Latest Odisha News

BREAKING NEWS

Yearly Archives

2020

ଲଜ୍ଜା ! ମହିଳାଙ୍କ ସହ ଗଣଦୁଷ୍କର୍ମ କଲେ ୧୭ ଜଣ ମଦୁଆ

ରାଞ୍ଚି: ଝାଡ଼ଖଣ୍ଡରେ ଲଜ୍ଜା । ୫ଟି ପିଲାର ମାଆ ହୋଇଥିବା ଜଣେ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଛନ୍ତି ୧୭ ଜଣ ମଦୁଆ । ଏଭଳି ନିନ୍ଦନୀୟ ଘଟଣା ଘଟିଛି ଡୁମକା ଜିଲ୍ଲାର ମୁଫାସିଲ ପୁଲିସ ଥାନା ଅଞ୍ଚଳର ଏକ ଗାଁରେ । ଅଭିଯୋଗ ପରେ ପୋଲିସ ତନାଘନା ତଦନ୍ତ ଆରମ୍ଭ କରିଛି । ଗତ ମଙ୍ଗଳବାର ରାତି ୮ଟା…

ମିଳିଲା କ୍ୟାବିନେଟ ମଞ୍ଜୁରୀ; ବଳାତ୍କାର ପାଇଁ ଏହି ରାଜ୍ୟରେ ମିଳିବ ଫାଶୀ ଦଣ୍ଡ

ମୁମ୍ବାଇ: ସମାଜରେ ମହିଳାଙ୍କ ପ୍ରତି ବଢୁଥିବା ଯୌନ ନିର୍ଯାତନାକୁ ଦୃଷ୍ଟିରେ ରଖି କଡା ପଦକ୍ଷେପ ନେଉଛନ୍ତି ମହାରାଷ୍ଟ୍ର ସରକାର। ମହାରାଷ୍ଟ୍ର (ମହାରାଷ୍ଟ୍ର) ସରକାର ଏଭଳି ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି ଯେଉଁଥିରେ ବଳାତ୍କାର ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ହେବ। ଏହି ବିଲ୍ କୁ…

ଆଜି ନୂଆ ସଂସଦ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜି ନୂତନ ସଂସଦ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଢ଼େ ୧୨ଟା ବେଳେ ଭୂମି ପୂଜନ ରହିଛି । ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରାୟ ଦୁଇ ଶହ ଅତିଥି । ବିଭିନ୍ନ ରାଜନୈତିକ ଦଳର ନେତା, କେନ୍ଦ୍ର ମନ୍ତ୍ରୀ ଏବଂ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଯୋଗ ଦେବେ…

ମାର୍ଗଶୀର ଗୁରୁବାର ମାଣବସା ଓଷା

(ମାଣବସାକୁ କୁମାର ଭୀମସେନଙ୍କ ସ୍ବତନ୍ତ୍ର ଉପସ୍ଥାପନା) ମାଣବସା ଓଷା ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ । ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି । ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର…

କର‌ୋନା ଟିକା ନ‌େଲ‌େ ପ୍ରଥମ ଓଡିଆ

ଲଣ୍ଡନ: ପ୍ରଥମ ଓଡିଆ ଭାବ‌େ କର‌ୋନା ଟିକା ‌ନ‌େଇଛନ୍ତି ବ୍ରିଟ‌େନରେ ସ୍ବାସ୍ଥ୍ୟର୍କମୀ ଭାବ‌େ କାର୍ଯ୍ୟରତ ଡ. ଶୈଳେଶ ମିଶ୍ର। ସୂଚନା ଅନୁଯାୟୀ ଗତ ମଙ୍ଗଳ ବାର ଠାରୁ ବ୍ରିଟ‌େନର‌େ ଫାଇଜର ଟିକାକରଣ ଆରମ୍ଭ ହ‌ୋଇଥିବା ବ‌େଳେ ଡ. ଶୈଳେଶ ମିଶ୍ରଙ୍କୁ ଏହି ଟିକା ଦିିଆଯାଇଛି। ଏନେଇ…

ସ୍ଥାନୀୟ ବାସିନ୍ଦାଙ୍କ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ୍ ଦ୍ୱାରା ପ୍ରୋତ୍ସାହିତ…

ଯୋଡ଼ା: ସ୍ଥାନୀୟ ପ୍ରତିଭାର ବିକାଶ ପାଇଁ ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ୨୦୧୮ ମସିହାରୁ ୬ଟି ଗୋଷ୍ଠୀ ଶିକ୍ଷା ଗବେଷଣା କେନ୍ଦ୍ର ସ୍ଥାପନ କରାଯାଇଛି । କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ ଗ୍ରାମର ଯୁବକ ଯୁବତୀମାନଙ୍କୁ କମ୍ପ୍ୟୁଟରର ବ୍ୟବହାର, ଇଣ୍ଟରନେଟ୍ ଓ ଅନ୍ୟ ଇ-ସଂସାଧନ ଉପରେ ମୌଳିକ ଜ୍ଞାନ…

ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି, ଗାଡ଼ି ଚଳାଚଳରେ ବାଧା

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଶୀତ । ବିଭିନ୍ନ ସ୍ଥାନରେ ପାରଦ ୧୫ଡିଗ୍ରୀ ତଳେ ରହୁଛି । ଏହାସହ କୁହୁଡ଼ି ବି ପଡୁଛି । ଆଜି ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ପଡ଼ିଥିଲା । ସକାଳୁ ସକାଳୁ ଏତେମାତ୍ରାରେ କୁହୁଡ଼ି ପଡିଥିଲା ଯେ ରାସ୍ତାଘାଟ କିଛି ଦେଖାଯାଉ ନଥିଲା । ଏପରିକି ୨୦ମିଟର ଭିତରେ…

ଯାଜପୁର; ହତ୍ୟା ଅଭିଯୋଗରେ ଗିରଫ ହେଲେ ବାପ-ପୁଅ

ଯାଜପୁର : ପୋଲିସ କବ୍ଜାରେ ହତ୍ୟା ଅଭିଯୁକ୍ତ। ଯାଜପୁର ଜିଲ୍ଲା ଜେନାପୁର ଥାନା ମର୍ଜିତାପୁର ଜଳଧର ଜେନା ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ବାପ ପୁଅଙ୍କୁ ଗିରଫ୍ କରିଛି ଜେନାପୁର ପୋଲିସ୍। ପୂର୍ବ ଶତୃତାକୁ କେନ୍ଦ୍ରକରି ଗତ ୭ ତାରିଖ ଦିନ ଘଟିଥିଲା ଏହି ହତ୍ୟାକାଣ୍ଡ । ଗିରଫ୍…

ନିଃସହାୟ ପରିବାରକୁ ସହାୟତାର ହାତ ବଢାଇଲା ଜିଲ୍ଲା ପ୍ରଶାସନ

କଟକ: କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ କାନପୁର ପଞ୍ଚାୟତରେ ସ୍ବର୍ଗତ ଦିନେଶ ମହାରଣାଙ୍କ ଘର। ଗତ ପାଞ୍ଚ ବର୍ଷ ହେବ ଦିନେଶ କିଡନି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଦଶ ଦିନ ତଳେ ତାଙ୍କର ମୃତ୍ୟୁ ଘଟିଛି।ପରିବାର କହିଲେ ଦିନେଶ ଙ୍କର ବିଧବା ସ୍ତ୍ରୀ ଓ ଦୁଇ ଝିଅ। ସ୍ତ୍ରୀ ଛବିରାଣୀ…

ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ଭଦ୍ରକରେ ୧୨ ଘଣ୍ଟିଆ ବନ୍ଦ ଡାକରା

ଭଦ୍ରକ: ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆଜି ଭଦ୍ରକରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ । ସକାଳୁ ସକାଳୁ ଆନ୍ଦୋଳନକାରୀ ମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲାରେ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯିବାକୁ ନେଇ ଅନେକ ଦିନରୁ…