Latest Odisha News

BREAKING NEWS

Yearly Archives

2020

ବିଳମ୍ବିତ ରାତିରେ ପତିତପାବନ ଦର୍ଶନ କଲେ ପୁରୀର ନୂଆ ଏସ୍‌ପି

ପୁରୀ: ହାଜତ ମୃତ୍ୟୁ ଘଟଣାରେ ଏସ୍‌ପି ଅଖିଳେଶ୍ୱର ସିଂହଙ୍କୁ ବଦଳି କରାଯାଇ ସମ୍ବଲପୁର ଏସପି କେ. ବିଶାଲ ସିଂଙ୍କୁ ପୁରୀ ଏସପି ଭାବେ ନିଯୁକ୍ତି ଦିଆଯାଇଛି । ଗତକାଲି ବିଳମ୍ବିତ ରାତିରେ ଏସ୍‌ପି ବିଶାଲ ସିଂହ ପୁରୀରେ ପହଞ୍ଚି ପତିତପାବନ ଦର୍ଶନ କରିଛନ୍ତି । ନିଜର କିଛି କର୍ମଚାରୀଙ୍କୁ…

ଆରପାରିରେ ଅଭିନେତ୍ରୀ ଲିନା ଆଚାର୍ଯ୍ୟ

ନୂଆଦିଲ୍ଲୀ: ଟେଲି ସୋ 'ସେଠ ଜୀ’ର ଲୋକପ୍ରିୟ ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କର କିଡନୀ ରୋଗ ଯୋଗୁଁ ଦେହାନ୍ତ ହୋଇଛି। ସେ ବିଗତ ଦେଢ଼ ବର୍ଷ ହେବ କିଡନୀ ରୋଗରେ ପୀଡିତ ଥିଲେ। ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ମଧ୍ୟ ହୋଇଥିଲା। ତାଙ୍କ ସହ କଳାକାର ଜାତୀୟ ଗଣମାଧ୍ୟମକୁ ଦେଇଥିବା ତଥ୍ୟ…

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ: ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଶନିବାର ଦିନ ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ ୪୮ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…

ପୁରୀ ଓ ବୀରମିତ୍ରପୁର ହାଜତ ହିଂସା ବିରୋଧରେ ପ୍ରତିବାଦ

ଭୁବନେଶ୍ୱର: ପୁରୀ ଜିଲ୍ଲାର ବାସେଳିସାହି ଥାନା ଓ ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନାରେ ଅପରାଧୀ ସନ୍ଦେହରେ ଦୁଇ ଜଣ ବ୍ୟକ୍ତିଙ୍କୁ ବାଡେଇବା ସହ ଅମାନୁଷିକ ଅତ୍ୟାଚାର କରି ମାରିଦେବା ପ୍ରତିବାଦରେ ରାଜଧାନୀ ଭୁବନେଶ୍ୱରରେ ଏକ ଗଣ ପ୍ରତିବାଦ ହୋଇଇଛି । ପୋଲିସକୁ ସର୍ବସାଧାରଣଙ୍କ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୨୨-୧୧-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୨୨ ରିଖ ରବିବାର ବିଛା ୭ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଧନିଷ୍ଠା ନକ୍ଷତ୍ର କୁମ୍ଭ ଚନ୍ଦ୍ର    ଘାତ ବାର-: ମେଷ ରାଶିର ଘାତ ଚନ୍ଦ୍ର-: ମିଥୁନ ରାଶି ପୁରୁଷ ଓ ମୀନ ରାଶିର…

ଅଲୌକିକ ନାଗାର୍ଜୁନ ପରମ୍ପରା -୨

...କିଛି ସମୟ ପରେ ନାନା ରତ୍ନଭରଣ ଯୁକ୍ତ ହୋଇ ଗଣ୍ଡା ଜଳପାନ କରିବାକୁ ଝରଣା ନିକଟକୁ ଆସିଲା । ଜଳପାନ ଶେଷକରି ଫେରିଲା ବେଳକୁ ଲତା ଗହଳରେ ଲୁଚି ରହିଥିବା କିରାତ ବେଶି ଅର୍ଜୁନ ଶର ନିକ୍ଷେପ କଲେ। ଶରଘାତରେ ପ୍ରଚଣ୍ଡ ଶବ୍ଦ କରି ଗଣ୍ଡା ମୃତ୍ୟୁ ବରଣ କଲା । ସେହିଦିନ ନାଗାର୍ଜୁନର ସ୍ୱନକ୍ଷେତ୍ର…

ତିନିଦିନିଆ ଓଡିଶା ଗସ୍ତରେ ଆରଏସଏସର ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ୱର: ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଆରଏସଏସର ମୁଖ୍ୟ ମୋହନ ଭାଗବତ। କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କ୍ଷେତ୍ର ସ୍ତରରେ ଅନୁଷ୍ଠିତ ହେଉଛି । ପୂର୍ବକ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଏହି ବୈଠକ…

ଆସନ୍ତା ଜାନୁଆରି ୮ ପର୍ଯ୍ୟନ୍ତ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ମାମଲା ଶୁଣାଣି ଜାରି ରହିବ: ହାଇକୋର୍ଟ

କଟକ: ଆସନ୍ତା ୨୦୨୧ ଜାନୁଆରି ୮ ତାରିଖ ପର୍ଯ୍ୟନ୍ତ ଓଡିଶା ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ପୂର୍ବଭଳି କଟକଣା ଭିତରେ ଚାଲିବ। କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଫୁଲ କୋର୍ଟରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ ଏପରି…

ସରିଛି ୧୪ଟି ସାଗରମାଳା ପ୍ରକଳ୍ପ କାର୍ଯ୍ୟ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶାରେ ୫୭ ହଜାର ୩୭୯ କୋଟି ବ୍ୟୟରେ କାର୍ଯ୍ୟକାରୀ ହେଉଥିବା ୪୬ଟି ସାଗରମାଳା ପ୍ରକଳ୍ପର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶନିବାର ଦିନ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଏବଂ…

ପୁରୁଷଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି ମହିଳା ବାଇକର

ଅହମ୍ମଦାବାଦ: ଆଜିର ଯୁଗରେ ମହିଳାମାନେ କୌଣସି ଗୁଣରେ ପୁରୁଷଙ୍କଠାରୁ କମ୍ ନୁହେଁ । ଗାଡି ଚଲାରେ ମହିଳାମାନେ ମଧ୍ୟ ଏଥର ପୁରୁଷଗ୍ରୁପଙ୍କୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରିଛନ୍ତି । ଆସନ୍ତୁ ଜାଣିବା ଏ ଭଳି କିଛି ମହିଳା ବାଇକର ଗ୍ରୁପ ସମ୍ପର୍କରେ..ଦି ବାଇକରାନୀ: ମହିଳା ବାଇକର ଉର୍ବଶୀ ପଟୋଲା…