ଜେ କେ ପେପର ମିଲରେ କର୍ମଚାରୀଙ୍କ କଟିଲା ହାତ
ରାୟଗଡା : ଟିପ୍ପର ଜାମ ହେବା ଯୋଗୁଁ କଟିଲା ଜଣେ କର୍ମଚାରୀଙ୍କ ହାତ । ଗତକାଲି ରାତିରେ ଜେ କେ ପେପର ମିଲର ଜଣେ କର୍ମଚାରୀଙ୍କର ହାତ କଟିଯାଇଛି ।କାମ କରୁଥିବା ସମୟରେ କନବେୟାର ବେଲ୍ଟ ଜାମ ହେବା ଯୋଗୁଁ ଜଣେ ଠିକା କର୍ମଚାରୀଙ୍କ ବାମ ହାତ କଟିଯାଇଛି ।
ଖବର ପାଇ ଅଗ୍ନିସମ କର୍ମଚାରୀ…