କୃଷି ଆଇନକୁ ବିରୋଧ କରି ଇସ୍ତଫା ଦେଲେ ପଞ୍ଜାବ ଡିଆଇଜି
ଚଣ୍ଡୀଗଡ: କୃଷକ ବିଲକୁ ବିରୋଧ କରି ରବିବାର ପଞ୍ଜାବର ଡିଆଇଜି (ଜେଲ) ଲଖବିନ୍ଦର ସିଂ ଜାଖର ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟର ଗୃହ ସଚିବଙ୍କୁ ଦେଇଛନ୍ତି । ସମୟପୂର୍ବରୁ ଅବସର ଦେବା ପାଇଁ ମଧ୍ୟ ସେ ଏହି ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । କୃଷକଙ୍କ ପ୍ରତି ମୋର…