ପୁରୀର ମହାଦେବ ଲେନ୍ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷିତ
ପୁରୀ: ପୁରୀ ସହରରେ ଦୁଇଟି କରୋନା ମାମଲା ଚିହ୍ନଟ ହେବାର ଗୋଟିଏ ଦିନ ପରେ ସୋମବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ମହାଦେବ ଲେନକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି।
ଗଣମାଧ୍ୟମକୁ ସୂଚନା ଦେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି ଯେ ଗତ ମେ ୭ ତାରିଖରେ ମହାଦେବ…