Latest Odisha News

BREAKING NEWS

Yearly Archives

2020

ଗୋଆ ଆନ୍ତର୍ଜାତିକ ସିନେମା ଉତ୍ସବ-୨୦୨୦ରେ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡିଆ ସିନେମା ମନୋନୀତ

ଭୁବନେଶ୍ୱର: ଭାରତ ସରକାରଙ୍କ ଦ୍ଵାରା ଆୟୋଜିତ ଗୋଆ ଆନ୍ତର୍ଜାତିକ ସିନେମା ଉତ୍ସବର ପାନୋରମାରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ନିର୍ମାତା-ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡିଆ ସିନେମା “କାଲିର ଅତୀତ” ମନୋନୀତ ହୋଇଛି। ଯାହା ଓଡିଶା ପାଇଁ ଆଉ ଏକ ଗୌରବ ଆଣିଦେଇଛି। ଏନେଇ କେନ୍ଦ୍ର…

କେଉଁଠୁ ଆସିଛି ‘କରୋନା’? ଜାଣିବା ପାଇଁ ଆସନ୍ତା ମାସ‌ରେ ଚୀନ୍‌ ଗସ୍ତ କରିବେ ବିଶେଷଜ୍ଞ ଦଳ;…

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଜରୁରୀକାଳୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ମୁଖ୍ୟ କହିଛନ୍ତି ଯେ କରୋନା ମହାମାରୀର ଆରମ୍ଭ ଜାଣିବା ପାଇଁ ଜାନୁଆରୀ ପ୍ରଥମ ସପ୍ତାହରେ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ଏକ ଦଳ ଚୀନ୍ ଗସ୍ତ କରିବେ। ଡିସେମ୍ବର ୨୦୧୯ ରେ ଉହାନ ସହରରେ ପ୍ରଥମେ କରୋନା ମାମଲା…

ଦିବାରାତ୍ର ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ

ଆଡିଲେଡ: ଏଠାରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ଦିବାରାତ୍ର କ୍ରିକେଟ ଟେଷ୍ଟରେ ଭାରତ ୮ ଉଇକେଟରେ ଶୋଚନୀୟ ପରାଜୟବରଣ କରିଛି । ଏଥିସହ ଅଷ୍ଟ୍ରେଲିଆ ୪ ମ୍ୟାଚ ବିଶିଷ୍ଟ ସିରିଜରେ ଘରୋଇ ଦଳ ୧-୦ର ଅଗ୍ରଣୀ ହାସଲ କରିନେଇଛି । ଭାରତ ପ୍ରଦତ ୯୦ ରନର ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୨ ଉଇକେଟରେ ହାସଲ କରି…

ହାସ୍ୟ ଅଭିନେତା ବିଶ୍ୱ କଲ୍ୟାଣଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତ୍ରୀ ସୁଲଗ୍ନା

ନୂଆଦିଲ୍ଲୀ: ଫିଲ୍ମ 'ମର୍ଡର ୨'ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଭିନେତ୍ରୀ ସୁଲଗ୍ନା ପାଣିଗ୍ରାହୀ ଲୋକପ୍ରିୟ ୟୁଟ୍ୟୁବର୍ ବିଶ୍ୱ କଲ୍ୟାଣ ରଥଙ୍କୁ ବିବାହ କରିଛନ୍ତି। ସେ ତାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏଥିରେ ଦୁହେଁ ବହୁତ ଖୁସି ଥିବା ଜଣାପଡ଼ିଛି। ସେ 'ଅମ୍ବର…

[ଭିଡ଼ିଓ] ବିଚ୍ ରାସ୍ତାରେ ଆତଙ୍କ ଖେଳାଇଲେ AIMM ନେତା

ତେଲେଙ୍ଗାନା: ସୋସିଆଲ ମିଡିଆରେ ଅଲ୍ ଇଣ୍ଡିିଆ ମଜଲିସ୍ –ଏ- ଇତିହାଦୁଲ୍‌- ମୁସଲିମିନ୍ (AIMM) ନେତାଙ୍କୁ ନେଇ ଏକ ଭିଡିଓ ଖୁବ ଭାଇରାଲ୍ ହୋଇଛି । ବିଚ୍ ରାସ୍ତାରେ ଏହି ନେତା ଜଣକ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରେ ଗୁଳିମାଡ କରିବା ସହ ଛୁରାଘାତ ବି କରିଥିଲେ । ଶୁକ୍ରବାର ଏହି ଘଟଣାଟି…

ଅମିତ ଶାହାଙ୍କ ବଙ୍ଗଳା ମିଶନ; କୃଷକ ପରିବାର ସହିତ ଖୀରି ଖାଇଲେ ଆଉ ଫଟୋ ବି ଉଠାଇଲେ

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହା ମେଦିନାପୁରର ଜଣେ କୃଷକ ସନାତନ ସିଂଙ୍କ ଘରେ ଭୋଜନ ଗ୍ରହଣ କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା, ବଙ୍ଗଳା ବିଜେପି ସଭାପତି ଦିଲୀଶ ଘୋଷ, କୈଲାଶ ବିଜୟଭର୍ଗିଆ ସନାତନ ସିଂଙ୍କ ଘରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିଥିଲେ। ଅମିତ ଶାହାଙ୍କୁ କୃଷକ ସନାତନ…

ପାକିସ୍ତାନ ଏବଂ ଚୀନ୍‌କୁ ପ୍ରତିରକ୍ଷା ମନ୍ତ୍ରୀଙ୍କ କଡା ଚେତାବନୀ; ଦେଶର ଆତ୍ମ ସମ୍ମାନ ଉପରେ ଆମେ କୌଣସି ପ୍ରକାରର…

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ହାଇଦ୍ରାବାଦର ବାୟୁସେନା ଏକାଡେମୀରେ ମିଳିତ ସ୍ନାତକୋତ୍ତର ପରେଡ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ବର୍ତ୍ତମାନ କେବଳ ଦେଶ ଭିତରେ ନୁହେଁ ସୀମାରେ ମଧ୍ୟ ଆତଙ୍କବାଦୀଙ୍କ ବିରୋଧରେ ଜବାବ ଦେଉଛି। ସେ…

ରିୟଲ ନୁହେଁ ରିଲ୍‌ରେ ଗର୍ଭବତୀ ନେହା କକ୍କର !

ମୁମ୍ବାଇ: ବିବାହ କରିବାର ଦୁଇମାସ ପରେ ଗର୍ଭବତୀ ଅଛନ୍ତି ନେହା କକ୍କର । ଏହି ଖବର କାଲିଠୁ ଆଜି ଯାଏଁ ପ୍ରାୟ ସମସ୍ତ ଖବର କାଗଜ, ଟିଭି ଚ୍ୟାନେଲ ଓ ଡିଜିଟାଲ ପ୍ଲାଟଫର୍ମରେ ଚହଳ ଖେଳାଇଥିଲା । ଏପରିକି ସୋସିଆଲ୍ ମିଡିଆରେ ବି କିଛି ଲୋକ ନେହା ଓ ରୋହନପ୍ରୀତଙ୍କୁ ବଧେଇ ଜଣାଇଥିଲାବେଳେ ଅନେକ…

ୱେବ୍‌ ସିରିଜ୍‌ ‘ମହାରାଣୀ’ରେ ଲାଲୁ ଯାଦବଙ୍କ ଭୂମିକାରେ ଅବତୀର୍ଣ୍ଣ ହେବେ ‘ତୁମ୍ବାଡ୍‌’…

ନୂଆଦିଲ୍ଲୀ: 'ତୁମ୍ବାଡ୍‌' ଅଭିନେତା ସୋହମ୍ ଶାହା ଖୁବ୍ ଶୀଘ୍ର ଏକ ନୂଆ ଅବତାରରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। ଏହି ନୂତନ ଅବତାରରେ ସୋହମ୍‌ଙ୍କୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଭୂମିକାରେ ଦେଖିବାକୁ ମିଳିବ। ସୂଚନା ଅନୁଯାୟୀ ଲାହୁ ଯାଦବଙ୍କ ଜୀବନୀ ଉପରେ…

ଗୁଗଲ୍ ପେ କି ଫୋନ୍ ପେ ନୁହେଁ, ଡାଇରେକ୍ଟ ପକେଟ୍ ପେ

ମୁମ୍ବାଇ: ଲାଂଚ ! ଏମିତି ଏକ ଶବ୍ଦ ଯାହା ପୁରାଣରୁ ଆଧୁନିକ ଯୁଗରେ ବି ନିଜ ଅସ୍ତିତ୍ୱ ବଜାୟ ରଖିଛି । ସରକାରୀ ବାବୁ ହୁଅନ୍ତୁ କି ବେସରକାରୀ ଅଫିସର । ସବୁଠି ଚାଲେ ଲାଂଚ ଦିଆନିଆ । ଏହି ସାମାଜିକ ବ୍ୟାଧିକୁ ରୋକିବା ଏତେଟା ସହଜ ନୁହେଁ । ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ୍ ହୋଇଛି…