Latest Odisha News

BREAKING NEWS

Yearly Archives

2020

ଚମତ୍କାର ! ଏକ୍ସେଲ୍ ସିଟ୍‌ରେ ପେଣ୍ଟିଂ ବନାଉଛନ୍ତି ୮୦ ବର୍ଷୀୟ

ଭୁବନେଶ୍ୱର: ମାଇକ୍ରୋସଫ୍ଟ ଏକ୍ସେଲ୍ । ସାରା ବିଶ୍ୱରେ ଏହି ସଫ୍ଟ ୱେର୍ ଜରିଆରେ ଲୋକେ ନିଜ ଆବଶ୍ୟକତା ଅନୁଯାୟୀ କମ୍ପ୍ୟୁଟରରେ କାମ କରିଥାନ୍ତି । ଖାସ୍ କରି ବାଲାନ୍ସ ସିଟ୍ ଓ ଗ୍ରାଫ୍ ପ୍ରସ୍ତୁତି ପାଇଁଏହାର ବ୍ୟବହାର ହୋଇଥାଏ । ହେଲେ କେବେ ଶୁଣିଛନ୍ତି ଏକ୍ସେଲ୍‌ରେ ପ୍ରସ୍ତୁତ ହୋଇପାରେ…

ଓଡ଼ିଶାରେ ପେଟ୍ରୋଲ ମୂଲ୍ୟ ବୃଦ୍ଧି; ଚିନ୍ତାରେ ଗ୍ରାହକ

ଭୁବନେଶ୍ୱର: ଓଡିଶାରେ ଗତ ୧୫ ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହେବାରେ ଲାଗିଛି। ତୈଳ ମାର୍କେଟିଂ କମ୍ପାନୀ (ଓଏମସି) ତୈଳ ମୂଲ୍ୟ ବୃଦ୍ଧି କରିଥିବା ବେଳେ ପେଟ୍ରୋଲ ରେଟ୍ ଲିଟର ପିଛା ୮୪.୦୫ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୮୦.୧୯…

ଚୀନ୍‌‌ ବିରୋଧରେ ଟ୍ରମ୍ପ ପ୍ରଶାସନର କଡା ପଦକ୍ଷେପ; ଚିନ୍ତାରେ ଚୀନ୍‌

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଟ୍ରମ୍ପ ଯିବା ପୂର୍ବରୁ ଚୀନ୍ ପାଇଁ କ୍ରମାଗତ ଭାବେ ଶକ୍ତ ପ୍ରହାର କରି ଚାଲିଛନ୍ତି। ଆମେରିକାର ରାଷ୍ଟ୍ରପତି ଚାଇନାର ସର୍ବବୃହତ ସଫ୍ଟୱେର୍ ନିର୍ମାତା ଏମ୍‌ଆଇସି କମ୍ପାନୀ ଉପରେ ପ୍ରତିବନ୍ଧକ…

୨୭୫ ଦିନ ପରେ ଘରୁ ପାଦ କାଢିଲେ ଏହି ଅଭିନେତା

କେରଳ: ଲକ୍‌ଡାଉନ୍ ନିୟମ ଲାଗୁ ହେବାଠୁ ଏହି ଅଭିନେତା ଯେତେ ସମ୍ଭବ ଘରେ ରହିବାକୁ ଯୋଜନା କରିଥିଲେ । ସଫଳ ହୋଇଥିଲା ଯୋଜନା । ପାଖାପାଖି ୯ମାସ ତଥା ୨୭୫ ଦିନ ଘରେ ରହିବା ପରେ ଗତକାଲି ମଲୟାଲମ ଷ୍ଟାର୍ ମାମୁଟ୍ଟି ଘରୁ ପାଦ କାଢିଥିଲେ । ସଂଧ୍ୟାରେ ନିଜ ସାଙ୍ଗମାନଙ୍କ ସହ ସେ ବାହାରେ ସୁଲୈମାନୀ…

କେଉଁ ଦଳ ପାଇଁ କଂଗ୍ରେସ ଛାଡିଲେ ଅଭିନେତ୍ରୀ ବିଜୟାଶାନ୍ତି ?

ହାଇଦ୍ରାବାଦ: ଅଭିନେତ୍ରୀରୁ ପଲିଟିସିଆନ୍ ପାଲଟିଥିବା ବିଜୟାଶାନ୍ତି କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ୨୦୧୪ରେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ଆସନ୍ତା ସୋମବାର ବିଜୟାଶାନ୍ତି ଭାରତୀୟ ଜନତା ପାର୍ଟିରେ ଯୋଗଦେବେ । ବିଜେପିରେ ଯୋଗଦେବା ସହ ସୋମବାର…

କୃଷକଙ୍କ ଦାବି ପୂରଣ ନହେଲେ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ଫେରାଇବି; ବିଜେନ୍ଦର ସିଂ

ନୂଆଦିଲ୍ଲୀ: ହରିୟାଣା-ଦିଲ୍ଲୀ ପର୍ଯ୍ୟନ୍ତ ସିନ୍ଧୁ ସୀମାରେ କୃଷକଙ୍କ ପ୍ରଦର୍ଶନ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ପ୍ରଦର୍ଶନରେ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରୁ ନେଇ ଖେଳାଳିମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସମର୍ଥନ ମିଳୁଛି। ବର୍ତ୍ତମାନ ବକ୍ସର ବିଜେନ୍ଦର ସିଂ ସିନ୍ଧୁ ସୀମାରେ କୃଷକଙ୍କ…

ପରଲୋକରେ ବରିଷ୍ଠ ଅଭିନେତା ରବି ପଟୱର୍ଦ୍ଧନ

ମୁମ୍ବାଇ: ଆଉ ନାହାନ୍ତି ବରିଷ୍ଠ ଅଭିନେତା ରବି ପଟୱର୍ଦ୍ଧନ୍ । ୮୩ ବର୍ଷ ବୟସରେ ଏହି ଅଭିନେତାଙ୍କର ହୃଦଘାତରେ ନିଧନ ହୋଇଛି । ନିଃଶ୍ୱାସ ନେବାରେ ସମସ୍ୟା ଦେଖାଦେବାରୁ ତାଙ୍କୁ ଶନିବାର ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ପୂର୍ବରୁ ବି ମାର୍ଚ୍ଚ ମାସରେ ତାଙ୍କର ହୃଦଘାତ…

ଡିସେମ୍ବର ୮ରେ କୃଷକଙ୍କ ‘ଭାରତ ବନ୍ଦ’ ଡାକରାକୁ କଂଗ୍ରେସର ଦୃଢ ସମର୍ଥନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୁଦ୍ଧରେ କୃଷକଙ୍କ ପ୍ରଦର୍ଶନ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଶନିବାର ଦିନ କେନ୍ଦ୍ର ସରକାର ଏବଂ କୃଷକଙ୍କ ମଧ୍ୟରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ତେବେ ଆଲୋଚନା ପୂର୍ବରୁ ଡିସେମ୍ବର ୮ ରେ କୃଷକମାନେ ଭାରତ ବନ୍ଦ ଡାକରା ଘୋଷଣା କରିଥିଲେ।…

ବିଶ୍ୱର ଏକମାତ୍ର ମନ୍ଦିର, ଯେଉଁଠି ଭକ୍ତଙ୍କୁ ପ୍ରବେଶ ମନା

ଭୁବନେଶ୍ୱର: ଆମ ମଧ୍ୟରୁ ଅଧିକାଂଶ ଲୋକେ ବିଶ୍ୱାସ ଓ ସମସ୍ୟାର ସମାଧାନ ଲାଗି ମନ୍ଦିର ଯାଇଥାନ୍ତି । ହେଲେ କେବେ ମନ୍ଦିରକୁ ଯାଇ ଭକ୍ତ କିମ୍ବା ଶ୍ରଦ୍ଧାଳୁ ଭୟଭୀତ ହେବା କଥା ଶୁଣିଛନ୍ତି କି ? ଆଜି ଆମେ ଏମିତି ଏକ ମନ୍ଦିର ବିଷୟରେ ଜାଣିବା, ଯେଉଁଠି ଲୋକେ ପ୍ରବେଶ କରିବା ତ ଦୂରର କଥା ପାଖଦେଇ…

ପୋଲିସ୍‌‌ ଉପରେ ‘ଷ୍ଟିଙ୍ଗ୍‌ ଅପରେସନ୍‌’ କରି ଫସିଲେ ସାମ୍ବ‌ାଦିକ

ନୂଆଦିଲ୍ଲୀ: ଜଣେ ଗୁଜୁରାଟୀ ଖବରକାଗଜର ଚାରିଜଣ ସାମ୍ବାଦିକଙ୍କ ବିରୋଧରେ 'ଷ୍ଟିଙ୍ଗ୍ ଅପରେସନ୍' କରିବା ଏବଂ ପୋଲିସ୍ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ଗୁଜରାଟୀ ଖବରକାଗଜର ଚାରିଜଣ ସାମ୍ବାଦିକଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି ବୋଲି ଜଣେ ଅଧିକାରୀ…