ଚିନି ମିଶାଇ ସକାଳ ଏବଂ ସଂଧ୍ୟା ବେଳେ ପିଇଲେ ମୁଣ୍ଡ ବିନ୍ଧା ଦୂର ହୋଇଥାଏ। ୨. ଲବଙ୍ଗ ଓ ରସୁଣ କୋଲା କୁ ନେଇ ଏକ ପେଷ୍ଟ…

ବୁଲି ଯାଆନ୍ତୁ, ପ୍ରାକୃତିକ ନୈସର୍ଗିକତାରେ ଭରା କୁଲ୍ଲୁ-ମନାଲି

ଆପଣ ବହୁତ ସ୍ଥାନ ପରିଭ୍ରମଣ କରିଥିବେ । କିନ୍ତୁ ଥରେ କୁଲ୍ଲୁ-ମନାଲିରେ ପାଦ ପଡିଲେ, ଆଉ ସେଠାରୁ ଫେରିବାକୁ ମନ ଚାହିଁବନି । ଭାରତର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ମଧ୍ୟରେ କୁଲ୍ଲୁ-ମନାଲି ହେଉଛି ଅନ୍ୟତମ। ହିମାଚଳ ପ୍ରଦେଶରେ ଅବସ୍ଥିତ ଏହି ସ୍ଥାନଟି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କହିଲେ…

ପୂର୍ବରୁ ‘କମଳା’ର ରଙ୍ଗ ଥିଲା ସବୁଜ !

କମଳା ଏକ ଲୋଭନିୟ ଫଳ । ଏହାକୁ ଦେଖିଦେଲେ ପାଟିରୁ ଲାଳ ବୋହିଆସିଥାଏ । ପୂର୍ବରୁ ଏହା କେବଳ ଶୀତଦିନେ ମିଳୁଥିଲା । କିନ୍ତୁ ଏବେ ଏହା ପ୍ରାୟତଃ ସବୁ ସମୟରେ ବଜାରରେ ମିଳୁଛି । ଆଜକୁ ପ୍ରାୟ ୪ହଜାର ବର୍ଷ ପୂର୍ବେ ସାଉଥ ଇଷ୍ଟ ଏସିଆରେ ପ୍ରଥମଥର ପାଇଁ ଏହାକୁ ଚାଷ କରାଯାଇଥିଲା । ପରେ ଏହା…

ଗ୍ରାହକଙ୍କୁ ଝଟକା: ଗୋଟିଏ ଦିନରେ ରୁପା ବଢ଼ିଲା ୨୦୦୦ ଟଙ୍କା

ନୂଆଦିଲ୍ଲୀ: ସୁନା ପରେ ଏବେ ରୁପାର ଦର ମଧ୍ୟ ଏହାର ପୁରୁଣା ରେକର୍ଡ ଭାଙ୍ଗିଛି । ମୁମ୍ବାଇ ବଜାରରେ ବୁଧବାର ରୁପାର ମୂଲ୍ୟ ୨୦୦୦ ଟଙ୍କା ବୃଦ୍ଧି ପାଇଛି। ଯାହାଫଳରେ ବର୍ତ୍ତମାନ ରୁପା ମୂଲ୍ୟ ପ୍ରତି କେଜି ୪୫ ହଜାର ଟଙ୍କାର ସର୍ବୋଚ୍ଚ ସ୍ତର ଛୁଇଁଛି । ତେବେ ବୁଧବାର ସୁନା ମୂଲ୍ୟ ୧୦୦…

ସାଇମା

ସାଇମା ସଂଘମିତ୍ରା ରଥ ପାହାଡ଼ ତଳର ଗୋଟେ ଗାଁ ! ନୂଆନୂଆ ନିଶ ଉଠୁଥିବା ନାଦିରର କାମ ଥିଲା ଘୋଡ଼ାରେ ପର୍ଯ୍ୟଟକଙ୍କୁ ନେଇ ପାହାଡ଼ ଉପରେ ବୁଲାଇବା । ବିଭିନ୍ନ ଉପତ୍ୟକା, ଜଳପ୍ରପାତ, ହ୍ରଦ ଆଦି ଦେଖେଇ ପର୍ଯ୍ୟଟକଙ୍କୁ ସନ୍ତୁଷ୍ଟ କରିବା । ଏଇ ଛୋଟିଆ ପାହାଡ଼ିଆ ପର୍ଯ୍ୟଟନସ୍ଥଳୀରେ ବର୍ଷସାରା…

ସଲମାନଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏହି ୭ ଜଣ ମହିଳା

ମୁମ୍ବାଇ: ବଲିଉଡର ଭାଇଜାନ ସୁପରଷ୍ଟାର ସଲମାନ ଖାନ । ଦ ମୋଷ୍ଟ ଇଲିଜିବୁଲ ବ୍ୟାଚଲର ସଲୁଙ୍କ ବୟସ ୫୦ରୁ ଉର୍ଦ୍ଧ ହୋଇଯାଇଥିଲେ ମଧ୍ୟ ଆଜିବି ତାଙ୍କ ପାଖକୁ ଛୁଟୁଛି ବିବାହ ପ୍ରସ୍ଥାବର ସୁଅ । ହେଲେ ଆପଣ ଜାଣନ୍ତି କି ସଲୁଙ୍କ ପାଖକୁ ବିବାହ ପ୍ରସ୍ତାବ ପଠାଇଥିଲେ ଏହି ୭ ଜଣ ମହିଳା, ଯାହାଙ୍କୁ…

ନନ୍ଦନକାନନରେ ନୀଳଗିରି ଲାଙ୍ଗୁର ଶାବକର ମୃତ୍ୟୁ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦୁଇ ଦିନ ପୂର୍ବରୁ ଏକ ବାଘୁଣୀ ପ୍ରିୟଙ୍କାର ମୃତ୍ୟୁ ହେବାପରେ ବୁଧବାର ଦିନ ଗୋଟିଏ ଛୋଟ ଲାଙ୍ଗୁର ଶାବକର ମଧ୍ୟ ମୃତ୍ୟୁ ହୋଇଛି । ତେବେ ଏଯାବତ୍ ମୃତ୍ୟୁର ସଠିକ୍ କାରଣ ଜଣାପଡିନାହିଁ । ଚଳିତ ମେ’ ମାସ ୩୧ ତାରିଖରେ ଏହି ଲାଙ୍ଗୁର ଶାବକର…