ବିଭିନ୍ନ ଦେଶରୁ ଗୁପ୍ତ ତଥ୍ୟ ଚୋରି କରୁଛି ଚାଇନା କମ୍ୟୁନିଷ୍ଟ ପାର୍ଟି
ନୂଆଦିଲ୍ଲୀ: ଚାଇନା କମ୍ୟୁନିଷ୍ଟ ପାର୍ଟି (ସିସିପି) ବିଭିନ୍ନ ଦେଶରେ ଗୁପ୍ତ ତଥ୍ୟ ଚୋରି କରିବା ପାଇଁ ରଚିଥିବା ଷଡଯନ୍ତ୍ର ପର୍ଦ୍ଦାଫାଶ୍ ହୋଇଛି । ସିସିପି ସଦସ୍ୟମାନେ ବ୍ୟାଙ୍କ, ପ୍ରତିରକ୍ଷା ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସେକ୍ଟରରେ କାର୍ଯ୍ୟ କରି ଡାଟା ଚୋରି କରି ଚାଇନାକୁ ଯୋଗାଉଥିଲେ ।…