ଅବସର ନେବେ ହରଭଜନ !
ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ମହାନ ସ୍ପିନର ଭାବେ ପରିଗଣିତ ହରଭଜନ ସିଂ ଖୁବ ଶୀଘ୍ର କ୍ରିକେଟକୁ ଅଲବିଦା କହିବାକୁ ଯାଉଛନ୍ତି । ଅବସର ଘୋଷଣା କରିବା ସହ ସେ ଇଣ୍ଡିଆନ ପ୍ରିମିୟର ଲିଗରେ କୋଚ କିମ୍ବା ସପୋର୍ଟିଂ ଷ୍ଟାଫ ଦାୟିତ୍ୱ ତୁଲାଇବା ନେଇ ଚର୍ଚ୍ଚା ଜୋର ଧରିଛି । ଆସନ୍ତା ସପ୍ତାହରେ ସେ…