Latest Odisha News

BREAKING NEWS

Yearly Archives

2020

ପୁଣି ଫେରିବ ପୁରୁଣା ଦିନ; ଦେଶର ପ୍ରତ୍ୟେକ ରେଳ ଷ୍ଟେସନରେ ମାଟି ପାତ୍ର‌ରେ ମିଳିବ ଚା’

ନୂଆଦିଲ୍ଲୀ: ରେଳ ଷ୍ଟେସନରେ ଖୁବ୍ ଶୀଘ୍ର ମାଟି କପ୍‌ରେ ମିଳିବ ଚା'। ରେଳମନ୍ତ୍ରୀ ପୀୟୁଷ ଗୋୟଲ ନିଜେ ଏହି ସୂଚନା ଦେଇଛନ୍ତି। ରେଳମନ୍ତ୍ରୀ କହିଛନ୍ତି ଯେ ପୁଣି ଫେରି ଆସିବ ପୁରୁଣା ଦିନ। ଆସନ୍ତା ସମୟରେ ଦେଶର ପ୍ରତ୍ୟେକ ରେଳ ଷ୍ଟେସନରେ ପ୍ଲାଷ୍ଟିକ୍‌ ମୁକ୍ତ କୁଲହରରେ ଚା' ଉପଲବ୍ଧ ହେବ।…

ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ୨ ମୃତ, ୩ ଗୁରୁତର

ମୋହନା(ଗଜପତି): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅକାଳେ ଚାଲିଗଲା ଦୁଇ ଜୀବନ । ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଡ଼ମାଟୁଆ ଗାଁ ଛକରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା…

ପରୀ ପାଇଁ ନ୍ୟାୟ ଦାବି: ଜାତୀୟ ଶିଶୁ ସୁରକ୍ଷା କମିଶନଙ୍କୁ ଭେଟିଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ: ନୟାଗଡର ନାବାଳିକା ‘ପରୀ’କୁ ନ୍ୟାୟ ମାମଲା ଏବେ ଦିଲ୍ଲୀରେ ପହଞ୍ଚିଛି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ର ଆଜି ଜାତୀୟ ଶିଶୁ ସୁରକ୍ଷା କମିଶନଙ୍କୁ ଭେଟି ଏସମ୍ପର୍କିତ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ରରେ ଦୁଇଟି ପ୍ରସଙ୍ଗ ଉଠାଇଛନ୍ତି । ଡକ୍ଟର…

ବିଶ୍ୱ କରୋନା; ଗତ ୨୪ ଘଣ୍ଟାରେ ୪.୯୬ ଲକ୍ଷ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଦୁନିଆରେ କରୋନା ସଂକ୍ରମଣ ମାମଲା କେତେକ ଦେଶରେ ନିୟନ୍ତ୍ରଣରେ ଅଛି କିନ୍ତୁ ଅଧିକାଂଶ ଦେଶରେ ସ୍ଥିତି ଅନିୟନ୍ତ୍ରିତ ହୋଇପଡିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୪.୯୬ ଲକ୍ଷ ନୂଆ ମାମଲା ରୁଜୁ ହୋଇଛି। ସଂକ୍ରମଣରୁ ୩.୫୧ ଲକ୍ଷ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହ ୭,୨୧୮ କରୋନା…

ପଶ୍ଚିମବଙ୍ଗ ନିର୍ବାଚନ: ଟିଏମସି-ବିଜେପି ମଧ୍ୟରେ ତୀବ୍ର ହେଉଛି ବାକ୍‌ ଯୁଦ୍ଧ

କୋଲକାତା: ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବର୍ତ୍ତମାନ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଏବଂ ଟିଏମସି ମଧ୍ୟରେ ଶବ୍ଦ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ କୈଲାଶ…

କମୁଛି କରୋନା ମୃତ୍ୟୁସଂଖ୍ୟା: ରାଜ୍ୟରୁ ଆଖି ବୁଜିଲେ ୫ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି କରୋନା । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା ବି କମୁଛି । ଗତ ୨୪ ଘଣ୍ଟାରେ ୫ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣ ଆକ୍ରାନ୍ତ । ସେହିପରି…

କୃଷି ଆଇନ ଉପରେ କଂଗ୍ରେସର ଅନଲାଇନ୍ ଅଭିଯାନ, ରାହୁଲ କହିଲେ ମୋଦୀ ସରକାର ଚାଷୀଙ୍କ ଉପରେ ଅତ୍ୟାଚାର କରୁଛନ୍ତି

ନୂଆଦିଲ୍ଲୀ: ପଞ୍ଜାବର କୃଷକଙ୍କ ଦ୍ୱାରା କୃଷି ଆଇନ ବିରୋଧରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ରାଜଧାନୀ ଦିଲ୍ଲୀ ସୀମାରେ କୃଷକଙ୍କ ସମାବେଶ ହୋଇଛି। କୃଷକ ସଂଗଠନ ବ୍ୟତୀତ ରାଜନୈତିକ ଦଳମାନେ ବର୍ତ୍ତମାନ ଏହି ପ୍ରସଙ୍ଗକୁ ଦଖଲ ଦେବା ଆରମ୍ଭ କରିଦେଇଛନ୍ତି। କୃଷି ଆଇନ ପ୍ରସଙ୍ଗରେ କଂଗ୍ରେସ ଏକ…

ରାଜ୍ୟବାସୀଙ୍କୁ ଭଲ ଖବର: ୫୦୦ ତଳକୁ ଖସିଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ଟ୍ରେଣ୍ଡ । ଦୀର୍ଘ ମାସ ପରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୫୦୦ ତଳକୁ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୪୧୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୪୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୭୭ଟି ।…

କିମ୍ବଦନ୍ତୀ ଫୁଟବଲ ଖେଳାଳି ମାରାଡୋନାଙ୍କ ମୃତ୍ୟୁକୁ ନେଇ ଉଠୁଛି ପ୍ରଶ୍ନ, ଚିକିତ୍ସାରେ ଅବହେଳାକୁ ନେଇ ସମ୍ପୃକ୍ତ…

ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ପ୍ରଖ୍ୟାତ ଫୁଟବଲ ଖେଳାଳି ଡିଏଗୋ ମାରାଡୋନାଙ୍କ ଡାକ୍ତର ଲିଓପୋଲଡୋ ଲୁକଙ୍କ କ୍ଲିନିକ ଏବଂ ଘରେ ପୋଲିସ ଚଢାଉ କରିଛି। ଆର୍ଜେଣ୍ଟିନା ଗଣମାଧ୍ୟମ ଏହା ନିଶ୍ଚିତ କରିଛନ୍ତି। ମାରାଡୋନାଙ୍କ ଚିକିତ୍ସା ସମୟରେ କୌଣସି ଅବହେଳା ହୋଇଛି କି ନାହିଁ ତାହା ପୋଲିସ ଅନୁସନ୍ଧାନ…

ଅଷ୍ଟ୍ରେଲିଆକୁ ଝଟକା: ଭାରତ ବିପକ୍ଷ ଓ୍ୱାନ ଡେ ଓ ଟି-ଟ୍ୱେଣ୍ଟି ଖେଳିବେନି ଏହି କ୍ରିକେଟର

ସିଡନୀ: ଭାରତ ବିପକ୍ଷରେ ଦ୍ୱିତୀୟ ଦିନିକିଆରେ ବିଜୟ ହାସଲ କରିଥିବା ଅଷ୍ଟ୍ରେଲିଆକୁ ଝଟକା । ଦିନିକିଆ ଓ ଟି-ଟ୍ୱେଣ୍ଟି ଖେଳିବେନି ଧୂରନ୍ଧର ଓପନର ଡେଭିଡ୍ ଓ୍ୱାର୍ଣ୍ଣର । ଆହତ କାରଣରୁ ସେ ଦଳରୁ ବାଦ ପଡ଼ିଛନ୍ତି । ଆସନ୍ତା ୨ ତାରିଖରେ କାନବେରାରେ ଶେଷ ଦିନିକିଆ ସହ ଆସନ୍ତା ୪ ତାରିଖରୁ ଆରମ୍ଭ…