Latest Odisha News
Yearly Archives

2020

୨୭ ଜିଲ୍ଲାରୁ ୪୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା କାୟା । ସୁସ୍ଥ ହେଲେଣି ୯୮ ପ୍ରତିଶତ ସଂକ୍ରମିତ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୪୦୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୩୪ ଜଣ ଥିବା ବେଳେ ଲୋକାଲ୍…

ଚାଷୀଙ୍କ ସହ ଆଲୋଚନା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: କୃଷି ବିଲକୁ ବିରୋଧ କରି ତୀବ୍ର ହେଉଛି ଚାଷୀ ଆନ୍ଦୋଳନ । ଆଜି କେନ୍ଦ୍ର ସରକାରଙ୍କ ସହ କୃଷକ ସଂଗଠନର ପଞ୍ଚମ ପର୍ୟ୍ୟାୟ ଆଲୋଚନା ହେବ । ତାପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଏଥିରେ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କୃଷି…

ଆମେରିକା: ଏଥର ଅନ୍‌ଲାଇନ୍‌ରେ ହେବ ବାଇଡେନ୍‌ ସରକାରଙ୍କ ଶପଥ ଗ୍ରହଣ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ରର ନୂତନ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି ଯେ ଜାନୁଆରୀ ୨୦ ରେ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଭର୍ଚୁଆଲ୍‌ ଶୈଳୀରେ ଅର୍ଥାତ୍‌ ଅନ୍‌ଲାଇନ୍‌ ମାଧ୍ୟମରେ କରାଯିବ। ସେ କହିଛନ୍ତି ଯେ ଯଦି ଏହି ଶପଥ ଗ୍ରହଣ ଉତ୍ସବ ଭର୍ଚୁଆଲ୍‌ ନ କରାଯାଏ ତେବେ ବହୁ…

ଦୋକାନ ପଛପାଖ କାନ୍ଥ ତାଡ଼ି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍

ଜଗତପୁର: ସୁନା ଦୋକାନରେ କଳାକନା ବୁଲାଇ ଦେଲେ ଲୁଟେରା । ଦୋକାନ ପଛପାଖ କାନ୍ଥ ତାଡି ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । କଟକ ଜଗତପୁର ସ୍ଥିତ ଆଇବି ରୋଡରେ ଥିବା ସୁନାଗହଣା ଦୋକାନରୁ ଏହି ଲୁଟ୍ ହୋଇଛି । ଅଭିଯୋଗ ଅନୁସାରେ ଲୁଟେରା ୬୦ଭରି ସୁନା, ୩୫ କେଜି ରୁପା ଓ ନଗଦ ୬୦ ହଜାର ଟଙ୍କା…

କୃଷକଙ୍କ ମାମଲା ମାଗଣାରେ ଲଢିବାକୁ ପ୍ରସ୍ତୁତ; ଏସ୍‌ସି ବାର୍‌ ଆସୋସିଏସନ୍‌ ଅଧ୍ୟକ୍ଷ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ କୃଷକମାନଙ୍କ ଆନ୍ଦୋଳନ ଜାରି ରହିଛି ଏବଂ ସରକାରଙ୍କ ସହ ପଞ୍ଚମ ପର୍ଯ୍ୟାୟ ଆଲୋଚନା ପୂର୍ବରୁ କୃଷକମାନେ ଏକ ବଡ଼ ଘୋଷଣା କରିଛନ୍ତି ଯେ ଶନିବାର ଦିନ କୃଷକ ସଂଗଠନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବେ। ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ମଧ୍ୟ…

କୃଷକଙ୍କ ଭାରତ ବନ୍ଦ ଡକରାକୁ ରାଜ୍ୟ କଂଗ୍ରେସର ସମର୍ଥନ

ଭୁବନେଶ୍ୱର: ଆସନ୍ତା ୮ ତାରିଖରେ କୃଷକ ସଂଗଠନ ଭାରତ ବନ୍ଦ ଡକରା ଦେଇଛି । ଏହାକୁ ସମର୍ଥନ କରିବ ଓଡ଼ିଶା କଂଗ୍ରେସ । ଏନେଇ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, କଂଗ୍ରେସ ଦଳ ଭାରତ ବନ୍ଦ ଡାକରାକୁ ସମର୍ଥନ କରୁଛି । ଚାଷୀମାନେ ଆମର…

କୃଷକ ଆନ୍ଦୋଳନ ସମର୍ଥନରେ କଣ କହିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ‌ ଟ୍ରୁଡୋ

ନୂଆଦିଲ୍ଲୀ: କାନାଡା ପୁଣି ଥରେ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରକୁ ନେଇ ମୁହଁ ଖୋଲିଛି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପୁଣି ଥରେ କହିଛନ୍ତି ଯେ ଭାରତରେ ପ୍ରଦର୍ଶନ କରୁଥିବା କୃଷକମାନଙ୍କୁ କାନାଡା ସମର୍ଥନ କରେ। ଦ୍ୱିତୀୟ ଥର ପାଇଁ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ…

ବୁର୍ଲା ଭୀମସାରରେ ଟଳିଲା ବଡଧରଣର ଅଘଟଣ

ସମ୍ୱଲପୁର: ଗଛ ଭାଙ୍ଗି ବିଦ୍ୟୁତ ତାର ଛିଣ୍ଡିଗଲା । ୧୧ କେଭି ବିଦ୍ୟୁତ ତାର ଛିଣ୍ଡିଯିବାରୁ ସର୍ଟ ସର୍କିଟରୁ ଲାଗିଲା ନିଆଁ । ଏଥିରୁ ବୁର୍ଲା ଭୀମସାର ରକ୍ତଭଣ୍ଡାରରେ ଅଗ୍ନିକାଣ୍ଡ ହୋଇଛି । ପୋଡ଼ି ଯାଇଛି ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର । ଏବେ ବାକି ଥିବା ୩ଟି ଫ୍ରିଜରରେ…

କଙ୍ଗନାଙ୍କୁ ମୀକା ସିଂଙ୍କ ପରାମର୍ଶ; ଦେଶପ୍ରେମ ସେତିକି ଥାଉ; ଅଭିନୟ ପ୍ରତି ଧ୍ୟାନ ଦିଅ

ନୂଆଦିଲ୍ଲୀ: ଯେବେଠାରୁ ଅଭିନେତ୍ରୀ କଙ୍ଗନା ରାଣାୱତ କୃଷକ ଆନ୍ଦୋଳନ ବିଷୟରେ ଟୁଇଟ୍ କରିବା ଆରମ୍ଭ କରିଛନ୍ତି, ସେବେଠାରୁ କଙ୍ଗନାଙ୍କ ବିରୋଧରେ ପ୍ରତିବାଦର ସ୍ୱର ଶୁଣିବାକୁ ମିଳୁଛି। ଏହାପୂର୍ବରୁ, କଙ୍ଗନା ଏବଂ ଦିଲଜିତ ଦୋସାଞ୍ଜଙ୍କ ମଧ୍ୟରେ ଦେଖାଯାଉଥିବା ଏହି ବାକ୍‌ ଯୁଦ୍ଧ ମଧ୍ୟରେ ଆହୁରି…

ଗୋଟିଏ ଦିନରେ ଦେଶରୁ ୩୬ ହଜାରରୁ ଉର୍ଦ୍ଧ୍ବ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ୯୬ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୩୬ ହଜାର ୬୫୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସବୁଠାରୁ ବଡ଼ କଥା ହେଲା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି। ଗତ ୨୪ଘଣ୍ଟାରେ ୪୨,୫୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ…