Latest Odisha News

BREAKING NEWS

Yearly Archives

2021

ବୋଲେରୋ ଓ ବାଇକ ମୁହାଁମୁହିଁ ଧକ୍କାରେ ୨ ମୃତ

ନବରଙ୍ଗପୁର : ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ସରାଗୁଡା ନିକଟରେ ବୋଲେରୋ ଓ ବାଇକ ମୁହାଁମୁହିଁ ଧକ୍କାହେବା ଫଳରେ ଘଟଣା ସ୍ଥଳରେ ବାସିନୀ ଗାଁର ବାଇକ ଆରୋହୀ ଧନୃର୍ଜୟ ଗୌଡ ଓ କଙ୍ଗରା ଗ୍ରାମର ଖଗ ଗୌଡଙ୍କ ମୃତ୍ୟୁ ହୋଇଯାଇଛି…

୯୦୦ କର୍ମଚାରୀଙ୍କ ଚାକିରୀ ଖାଇଥିବା ବିଶାଳ ଗର୍ଗ ଗଲେ ଲମ୍ବା ଛୁଟିରେ

ନୂଆଦିଲ୍ଲୀ: ୯୦୦ କର୍ମଚାରୀଙ୍କ ଜୁମ କଲ ମାଧ୍ୟମରେ ତୁଗଲକ ଫର୍ମାନା ଶୈଳୀରେ ଚାକିରୀ ଖାଇଥିବା ବେଟର ଡଟ କମ୍ପାନୀର ସିଇଓ ବିଶାଳ ଗର୍ଗ ବିଭିନ୍ନ ମହଲରେ ସମାଲୋଚିତ ହେବା ପରେ ଏବେ ତାଙ୍କର ଛୁଟି ହୋଇଛି । ଏକ ରିପୋର୍ଟ ମୁତାବକ କମ୍ପାନୀ ଏହି ଭାରତୀୟ ବଂଶୋଦ୍ଭବଙ୍କୁ ଏକପ୍ରକାର ଚାକିରୀରେ…

ଫିଲ୍ମ ‘ଲାଗେ ପ୍ରେମ ନଜର’ର ଅଡିଓ ରିଲିଜ, ମୁକ୍ତିଲାଭ ଅପେକ୍ଷାରେ

ଭୁବନେଶ୍ୱର : ବହୁ ପ୍ରତିକ୍ଷୀତ ଓଡିଆ ଚଳଚ୍ଚିତ୍ର 'ଲାଗେ ପ୍ରେମ ନଜର'ର ମ୍ୟୁଜିକ ରିଲିଜ ହୋଇଯାଇଛି । ଭୁବନେଶ୍ୱରର ଏକ ତାରକା ହୋଟେଲରେ ଏହି ଫିଲ୍ମର ସଙ୍ଗୀତ ରିଲିଜ ହୋଇଛି । ଓଲିଉଡର ଜଣାଶୁଣା ଅଭିନେତା ଓ ଅଭିନେତ୍ରୀ ମାନେ ଏହି ସଙ୍ଗୀତ ଲୋକାର୍ପଣ ଉତ୍ସବରେ ଦେଖିବାକୁ ମିଳିଥିଲା ।  ସଙ୍ଗୀତ…

ଭାରତ-ଦକ୍ଷିଣ ଆଫ୍ରିକା କ୍ରିକେଟ ସିରିଜ: ଈଶାନ୍ତ, ରାହାଣେ ଓ ପୂଜାରାଙ୍କ ପାଇଁ ଅଗ୍ନି ପରୀକ୍ଷା

ନୂଆଦିଲ୍ଲୀ: ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ କେତେକ ଭାରତୀୟ କ୍ରିକେଟରଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ ହୋଇଛି । ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁସାରେ ୩୩ ବର୍ଷୀୟ ଈଶାନ୍ତଙ୍କ ଏହା ଏକ ପ୍ରକାର ଶେଷ ସିରିଜ ହେବାକୁ ଯାଉଛି । ସେ ପୂର୍ବ ଭଳି ୱିକେଟ ହାସଲ କରିପାରୁ ନାହାନ୍ତି । ଅନ୍ୟ…

ନେପାଳ ରାଷ୍ଟ୍ରଦୂତଙ୍କ ଶିକ୍ଷା ଓ ଅନୁସନ୍ଧାନ ପରିଦର୍ଶନ

ଭୁବନେଶ୍ବର : ଶିକ୍ଷା ଓ ଅନୁସନ୍ଧାନ ପରିଦର୍ଶନ କରିଛନ୍ତି ନୂଆଦିଲ୍ଲୀରେ ଅବସ୍ଥାପିତ ନେପାଳ ଦୂତାବାସର ରାଷ୍ଟ୍ରଦୂତ । ନେପାଳ ଦୂତାବାସର ରାଷ୍ଟ୍ରଦୂତ ଦାୟିତ୍ବରେ ଥିବା ରାମ ପ୍ରସାଦ ସୁବେଦୀ ଆଜି ଶିକ୍ଷା ଓ ଅନୁସନ୍ଧାନ ପରିଦର୍ଶନ କରିବା ସହ ଏହାର ପ୍ରତିଷ୍ଠାନ ସଭାପତି ପ୍ରଫେସର ଡକ୍ଟର…

ମହେନ୍ଦ୍ରଗିରି ଘାଟିରୁ ଖସିଲା ଟୁରିଷ୍ଟ ପିକଅପ୍‌ ଭ୍ୟାନ୍‌, ୩ ମୃତ, ୬ ଆହତ

ଗଜପତି : ମହେନ୍ଦ୍ରଗିରି ପର୍ବତରେ ଅଭାବନୀୟ ଘଟଣା । ମହେନ୍ଦ୍ରଗିରି ପର୍ବତର ଶୈବପୀଠରୁ ଦର୍ଶନ ସାରି ଫେରୁଥିବା ବେଳେ ୨୦୦ ଫୁଟ ତଳକୁ ଖସିଲା ପିକ୍ ଅପ୍ ଭ୍ୟାନ୍ । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୬ ଜଣ ଆହତ ହୋଇଛନ୍ତି । ଗାଡିରେ ଯାଇଥିବା ସମସ୍ତେ ଗାରାବନ୍ଧ ଅଞ୍ଚଳର…

ଆମେରିକାରେ ଭୟଙ୍କର ଘୁର୍ଣ୍ଣିଝଡ, ୫୦ ମୃତ

ୱାଶିଂଟନ: ଆମେରିକାରେ ଭୟଙ୍କର ଘୁର୍ଣ୍ଣିଝଡ ତାଣ୍ଡବ ରଚିଛି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଏ ପର୍ଯ୍ୟନ୍ତ ୫୦ଜଣଙ୍କର ଏହି ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁ ଘଟିସାରିଛି ଏବଂ ଅନେକ ଆହତ ହୋଇଛନ୍ତି । ଗ୍ରେବ୍ସ ଓ ମେଫିଲ୍ଡ ସହରରେ ଏହା ବ୍ୟାପକ କ୍ଷୟକ୍ଷତି ଘଟାଇଛି । ସ୍ଥାନୀୟ ପ୍ରଶାସନ…

ଦେଶରେ ବଢୁଛି ଫେକ୍ ଏନକାଉଣ୍ଟର, ଉଦବେଗ ପ୍ରକାଶ କଲେ ଜାତୀୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ

ନୂଆଦିଲ୍ଲୀ : ଚଳିବନି ଫେକ୍ ଏନକାଉଣ୍ଟର । ଲୋକଙ୍କ ନିକଟରେ ଏଥିଲାଗି ସରକାର ଉତ୍ତରଦାୟୀ ବୋଲି କହିଛନ୍ତି ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଅରୁଣ ମିଶ୍ର । ଦେଶରେ ଫେକ୍ ଏନକାଉଣ୍ଟର ସଂଖ୍ୟା ବଢୁଥିବାରୁ ସେ ଉଦବେଗ ପ୍ରକାଶ କରିଛନ୍ତି । ଏହାସହ ବିଚାର ବିଭାଗରେ ଦେଖାଦେଉଥିବା ବିଳମ୍ବକୁ…

ଦିଲ୍ଲୀରେ ଆଉ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ବ୍ୟାପିଲାଣି ଓମିକ୍ରନ୍ ଭୂତାଣୁ । ଦିନକୁ ଦିନ ଜଣେ କରି ଜଣେ ଆକ୍ରାନ୍ତ ଚିହ୍ନ ହେଉଥିବା ବେଳେ, ଆଜି ଦିଲ୍ଲୀରେ ଆଉ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି । ସେହିପରି ଦିଲ୍ଲୀରେ ଦ୍ବିତୀୟ…

ସିଡିଏସ ଜେନେରାଲଙ୍କ ନିଧନ ପରେ ଖୁସି ମନାଉଥିଲେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟକ୍ତି, ରାଗରେ ଇସଲାମ ଧର୍ମ ଛାଡିଲେ ଅଲୀ…

ବାଙ୍ଗାଲୋର: ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ସାରା ଦେଶ ଶୋକ ମନାଉଥିବା ବେଳେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କିଛି ବ୍ୟକ୍ତି ଖୁସି ବ୍ୟକ୍ତ କରିଥିଲେ । ଏଥିରେ କ୍ଷୁବ୍ଧ ହୋଇ ମାଲାୟଲମ ଫିଲ୍ମର ପ୍ରତିଷ୍ଠିତ…