Latest Odisha News

BREAKING NEWS

Yearly Archives

2021

୧୯ ଦିନରେ ଦେଶରେ ପାଖାପାଖି ୪୫ଲକ୍ଷ ଲୋକଙ୍କୁ ଟିକାଦାନ

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ମହାଅଭିଯାନ ଚଳାଇଛି ଭାରତ । ଜୋରଦାର ଚାଲିଛି କୋଭିଡ୍ ଟିକାକରଣ । ୧୯ ଦିନ ଭିତରେ ଦେଶେର ପାଖାପାଖି ୪୫ ଲକ୍ଷ ଲୋକଙ୍କୁ ଟିକା ଦିଆଗଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୪୪ଲକ୍ଷ ୪୯ହଜାର ୫୫୨…

ପୁଣି ତାପସୀଙ୍କ ଉପରେ ବର୍ଷିଲେ କଙ୍ଗନା; କହିଲେ ‘ବି ଗ୍ରେଡ୍ ଲୋକଙ୍କର କେବଳ ବି ଗ୍ରେଡ୍ ମାନସିକତା…

ନୂଆଦିଲ୍ଳୀ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ ଅଭିନେତା ତାପସୀ ପନ୍ନୁଙ୍କ ଉପରେ ପୁଣି ବର୍ଷିଛନ୍ତି। ସୂଚନା ଅନୁଯାୟୀ ତାପସୀ ରିହାନ୍ନାଙ୍କ ଟୁଇଟ୍ ଏବଂ 'ଇଣ୍ଡିଆ ଏଗେନ୍‌ଷ୍ଟ ପ୍ରୋପାଗଣ୍ଡା' ସୋସିଆଲ ମିଡିଆ ହ୍ୟାସଟ୍ୟାଗ ଉପରେ ମନ୍ତବ୍ୟ ଦେଇଥିବାର ଦେଖିବାକୁ ମିଳିଛି। ଯେଉଁଥିପାଇଁ…

ଆଜି ରାଜ୍ୟରୁ ୮୭ କରୋନା ପଜିଟିଭ୍, ସୁନ୍ଦରଗଡ଼ରୁ ୨୬ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦୈନିକ ଶହେରୁ କମ୍ ସଂକ୍ରମିତ ବାହାରୁଛନ୍ତି । ଗତ ୨୪ଘଣ୍ଟାରେ ୧୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଆଉ ୮୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫୧ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୩୬ଟି । ସୁନ୍ଦରଗଡ଼ ଜିଲ୍ଲାରୁ…

ସଞ୍ଜୟ ଦତ୍ତ ଏବେ ସମ୍ପୂର୍ଣ୍ଣ ‘କର୍କଟମୁକ୍ତ

ନୂଆଦିଲ୍ଲୀ: ସଞ୍ଜୟ ଦତ୍ତଙ୍କ ସହ ଦୁଇଥର କାମ କରିଥିବା ଚଳଚ୍ଚିତ୍ର ନିର୍ମାତା ରାହୁଲ ମିତ୍ର ନିକଟରେ କର୍କଟ ରୋଗରେ ପୀଡିତ ହୋଇ ସେଥିରୁ କିଛି ମାତ୍ରାରେ ଆରୋଗ୍ୟ ଲାଭ କରିଥିବା ଅଭିନେତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି। ଏକ ସାକ୍ଷାତକାରରେ…

ରମାଦେବୀ ଛାତ୍ରୀ ମୃତ୍ୟୁ ମାମଲା: ଜବତ ହେଲା ସ୍କୁଟି, ମିଳିନି ଝରାଫୁଲଙ୍କ ମୋବାଇଲ୍ ଫୋନ୍

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ଏଯାଏ ହଟିନି ପରଦା । ଗିରଫ ବୟଫ୍ରେଣ୍ଡ ରାକେଶ ସ୍ୱାଇଁଙ୍କୁ ରିମାଣ୍ଡରେ ନେଇ ତଥ୍ୟ ହାସଲ କରୁଛି ଯାଜପୁର ପୋଲିସ । ଏହାରି ଭିତରେ ଆଜି ମିଳିଛି ସ୍କୁଟି । ସେହି ସ୍କୁଟିରେ ଝରାଫୁଲଙ୍କ ମୃତଦେହ ନେଇ ଯାଜପୁରରେ ଫିଙ୍ଗିଥିଲା ରାକେଶ ଓ…

୨୪ ଘଣ୍ଟା ମଧ୍ୟରେ ଦୀର୍ଘତମ ରାସ୍ତା ନିର୍ମାଣ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଭାରତର ଜାତୀୟ ରାଜପଥ ପ୍ରାଧିକରଣର ଜଣେ କଣ୍ଟ୍ରାକ୍ଟର ଚାରି ଲେନ ବିଶିଷ୍ଟ ରାଜପଥରେ ୨୪ ଘଣ୍ଟା ମଧ୍ୟରେ ଦୀର୍ଘତମ ରାସ୍ତା ନିର୍ମାଣ ପାଇଁ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ସଫଳତା ପାଇଁ ତାଙ୍କ ନାମ ପଟେଲ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ଏବଂ…

ଥରାଉଛି ଲେଡ଼ଟାଣି ଜାଡ଼: ଜି.ଉଦୟଗିରରେ ୩ଡିଗ୍ରୀକୁ ଖସିଲା ପାରଦ

ଭୁବନେଶ୍ୱର:ଶୀତରେ ଥରୁଛି ଓଡ଼ିଶା । ରାଜ୍ୟକୁ ଫେରିଛି ଜାଡ଼ । ଗତକାଲି ରାଜ୍ୟର ୯ଟି ସହରରେ ପାରଦ ୧୦ ଡିଗ୍ରୀ ସେଲସିୟସରୁ କମ୍ ରେକର୍ଡ କରାଯାଇଛି । ଉପକୂଳ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ଅଧିକ ଥଣ୍ଡା ଅନୁଭୂତ ହେଉଛି । ଫୁଲବାଣୀ, ବଲାଙ୍ଗିର ଓ ଝାରସୁଗୁଡ଼ାରେ ଶୀତ ଲହରି । ରାଜ୍ୟରେ ସବୁଠୁ…

ଶିନା ବୋରା ହତ୍ୟା ମାମଲା; ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଜାମିନ ମାଗିଛନ୍ତି ଇନ୍ଦ୍ରାଣୀ

ନୂଆଦିଲ୍ଲୀ: ଶିନା ବୋରା ହତ୍ୟା ମାମଲାରେ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟ ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବା ପାଇଁ ବମ୍ବେ ହାଇକୋର୍ଟ ବାଇକୁଲ୍ଲା ଜେଲକୁ ନୋଟିସ ଜାରି କରିଛନ୍ତି। ସ୍ୱାସ୍ଥ୍ୟକ୍ଷେତ୍ରରେ ମୁଖାର୍ଜୀଙ୍କ ଜାମିନ ଆବେଦନ ଉପରେ କୋର୍ଟ ଶୁଣାଣି କରିଥିଲେ ଏବଂ…

ରାସ୍ତାକଡ଼ରେ ପଡ଼ିଛି ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ, ହତ୍ୟା ସନ୍ଦେହ

ଭୁବନେଶ୍ୱର: ଶରୀର ପଡ଼ିଛି । ମୁଣ୍ଡ ନାହିଁ । ରାସ୍ତାକଡ଼ରୁ ଉଦ୍ଧାର ହେଲା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ।     ଭୁବନେଶ୍ୱର ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ ଦାସପୁର ରାସ୍ତାକଡରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମିଳିନି ମୃତ ମହିଳାଙ୍କ ପରିଚୟ । ରାସ୍ତା କଡ଼ରେ ଯାଆସ…

ଚୀନ୍‌ ସହ ପ୍ରତ୍ୟେକ ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ; ଏୟାର ଚିଫ୍ ମାର୍ଶଲ

ନୂଆଦିଲ୍ଲୀ: ଚୀନ୍‌ ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ ଏୟାର ଚିଫ୍ ମାର୍ଶଲ ଆର.କେ.ଏସ୍ ଭଦୌରିଆ କହିଛନ୍ତି ଯେ ଭାରତ ଏବଂ ଚୀନ୍ ମଧ୍ୟରେ ଆଲୋଚନା ଚାଲିଛି। ଆମେ ଯେତିକି ଆବଶ୍ୟକ ସେତିକି ନିୟୋଜିତ କରିଛୁ। ଯଦି ଏକ ନୂତନ ପରିସ୍ଥିତି ଉପୁଜେ, ଆମେ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସେ…