Latest Odisha News

BREAKING NEWS

Yearly Archives

2020

ବାହାଘରରୁ ହେଲା କରୋନା! ଚାଲିଗଲା ବରର ଜୀବନ, ପରିବାରର ୯ ଜଣ ପଜିଟିଭ୍

ଉତ୍ତରପ୍ରଦେଶ: ବିବାହକୁ ହୋଇଥିଲା ମାତ୍ର ୧୦ ଦିନ । ପତ୍ନୀକୁ ଏକାକରି ଆରପାରିବୁ ଚାଲିଗଲେ ସ୍ବାମୀ । କରୋନା ଯୋଗୁ ହେଲା ମୃତ୍ୟୁ । ପରିବାରର ଅନ୍ୟ ୯ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏପରି ଖବର ଆସିଛି ଉତ୍ତରପ୍ରଦେଶ ଫିରୋଜାବାଦରୁ । ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ମାତ୍ର ୧୦…

ଇଂଲଣ୍ଡର ଭାରତ ଗସ୍ତ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଭାରତ ଗସ୍ତରେ ଇଂଲଣ୍ଡ କ୍ରିକେଟ ଟିମ୍ ଆସିବ । ଗୁରୁବାର ଏହାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ୫ ଫେବୃୟାରୀରୁ ଟେଷ୍ଟ, ୧୨ ମାର୍ଚ୍ଚରୁ ଟି୨୦ ଓ ୨୩ ମାର୍ଚ୍ଚରୁ ଦିନିକିଆ ସିରିଜ ଆରମ୍ଭ ହେବ । ଏହି ଅବସରରେ ଯୁବ ଖେଳାଳିଙ୍କ ପାଇଁ ଗୁଜରାଟ କ୍ରିକେଟ ଆସୋସିଏଶନର…

୧୨ ମାସ ଶିଶୁର ଖାଦ୍ୟନଳୀରୁ ସେଫ୍ଟିପିନ୍ ବାହାର କଲେ ସମ୍ ଅଲ୍ଟିମେଟ୍‌ର ସର୍ଜନ

ଭୁବନେଶ୍ୱର : ଏକ ବର୍ଷ ଶିଶୁର ଖାଦ୍ୟନଳୀରୁ ଗୋଟିଏ ଖୋଲା ସେଫ୍ଟିପିନ୍ ବାହାର କରି ପିଲାଟିର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର । ଏକ ବର୍ଷର ଶିଶୁର ଅୟାଂଶ କୁମାର ରାଉତର ପରିବାରବର୍ଗ ତା’ର ପ୍ରଥମ ଜନ୍ମଦିନ ପାଳନ କରିବାରେ ବ୍ୟସ୍ତ ରହିଥିବା ବେଳେ…

ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତ ଦେହ

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ମଙ୍ଗଳପୁର ଟସର ଫାର୍ମରେ ଝୁଲନ୍ତା ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ମଙ୍ଗଳପୁର ଗ୍ରାମର ଶ୍ୟାମ ଲେଙ୍କା ବୋଲି ଜଣାପଡିଛି। ଆଜି ଅପରାହ୍ନରେ ଏକ ଗଛରେ ବୃଦ୍ଧଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖି…

ରାଉରକେଲା ମହାନଗର ନିଗମ ପକ୍ଷରୁ ୨୬ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ମିଳିଲା ପୁରସ୍କାର

ରାଉରକେଲା: ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧ ଅଧିନରେ ଗତ ୨୮ ଅକ୍ଟୋବରରେ ରାଉରକେଲା ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଥିବା ଅନଲାଇନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଆଜି ନିଗମର କାଉନସିଲ ହଲ ଠାରେ ଆୟୋଜିତ ଏକ ପୁରସ୍କାର ପ୍ରଦାନ ସମାରୋହରେ ପୁରସ୍କୃତ କରାଯାଇଛି। ମୋଟ ୨୬ ଜଣ କୃତି…

ମୋବାଇଲ୍‌ର ଦାସ ନହେଉ ମଣିଷ

ଜୀବନରେ ଆମେ କେହି କେବେ ବି ହାରିବାକୁ ଚାହୁଁନା । ଯେ କୌଣସି ବି ପ୍ରତିଯୋଗିତା ହେଉ ଆମେ ମନ ପ୍ରାଣ ଲଗେଇ ଜିତିବାକୁ ହିଁ ଚାହିଁ ଥାଉ । କିନ୍ତୁ ସଂପ୍ରତି ଆଧୁନିକ ଜୀବନଶୈଳୀକୁ ଲକ୍ଷ କଲେ ଦେଖିବା ଯେ, ଆମେ ସମସ୍ତେ ଗୋଟିଏ ଜିନିଷ ପାଖରୁ ଗୁରୁତର ଭାବେ ହାରିବାକୁ ଲାଗୁଛେ । ସେ ଜିନିଷଟି…

ଭାରତର ନାଭଆଇସିକୁ ଆଇଏମଓ ମାନ୍ୟତା

ନୂଆଦିଲ୍ଲୀ:ଭାରତ ଦ୍ୱାରା ସମ୍ପୂର୍ଣ୍ଣ ନିଜସ୍ୱ ଜ୍ଞାନକୌଶଳରେ ପ୍ରସ୍ତୁତ ନାଭଆଇସିକୁ ଇଂଟରନ୍ୟାଶନାଲ ମାରୀଟାଇମ ଓର୍ଗାନାଇଜେଶନ (ଆଇଏମଓ) ମାନ୍ୟତା ମିଳିଛି । ଫଳରେ ଆମେରିକା, ରୁଷିଆ ଓ ଚୀନ ସହିତ ଭାରତ ସମକକ୍ଷ ହୋଇପାରିଛି । ଆମେରିକା ଜିପିଏସ ପ୍ରସ୍ତୁତ କରିଥିବା ବେଳେ ରୁଷରେ ଗ୍ଲୋନେସ ଓ…

କୋକେନ ରଖିବା ଅଭିଯୋଗରେ ଅରବାଜଙ୍କ କମ୍ପାନୀର ମେକଅପ ଡିଭିଜନ ମୂଖ୍ୟ ଗିରଫ

ମୁମ୍ବାଇ: ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)କୁ ଗୁରୁବାର ବହୁତ ବଡ ସଫଳତା ହାତ ଲାଗିଛି । ବଲିଉଡର ନାମି ଦାମୀ ମେକଅପ ଆର୍ଟିଷ୍ଟ ତଥା ହେୟାର ଷ୍ଟାଇଲର ସୁରଜ ଗୋଦାମ୍ବେଙ୍କୁ କୋକେନ ସହ ଗିରଫ କରିଛି । ଅରବାଜ ଖାଁ ପ୍ରାଇଭେଟ ଲିମିଟେଡର ମେକଅପ ଡିଭିଜନ ମୂଖ୍ୟ ଥିଲେ ଆକାଶ । ଏନସିବି…

ଜେଜେବାପା ହେଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଏସିଆର ସବୁଠାରୁ ଧନୀ ଭାବେ ବିବେଚିତ ହେଉଥିବା ମୁକେଶ ଅମ୍ବାନୀ ଗୁରୁବାର ଜେଜେବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ମୁକେଶଙ୍କ ପୁଅ ଆକାଶ ଅମ୍ବାନୀଙ୍କ ପତ୍ନୀ ଶ୍ଳୋକା ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି । ଅମ୍ବାନି ପରିବାର ପକ୍ଷରୁ ଏକ ବିବୃତିରେ ଏହା ଉଲ୍ଲେଖ କରାଯାଇଛି ।…

[ଭିଡିଓ] ମିକ୍ସର-ଗ୍ରାଇଣ୍ଡର ଖୋଳରୁ ବାହାରିଲା ନାଗସାପ

ପୁରୀ: ମିକ୍ସର-ଗ୍ରାଇଣ୍ଡର ଖୋଳରୁ ବାହାରିଲା ନାଗସାପ । ଆଜି ଏପରି ଏକ ଘଟଣା ପୁରୀ କଲ୍ୟାଣପୁର ଗାଁରେ ସାମ୍ନାକୁ ଆସିଥିଲା । ବୁଧବାର ରାତିରେ ବିଶ୍ୱଜିତ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଘରେ ହଠାତ୍ ଏକ ନାଗସାପ ପସିଯାଇଥିଲା । ଭୟରେ ବିଶ୍ୱଜିତଙ୍କ ପରିବାର ଲୋକେ ସାପଟିକୁ ଘଉଡାଇବାକୁ ଚେଷ୍ଟା…