Latest Odisha News

BREAKING NEWS

Yearly Archives

2021

ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଜନ ଜାଗରଣ ଯାତ୍ରା

ଭୁବନେଶ୍ବର : ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଜନ ଜାଗରଣ ଯାତ୍ରା । ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ସହ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ଆକାଶ ଛୁଆଁ ହେଲାଣି । ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆଜି ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜନ ଜାଗରଣ…

ଶ୍ରୀଲଙ୍କା ବଦଳରେ ଦମନରେ ଶୁଟିଂ ହେବ ରାମସେତୁ

ମୁମ୍ବାଇ: ଅକ୍ଷୟ କୁମାର ଅଭିନୀତ ରାମସେତୁ ଫିଲ୍ମର ଅଧିକାଂଶ ଦୃଶ୍ୟ ଶ୍ରୀଲଙ୍କାରେ ଶୁଟିଂ ହେବାକୁ ଥିଲା । ମାତ୍ର ସେଠାରେ କଡା କରୋନା ପ୍ରୋଟୋକଲ ଯୋଗୁ ରାମସେତୁ ଟିମ ଏହାର ଶୁଟିଂ ଦମନରେ କରିବା ପାଇଁ ଚୂଡାନ୍ତ କରିଛନ୍ତି । ରାମାୟଣରେ ମହାପ୍ରଭୁ ଶ୍ରୀରାମ ଦେବୀ ସୀତାଙ୍କ ରାବଣ କବଳରୁ…

ଭୋପାଳରେ ଦେଶର ପ୍ରଥମ ମର୍ଡନ ଷ୍ଟେସନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ମଧ୍ୟପ୍ରଦେଶ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ଅତ୍ୟାଧୁନିକ ରେଲୱେ ଷ୍ଟେସନର ଉଦଘାଟନ କରିଛନ୍ତି। ମଧ୍ୟପ୍ରଦେଶ ଭୋପାଳରେ ଥିବା ହିବିବଗଞ୍ଜ ରେଳ ଷ୍ଟେସନକୁ ନବୀକରଣ କରି ଏୟାରପୋର୍ଟ ଭଳି ପ୍ରସ୍ତୁତ କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ମୋଦି ଭୋପାଳ ଗସ୍ତ କରି ଏହି ଅତ୍ୟାଧୁନିକ ରେଳ…

ସମ୍ ହସପିଟାଲରେ ଅତ୍ୟାଧୁନିକ ଇୟୁଏସ-ସ୍ପାଏଗ୍ଲାସ୍ ଟେକ୍ନୋଲୋଜି ସମ୍ପର୍କିତ କର୍ମଶାଳା

ଭୁବନେଶ୍ବର : ବିଭିନ୍ନ ରାଜ୍ୟର ଗ୍ୟାଷ୍ଟ୍ରୋଏନଟେରୋଲୋଜିଷ୍ଟଙ୍କ ପାଇଁ ଅତ୍ୟାଧୁନିକ ସ୍ପାଏଗ୍ଲାସ-ଡିଏସ୍ ଟେକ୍ନୋଲୋଜି ସମ୍ପର୍କିତ ଦୁଇ ଦିନିଆ ପ୍ରଶିକ୍ଷଣ କର୍ମଶାଳା । ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସପିଟାଲରେ ଆଜି ଉଦଯାପିତ ହୋଇଛି ଏହି କର୍ମଶାଳା ।…

ଶବ ବ୍ୟବଚ୍ଛେଦ ଗାଇଡଲାଇନ ସଂଶୋଧନ କଲା କେନ୍ଦ୍ର ,ଟ୍ୱଟ କରି ଜଣାଇଲେ ମନସୁଖ ମାଣ୍ଡଭୀୟ

ଦିଲ୍ଲୀ : ଶବ ବ୍ୟବଚ୍ଛେଦ ଗାଇଡଲାଇନ ସଂଶୋଧନ କଲା କେନ୍ଦ୍ର । ଏଣିକି ରାତିରେ ବି ହୋଇପାରିବ ଶବ ବ୍ୟବଚ୍ଛଦେ। ରାତି ଦିନ ଯେ କୌଣସି ସମୟରେ ପୋଷ୍ଟ ମର୍ଟମ ମଧ୍ୟ ହୋଇପାରିବ।ଏନେଇ ଦୁଇଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ। ଆଗରୁ ଶବ ପୋଷ୍ଟ ମୋର୍ଟମ…

ତ୍ରିପୁରାରେ ଗିରଫ ଦୁଇ ସାମ୍ବାଦିକଙ୍କୁ ମିଳିଲା ଜାମିନ

ତ୍ରିପୁରା : ତ୍ରିପୁରା ପୋଲିସ ଗିରଫ କରିଥିବା ଦୁଇ ମହିଳା ସାମ୍ବାଦିକଙ୍କୁ ମିଳିଛି ଜାମିନ । ଉଭୟଙ୍କୁ ଜାମିନ ବଳରେ ଛାଡ଼ିବାକୁ ତ୍ରିପୁରାରେ ଗୋମତି ଜିଲ୍ଲାର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୭୫ ହଜାର ଟଙ୍କା ଲେଖାଏ ବ୍ୟକ୍ତିଗତ ବଣ୍ଡ ବଳରେ ସେମାନଙ୍କୁ…

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି କରୋନା ଆକୃତିର କାକୁଡ଼ି

ନବରଙ୍ଗପୁର: କରୋନା ଭାଇରସ୍ ଆକୃତିର କାକୁଡ଼ି। ଏହିପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲାରୁ। ସାରା ବିଶ୍ୱରେ କରୋନା ମହାମାରୀକୁ ନେଇ ଆତଙ୍କ ଦେଖିବାକୁ ମିଳିଛି। ଏହି ଭାଇରସର ସମ୍ଭାବ୍ୟ ସ୍ୱରୂପର ଆକୃତିକୁ ନେଇ କଳ୍ପନାଜଳ୍ପନା ଚାଲିଛି। ଏହି ଭାଇରସର ସମ୍ଭାବ୍ୟ ସ୍ୱରୂପକୁ…

୯୯ ଦେଶର ଲୋକଙ୍କୁ କ୍ୱାରୋଂଟାଇନ ଫ୍ରି ଏଂଟ୍ରି ଘୋଷଣା କଲା ଭାରତ

ନୂଆଦିଲ୍ଲୀ: ଭାରତ ସରକାର ସୋମବାର ଏକ ବଡ ଘୋଷଣା କରିଛି । ଏହା ଅନୁସାରେ ଏବେ ୯୯ ଦେଶର ଲୋକେ ଭାରତକୁ କ୍ୱାରେଂଟାଇନ ଫ୍ରି ଏଂଟ୍ରି କରିପାରିବେ । ଗତବର୍ଷ ମାର୍ଚ୍ଚରେ ଟୁରିଷ୍ଟ ଭିଜା ବାତିଲ କରି ଦିଆ ଯାଇଥିଲା । ତେବେ ୭୨ ଘଂଟା ମଧ୍ୟରେ ପର୍ଯ୍ୟଟକଙ୍କୁ ଏୟାର ସୁବିଧା ପୋର୍ଟାଲରେ କରୋନା…

କଙ୍ଗନାଙ୍କ ସ୍ୱାଧୀନତା ଭିକ୍ଷା ବୟାନକୁ ଗୁରୁତ୍ୱ ଦେବା ଦରକାର ନାହିଁ : ନିତୀଶ କୁମାର

ବିହାର : ଦେଶକୁ ମିଳିଥିବା ସ୍ୱାଧୀନତା ଭିକ୍ଷା ଜନକ ବୋଲି କହିବା ପରେ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି । କଙ୍ଗନାଙ୍କ ଏପରି ବୟାନକୁ ନେଇ ସୋମବାର ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଏହି କଥା କୁ ବିଲକୁଲ ଗୁରୁତ୍ୱ ଦେବା…

ଟି୨୦ ବିଶ୍ୱକପ : ସର୍ବଶ୍ରେଷ୍ଠ ଟିମରେ ସ୍ଥାନ ପାଇଲେନି କୌଣସି ଭାରତୀୟ, ବାବର ଅଧିନାୟକ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟରେ ପ୍ରଦର୍ଶନ ବିଚାରକୁ ନେଇ ଆଇସିସି ଶ୍ରେଷ୍ଠ ଏକାଦଶ ଘୋଷଣା କରିଛି । ଏଥିରେ ଭାରତର କୌଣସି ଖେଳାଳି ସ୍ଥାନ ପାଇ ନ ଥିବା ବେଳେ ପାକିସ୍ତାନର ବାବର ଆଜମଙ୍କୁ ଅଧିନାୟକ କରାଯାଇଛି । ବାବର ୬ ମ୍ୟାଚରେ ୬୦.୬୦ ଆଭରେଜରେ ୩୦୩ ରନ କରିଥିଲେ । ଭାରତ ସୁପର ୧୨ ଆଗକୁ…