ଶ୍ରୀମନ୍ଦିର ଉଚ୍ଛେଦ ପ୍ରକ୍ରିୟା: ଆଜି କେଉଁ ସ୍ଥାନରେ ହେଉଛି ଭଙ୍ଗାଭଙ୍ଗି କାର୍ଯ୍ୟ, ଜାଣନ୍ତୁ
ପୁରୀ: ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ତଥା ଶ୍ରୀନ୍ଦିରର ସୁରକ୍ଷା ନିମନ୍ତେ ଏହାର ଚାରିପଟେ ୭୫ ମିଟର ଯାଏଁ ସ୍ଥାନରେ ଥିବା କୋଠାବାଡ଼ି ଉଚ୍ଛେଦ ପ୍ରକ୍ରିୟାର ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟ ବୁଧବାର ସକାଳୁ ଆରମ୍ଭ ହୋଇଛି ।
ଶ୍ରୀମନ୍ଦିର ଚାରିପାଖ ସୌନ୍ଦର୍ଯ୍ୟକରଣ…