Latest Odisha News

BREAKING NEWS

Yearly Archives

2021

ଆଜି ରାଜ୍ୟରୁ ୨୦୫ କରୋନା ଆକ୍ରାନ୍ତ ଚିହ୍ନଟ; ୪୫ ଛୁଆ ପଜିଟିଭ

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୨୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୪୫ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୧୯ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ୮୬ ଟି ଲୋକାଲ୍‌ କେସ୍‌ ରହିଛି। ସେହିପରି ବାଲେଶ୍ବରରୁ ୫, ବରଗଡରୁ…

ଆନ୍ଧ୍ରରେ ବନ୍ୟା ବିତ୍ପାତ; ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି; ୫୦ ନିଖୋଜ

ତିରୁପତି: ଆନ୍ଧ୍ରପ୍ରଦେଶରେ ବନ୍ୟା ପ୍ରଳୟ। ବନ୍ୟା ପରିସ୍ଥିତି ଯୋଗୁଁ ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ଏପଟେ ପ୍ରାୟ ୫୦ ଜଣ ନିଖୋଜ ଥିବା ମଧ୍ୟ ସୂଚନା ମିଳିଛି। ଶୁକ୍ରବାର ଦିନ ଚାରିଟି ପ୍ରଭାବିତ ଜିଲ୍ଲାରୁ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେଥିମଧ୍ୟରୁ ୧୨ ଜଣଙ୍କର ମୃତ୍ୟୁ…

ଛତିଶଗଡ ଦେଶର ସବୁଠୁ ସ୍ବଚ୍ଛ ରାଜ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବାର୍ଷିକ ସ୍ୱଚ୍ଛତା ପୁରସ୍କାରରେ ଇନ୍ଦୋରକୁ କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ଦେଶର ସ୍ବଚ୍ଛ ସହର ଭାବେ ସମ୍ମାନିତ କରାଯାଇଥିବାବେଳେ ଛତିଶଗଡ ରାଜ୍ୟ ବର୍ଗରେ ପ୍ରଥମ ସ୍ଥାନ ବଜାୟ ରଖିଛି। 'ସ୍ବଚ୍ଛ ସର୍ବେକ୍ଷଣ ପୁରସ୍କାର, ୨୦୨୧' ର 'ସ୍ବଚ୍ଛ ସହର' ବର୍ଗର…

ଆଜି ରାଜସ୍ଥାନରେ ୧୫ ନୂଆ ମନ୍ତ୍ରୀ ନେବେ ଶପଥ; ୧୧ କ୍ୟାବିନେଟ, ୪ ରାଜ୍ୟ

ନୂଆଦିଲ୍ଲୀ: ପଞ୍ଜାବ ପରେ ଅନ୍ୟ ଏକ କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନରେ ଅଶୋକ ଗେହଲୋଟଙ୍କ ନେତୃତ୍ୱାଧୀନ ରାଜସ୍ଥାନ ସରକାରର ସମସ୍ତ ମନ୍ତ୍ରୀ ଶନିବାର ଦିନ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରିଛନ୍ତି। ଯାହାଫଳରେ ସେମାନେ ରାଜ୍ୟରେ କ୍ୟାବିନେଟ ପୁନଃ ନିର୍ମାଣ ପାଇଁ ରାସ୍ତା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୩  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୁଇଟି ବିଶେଷ ଗୁଣ ହେଲା ଭକ୍ତଙ୍କୁ ଅଖଣ୍ଡ ଆନନ୍ଦ ଦାନ ଏବଂ ସର୍ବ ଦୁଃଖ ଖଣ୍ଡନ । ସେଥିପାଇଁ ସ୍କନ୍ଦ ପୁରାଣ କହେ "ଖଣ୍ଡନାତ ସର୍ବ ଦୁଃଖl ନାମ…

ଶିଶୁ ଗଳ୍ପ : ଅଟୋ ବାଲା

ନମିତା ପାଇକରାୟ  ବୁଢୀମା କୋଳରେ ଶୋଇ ରହି ଆକାଶକୁ ଚାହୁଁ ଥିଲା ରମେଶ। ଆକାଶ ଆଜି ଟିକେ ବେଶୀ ବେଶୀ ନୀଳ ଦିଶୁଥାଏ। ରମେଶର ମନ ଭିତରେ ହଜାରେ ପ୍ରଶ୍ନ ଖେଳି ବୁଲୁଥାଏ। ଠିକ ସେତିକି ବେଳେ ଆକାଶରୁ ଆଲୁଅ ଓ ଶବ୍ଦ ସହିତ ଉଡାଜାହାଜଟିଏ ଦେଖାଗଲା । ରମେଶ ର ମନ ଆନ୍ଦୋଳିତ ହେଲା।…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୪ ର' (Raw)ପାଇଁ କାମକରି ମିଳେ କଣ ...ଯିଏ କରେ ,ସେ ମାଟିକୁ ଭଲପାଏ, ମାଆକୁ ଭଲପାଏ...ମାଆଙ୍କୁ ନିଜରଭାବିଲେ ବଳିଦାନ ଦେବାକୁ ପଡେ ..ଉଃ ଅସହ୍ୟ ... ବଳିଦାନର ବା ମୂଲ୍ୟାୟନ କିଏ କରିପାରିବ ! କାମର ଚାପ ଏବେ…

ଅନୁବାଦ ଗଳ୍ପ : ପରିଚିତ ମୁହଁ, ଅଜଣା ସମ୍ପର୍କ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୩   ଏସ ଏଚ ବାତ୍ସାୟନ ‘ଅଜେ୍ଞୟ’ ୟା’ ଭିତରେ କେତେବେଳେ ଛତିଶ ବର୍ଷ ବିତି ଯାଇଥିଲା । ଏତେଦିନ ପରେ ମୁଁ ପୁଣି ଥରେ ମୋ ଜନ୍ମସ୍ଥାନକୁ ବୁଲି ଆସିବାର ସୁଯୋଗ ପାଇଥିଲି । ସ୍ମୃତିପଟ୍ଟରୁ ଧୀରେ ଧୀରେ ଲିଭି ଆସୁଥିବା ରାସ୍ତାଘାଟମାନଙ୍କୁ…

ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧: ସୁନ୍ଦରଗଡ ଶ୍ରେଷ୍ଠ ଜିଲ୍ଲା, ରାଉରକେଲାକୁ ୱାନ୍ ଷ୍ଟାର ମାନ୍ୟତା

ରାଉରକେଲା: ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଂଚଳ ବିକାଶ ମନ୍ତ୍ରାଳୟ ତରଫରୁ ହୋଇଥିଲା ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ । ଏଥିରେ ଓଡିଶାର ସୁନ୍ଦରଗଡ ଜିଲ୍ଲାକୁ ମିଳିଛି ଶ୍ରେଷ୍ଠ ଜିଲ୍ଲାର ମାନ୍ୟତା । ସହରାଂଚଳରେ ପରିମଳ ପରିଚାଳନା କ୍ଷେତ୍ରରେ ସଫଳତା ପାଇଁ ଜିଲ୍ଲାକୁ ଏହି ପରିଚୟ ମିଳିଛି ।…

ପୁରୁଷ ଜୁନିୟର ହକି ବିଶ୍ୱକପ: କରୋନା ମୁକ୍ତ ଇଭେଂଟ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

ଭୁବନେଶ୍ୱର: ଜୁନିୟର ହକି ବିଶ୍ୱକପ ଆୟୋଜନ ପାଇଁ ଭୁବନେଶ୍ୱରରେ ଓଡିଶା ସରକାର ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । କରୋନା ମହାମାରୀମୁକ୍ତ ଇଭେଂଟ ପାଇଁ ଖେଳାଳିମାନଙ୍କ କୋଭିଡ ଟେଷ୍ଟ ହାଇ ସ୍ପିଡରେ ଚାଲିଛି । ପ୍ରତ୍ୟେକ ଦିନ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଂଟରରେ ୫୦୦ରୁ ଊର୍ଦ୍ଧ୍ୱ…