Latest Odisha News

BREAKING NEWS

Yearly Archives

2021

ଏସଟିଏଫ୍ ପଞ୍ଝାରେ ହାତୀ ଦାନ୍ତ ଶିକାରୀ ,୯ କି.ଜି ଓଜନର ହାତୀ ଦାନ୍ତ ଜବତ

ବଲାଙ୍ଗୀର : ଏସଟିଏଫ୍ ହାତରେ ଧରାପଡ଼ିଲା ହାତୀ ଦାନ୍ତ ଚୋରା ଚାଲଣକାରୀ। ବଲାଙ୍ଗୀର ଜିଲ୍ଲା ଗୁଡଭେଲାରେ ଡିଲ୍ ବେଳେ ଏସଟିଏଫ୍ ଓ ବନ ବିଭାଗ ପଞ୍ଝାରେ ପଡ଼ିଯାଇଥିଲେ ଏହି ଶିକାରୀ ଜଣକ। ଗିରଫ ହୋଇଥିବା ଅଭିଯୁକ୍ତ ହେଉଛି ବିପୁଲ ବାଗ। ବିପୁଲ ଠାରୁ ୯ କେଜି ଓଜନ ହାତୀ ଦାନ୍ତ ଜବତ କରିଛି ବନ…

[ଭିଡିଓ] ମହଙ୍ଗା ପଡିଲା ଦହି କିଣା, ନିଲମ୍ବିତ ହେଲେ ଟ୍ରେନ୍ ଚାଳକ

ଭୁବନେଶ୍ୱର: ନିର୍ଦ୍ଧାରିତ ଷ୍ଟେସନ୍ ପୂର୍ବରୁ ଟ୍ରେନ ଅଟକାଇଥିଲେ ଚାଳକ । ଖାସ ଦହି କିଣିବାକୁ ଏପରି ନିଷ୍ପତ୍ତି ନେବା ଟ୍ରେନ ଚାଳକଙ୍କୁ ମହଙ୍ଗା ପଡିଛି । ଶେଷରେ ଟ୍ରେନ ଚାଳକଙ୍କ ଏପରି ମାନସିକତାକୁ ନେଇ ତାଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ରହିଛି । ଏହି ଭିଡିଓରେ ଆପଣ ସ୍ପଷ୍ଟ ଭାବେ…

ରୋଟାରୀ କ୍ଲବ ଓ ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର

ଭୁବନେଶ୍ୱର : ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ଏକ୍ସଲେନ୍ସ  ,ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ଏବଂ କ୍ୟାପିଟାଲ ହସ୍ପିଟାଲର ବ୍ଲଡ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ର କ୍ୟାମ୍ପସରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ…

ଧରାପଡ଼ିଲା ବେଆଇନ କାରବାର, ମିଲରୁ ବାହାରୁଛି ହଜାର ହଜାର କ୍ୱିଣ୍ଟାଲ ଧାନ ଓ ଚାଉଳ

ପାଟଣାଗଡ଼: ମିଲରୁ ଗଚ୍ଛିତ ହୋଇ ରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ ଓ ଚାଉଳ । ବଲାଙ୍ଗିର ଜିଲ୍ଲା ବେଲପଡ଼ା ଶ୍ୟାମଜି ରାଇସ ମିଲର ଧରାପଡ଼ିଲା ବେଆଇନ କାରବାର । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ବେଆଇନ କାରବାର ସମ୍ପର୍କରେ ଜଣାପଡ଼ିଛି । ପାଖାପାଖି ୫ ହଜାର କ୍ୱିଣ୍ଟାଲ ଧାନ ଓ ୨ହଜାର କ୍ୱିଣ୍ଟାଲ…

[ଭିଡିଓ] ଭାରତୀୟ ବାୟୁସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୭ ମୃତ ୩ ଆହତ

ଭୁବନେଶ୍ୱର: ଆଜି ତାମିଲନାଡୁର ନିଲଗିରିସ୍ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଭାରତୀୟ ବାୟୁସେନାର Mi-17V5 ହେଲିକପ୍ଟର । ଏଥିରେ ସବାର ଥିଲେ ସେନା ମୁଖ୍ୟ ବିପିନ ରାୱତ, ତାଙ୍କ ସ୍ତ୍ରୀ ଓ ଅନ୍ୟ ସେନା ସଂପର୍କିତ ବ୍ୟକ୍ତି । ଘନ କୁହୁଡି ଯୋଗୁଁ ନାଂଜାପ୍ପାଂଚାଥିରମ୍ ଅଂଚଳରେ ହେଲିକପ୍ଟରଟି…

‘ଡାଲଚିନି’ର ପ୍ରୟୋଜକ ଓ କଳାକାର ସମ୍ବର୍ଦ୍ଧିତ

ଭୁବନେଶ୍ୱର : ଓଡ଼ିଶା ସିନେ କ୍ରିଟିକ ଆସୋସିଏସନ ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ଏକ ଉତ୍ସବରେ, ଓଡ଼ିଆ ଚଳଚ୍ଚିତ୍ର 'ଡାଲଚିନି'ର ପ୍ରୟୋଜକ ଓ ଟିମକୁ ସମ୍ବର୍ଦ୍ଧିତ କରାଯାଇଛି। ସିମଲାଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ୧୭ଟି ଦେଶର ୫୮ଟି ଚଳଚ୍ଚିତ୍ର…

ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଚାନ୍ଦିପୁର : ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ। ଓଡ଼ିଶା ଉପକୂଳ ଚାନ୍ଦିପୁର ଘାଟିରୁ ଏହାକ ସଫଳ ପରୀକ୍ଷଣ କରାଯାଇଛି । ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜରୁ ସୁପରସୋନିକ କ୍ଷେପଣାସ୍ତ୍ରର ସୁଖୋଇ 30 Mk-1 ସଫଳରତାର ସହ ପରୀକ୍ଷଣ କରାଯାଇଛି ବୋଲି ଡିଆରଡିଓ ସୂଚନା ଦେଇଛି।…

[ଭିଡ଼ିଓ]ଜୱାଦ ପ୍ରଭାବ: ପାଣିରେ ଭାସୁଛି ଧାନ, ମୁଣ୍ଡରେ ହାତ ଦେଇବସିଛି ଚାଷୀ

ଭଦ୍ରକ: ଚାଷୀଙ୍କୁ ଦୁଃଖ ଦେଇଗଲା ଜୱାଦ । ଉଜୁଡ଼ିଗଲା ଧାନ ଫସଲ । ଭାଙ୍ଗିଗଲା ଚାଷୀଙ୍କ ମେରୁଦଣ୍ଡ । ବାତ୍ୟା ଜୱାଦ ପ୍ରଭାବରେ ଭଦ୍ରକ ଜିଲ୍ଲାରେ କ୍ଷତିଗ୍ରସ୍ଥ ହୋଇଛି ବହୁ ଚାଷ ଜମି ଓ ପନିପରିବା କ୍ଷେତ । ବର୍ଷକର ପରିଶ୍ରମ ଏବେ ପାଣିରେ ଭାସୁଛି । ଧାନ ବିଲରେ ଏବେବି ଜମି ରହିଛି ବର୍ଷା ପାଣି…

ସେନା ମୁଖ୍ୟ ବିପିନ ରାୱତଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଦିଲ୍ଲୀ : ତାମିଲନାଡୁ କୁନ୍ନୁରରେ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ।  ଏହି ହେଲିକପ୍ଟରରେ ସିଡିଏମ ବିପିନ ରାୱତ ତାଙ୍କ ପତ୍ନୀଙ୍କ ସହ ୧୪ ଜଣ ବସିଥିଲେ ବୋଲି ସୂଚନା ମିଳିଛି। ଘଟଣା ସ୍ଥଳରେ ରେସ୍କ୍ୟୁ ଅପରେସନ ଜାରି ରହିଛି। ଏପର୍ଯ୍ୟନ୍ତ ୩ ଜଣଙ୍କୁ ରେସ୍କ୍ୟୁ କରାଯାଇଛି। ଏହି ଘଟଣା ପରେ…

କ୍ୟାଟ୍ରିନାଙ୍କ ହାତରେ ଲାଗିଲା ମେହେନ୍ଦି, ଆଜି ହଳଦୀ ସେରିମନି

ମୁମ୍ବାଇ : ବଲିଉଡ ବିୟୁଟି କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ ୯ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧିହେବୋ ୭ ତାରିଖରେ କ୍ୟାଟଙ୍କ ସଙ୍ଗୀତ ମେହେନ୍ଦି ସେରିମନି ରାଜସ୍ଥାନର ସିକ୍ସଥ ସେନ୍ସ ଲକଜୁରିୟସ୍ ଫୋର୍ଟରେ କରାଯାଇଥିଲା। ଆଜି ଦ୍ୱିପ୍ରହରେ ହଳଦୀ ସେରିମନି ସହ ନାଇଟରେ ସଙ୍ଗୀତ ଫଙ୍କସନ୍…