ବାହା ହେବେ ଅଭିନେତ୍ରୀ ରାକୁଲପ୍ରୀତ୍!
ନୂଆଦିଲ୍ଲୀ: କିଛି ମାସ ପୂର୍ବେ ସୋସିଆଲ ମିଡିଆ ପୋଷ୍ଟରେ ଅଭିନେତା ତଥା ନିର୍ମାତା ଜ୍ୟାକି ଭଗ୍ନାନୀଙ୍କ ସହ ପ୍ରେମ ସମ୍ପର୍କ ଥିବା ନେଇ ରାକୁଲ ପ୍ରୀତ ସିଂ ସ୍ୱୀକାର କରିଥିଲେ।
ଏକ ସାକ୍ଷାତକାରରେ ଅଭିନେତ୍ରୀଙ୍କୁ ତାଙ୍କ ବିବାହ ଯୋଜନା ବିଷୟରେ ପଚରାଯାଇଥିଲା। ସମାନ ଜବାବ ଦେଇ ସେ…