Latest Odisha News

BREAKING NEWS

Yearly Archives

2021

ଭୁଲ ରକ୍ତ ଦେବାରୁ ରାଉରକେଲା ସରକାରୀ ହସ୍ପିଟାଲରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ରାଉରକେଲା: ଭୁଲ ରକ୍ତ ଦେବା ଯୋଗୁଁ ଜଣେ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ। ଏହିଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ସରକାରୀ ହସ୍ପିଟାଲରେ।‘O’ ପଜିଟିଭ ପରିବର୍ତ୍ତେ ଦିଆଯାଇଥିଲା ‘B’ ପଜିଟିଭ୍ ରକ୍ତ। ଏନେଇ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ମୃତ ମହିଳାଙ୍କ ନାମ ସରୋଜିନୀ କାକ୍। ସେ କୁତ୍ରା…

RBIର ଦୁଇଟି ଗ୍ରାହକ କୈନ୍ଦ୍ରିକ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ : ନିବେଶକଙ୍କୁ ମୋଦିଙ୍କ ଉପହାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ରିଜର୍ଭ ବ୍ୟାଙ୍କ ଆରବିଆଇର ଦୁଇଟି ଗ୍ରାହକ କୈନ୍ଦ୍ରିକ ଯୋଜନାର ଶୁଭାରମ୍ଭ କରିଛନ୍ତି।ଏହି ଦୁଇଟି ଯୋଜନା ହେଉଛି ରିଟେଲ ଡାଇରେକ୍ଟ ଯୋଜନା ଏବଂ ରିଜର୍ଭ ବ୍ୟାଙ୍କ ସମନ୍ୱିତ ଲୋକପାଳ ଯୋଜନା।ପ୍ରଧାନମନ୍ତ୍ରୀ…

ବସ୍‌ରେ ଯାତ୍ରା କରୁଥିବା ବେଳେ ମୋବାଇଲ୍‌ ସ୍ପିକର୍‌ରେ ଗୀତ ଶୁଣିବା ମନା

ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବସ୍‌ରେ ଯାତ୍ରା କରୁଥିବା ବେଳେ ଯାତ୍ରୀମାନଙ୍କୁ ମୋବାଇଲ୍ ସ୍ପିକରରେ ଗୀତ ବଜାଇବାକୁ ବାରଣ କରାଯାଇଛି। କର୍ଣ୍ଣାଟକ ହାଇକୋର୍ଟ ପୂର୍ବରୁ କୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନ ଉପରେ ଆଧାର କରି ଏହି ପ୍ରତିବନ୍ଧକ ଲଗାଇବାକୁ…

ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ଜାରି,୮ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର:ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ସବୁବେଳେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତି । ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନରେ ଆଉ ୮ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।  ଦୁର୍ନୀତି ଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୋଧରେ ଏପରି କଠୋର ପଦକ୍ଷେପ ନେଇଛନ୍ତି…

ଡ୍ରଗ୍ସ ର‍୍ୟାକେଟର ପର୍ଦ୍ଦାଫାସ୍, ଗୁଜୁରାଟର ଦ୍ୱାରକାରୁ ୩୦୦କୋଟି ଟଙ୍କାର ଡ୍ରଗ୍ସ ଜବତ

ଗୁଜୁରାଟ: ବଡ଼ ଧରଣର ଡ୍ରଗ୍ସ ର‍୍ୟାକେଟର ପର୍ଦ୍ଦାଫାସ୍ । ଗୁଜୁରାଟର ଦେବଭୂମି ଦ୍ୱାରକା ଜିଲ୍ଲାରେ ଗୁଜୁରାଟ ପୋଲିସ ହାତରେ ଜବତ ହୋଇଛି ବିପୁଳ ପରିମାଣର ଡ୍ରଗ୍ସ। ଡ୍ରଗ୍ସର ମୂଲ୍ୟ ୩ଶହ କୋଟି ଟଙ୍କାରୁ ଅଧିକ ହେବ। ପୋଲିସ ବୁଧବାର ସକାଳେ ୮୮ଲକ୍ଷ ଟଙ୍କାର ୧୯ଟି ପ୍ୟାକେଜ୍ ଜବତ କରିଥିବାବେଳେ…

ଅନିଲ୍‌ ଦେଶମୁଖଙ୍କୁ ପୁଣି ଝଟ୍‌କା; ୧୫ ଯାଏ ଇଡି ହେପାଜତରେ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଆଜି ମଧ୍ୟ ଆଶ୍ବସ୍ତି ମିଳିନାହିଁ। ମୁମ୍ବାଇର PMLA କୋର୍ଟ ଶୁକ୍ରବାର ଦିନ ଅନିଲ ଦେଶମୁଖଙ୍କୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ହେପାଜତକୁ ପଠାଇଛନ୍ତି।…

ଆମେରିକା ସାମ୍ବାଦିକ ଡାନି ଫେନିଷ୍ଟରଙ୍କୁ ୧୧ ବର୍ଷ କାରାଦଣ୍ଡ , ମିଆଁମାର କୋର୍ଟ ଶୁଣାଇଲେ ସଜା

ମିଆଁମାର : ମିଆଁମାର କୋର୍ଟ ଆମେରିକା ସାମ୍ବାଦିକ ଡାନି ଫେନଷ୍ଟରଙ୍କୁ ୧୧ ବର୍ଷ କାରାଦାଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିୟମ ଉଲ୍ଲଙ୍ଘନ କରି ମେଲିଟାରୀ ବିରୋଧରେ ବିଭିନ୍ନ କଥା କହିଥିବାରୁ ଦୋଷୀ ସାବ୍ୟସ୍ତ ହୋଇଥିଲେ।ସାଧାରଣତଃ ସେ ମିଆମାରରେ ରହି ମିଆଁମାର ସାଧାରଣ ଜନତାଙ୍କୁ ମିଲିଟାରୀ…

ଋଷିଆ ସାହିତ୍ୟିକ ଫିଓଡର ମିଖାଇଲୋଭିଚ୍ ଦସ୍ତୋଭସ୍କିଙ୍କ ଜୟନ୍ତୀ

ଭୁବନେଶ୍ୱର: କିମ୍ବଦନ୍ତୀ ଋଷିଆ ସାହିତ୍ୟିକ ଫିଓଡର ମିଖାଇଲୋଭିଚ୍ ଦସ୍ତୋଭସ୍କିଙ୍କ ଜୟନ୍ତୀ ପାଳନ ହୋଇଛି । ଭୁବନେଶ୍ୱର କ୍ଲବ ପରିସରରେ ଏହି ଦ୍ୱିଶତବାର୍ଷିକୀ ଜୟନ୍ତୀ ଗୁରୁବାର ପାଳିତ ହୋଇଯାଇଛି । ଜଣେ ବିଶିଷ୍ଟ ସାହିତ୍ୟିକାର ଭାବେ ତାଙ୍କର ବେଶ ଦବଦବା ରହିଥିଲା । କାଫ୍‌କା ଓ…

ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

ବାରିପଦା: ବଢ଼ୁଛି ଛାତ୍ର ଅଶାନ୍ତି। ବାରିପଦାର ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ୍ ଅଶାନ୍ତ ଥିବା ଦେଖିବାକୁ ମିଳିଛି। ୧୦ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ। କରୋନା ମହାମାରୀ ସମୟରେ ସମସ୍ତଙ୍କ ଆର୍ଥିକ…

ଫୁଡ୍‌ ଷ୍ଟଲ୍‌ରେ ଆମିଷ ଖାଦ୍ୟ ବିକ୍ରି ମନା!

ନୂଆଦିଲ୍ଲୀ: ଖବର ଅନୁଯାୟୀ ଗୁଜୁରାଟର ଭଦୋଦରା ଆମିଷ ଖାଦ୍ୟକୁ ଖୋଲାଖୋଲି ଭାବେ ବିକ୍ରି କରୁଥିବା ଷ୍ଟ୍ରିଟ୍‌ ଦୋକାନୀଙ୍କୁ ଦଣ୍ଡ ଦେବା ପାଇଁ ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଭଦୋଦରା ନାଗରିକ ଅଧିକାରୀମାନଙ୍କୁ ଖାଦ୍ୟ ଷ୍ଟଲଗୁଡିକରେ ଖୋଲାଖୋଲି ଭାବେ…