Latest Odisha News

BREAKING NEWS

Yearly Archives

2021

କୋଟିଆ ପାଇଁ ସର୍ବଦଳୀୟ ବୈଠକ

କୋରାପୁଟ : ତୁଟିବ କୋଟିଆ କଳି । ଏକାଠି ହେଲେ ସମସ୍ତ ଦଳ । କୋଟିଆ ପ୍ରସଙ୍ଗରେ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ । ଏହି ବୈଠକରେ ବିଜେଡି, ବିଜେପି ଓ କଂଗ୍ରେସର ନେତାମାନେ ସାମିଲ ହୋଇଛନ୍ତି । ବୈଠକରେ କୋଟିଆରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ…

ଟି୨୦ ବିଶ୍ୱକପ କ୍ରିକେଟ: ଫାଇନାଲରେ ପ୍ରବେଶ ପାଇଁ ନ୍ୟୁଜିଲାଣ୍ଡକୁ ଆବଶ୍ୟକ ୧୬୭ରନ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟର ପ୍ରଥମ ସେମିଫାଇନାଲରେ ଇଂଲଣ୍ଡ ୧୬୭ ରନର ବିଜୟ ଲକ୍ଷ୍ୟ ନ୍ୟୁଜିଲାଣ୍ଡ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୦ ଓଭରରେ ୪ ଉଇକେଟ ହରାଇ ୧୬୬ ରନ କରିଥିଲା । ମୋଇନ ଅଲୀ ଦଳ ପକ୍ଷରୁ ସର୍ବାଧିକ ୫୧ (ନଟଆଉଟ) ରନ କରିଥିଲେ । ଡେଭିଡ ମଲାନ ମଧ୍ୟ…

ଏ.ଆର୍ ରେହମାନଙ୍କ ଚଲାପଥରେ ଚାଲିଲେ ଝିଅ ଖତିଜା

ଭୁବନେଶ୍ୱର: ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଏ. ଆର୍ ରେହମାନ ତଥା ବାପାଙ୍କୁ ଗର୍ବିତ ଅନୁଭବ କରାଇଛନ୍ତି ଝିଅ ଖତିଜା ରେହମାନ । ୨୦୨୦ରେ ରିଲିଜ୍ ହୋଇଥିବା ଫରିସ୍ତୋଁ ନାମକ ଏକ ଆନିମେଟେଡ୍ ଭିଡିଓରେ ଗୀତ ଗାଇ ଖତିଜା ଆନ୍ତର୍ଜାତୀୟ ସ୍ତରରେ ଆୱାର୍ଡ ହାସଲ କରିଛନ୍ତି । ଏହି ମ୍ୟୁଜିକ ଭିଡିଓର…

ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳିବ ଦେଶ

ନୂଆଦିଲ୍ଲୀ : ଓଡ଼ିଶାର ମହାନ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ନଭେମ୍ବର ୧୫ ତାରିଖକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳିବ ସମଗ୍ର ଦେଶ । ଏହି ପ୍ରସ୍ତାବକୁ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ । ଏହାଫଳରେ ଆଗାମୀ ପୀଢ଼ି ଦେଶ ପାଇଁ ଏହି ମହାନ ଆଦିବାସୀ…

ବିଶ୍ବଜିତ୍ ସାହୁ ପୂର୍ବତଟ ରେଳପଥର ନୂତନ ମୁଖ୍ୟ ଜନ ସମ୍ପର୍କ ଅଧିକାରୀ

ଭୁବନେଶ୍ବର : ପୂର୍ବତଟ ରେଳପଥର ନୂତନ ମୁଖ୍ୟ ଜନ ସମ୍ପର୍କ ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଭାରତୀୟ ରେଳପଥ ଷ୍ଟୋର ସର୍ଭିସ୍ ୨୦୧୩ ବ୍ୟାଚର ଅଧିକାରୀ ବିଶ୍ବଜିତ୍ ସାହୁ । ମରିସସ୍ ରେଳବାଇକୁ ଡେପୁଟେସନରେ ବିଦେଶ ଯାଉଥିବା ବିଦାୟୀ ମୁଖ୍ୟ ଜନ ସଂପର୍କ ଅଧିକାରୀ ତଥା ଭାରତୀୟ ରେଳବାଇ…

ଉଦୀୟମାନ ରେସଲର ନିଶା ଦାହିୟାଙ୍କ ମୃତ୍ୟୁ ନେଇ ଗୁଜବ: ସେ ସୁସ୍ଥ ଏବଂ ସୁରକ୍ଷିତ ଅଛନ୍ତି

ଚଣ୍ଡୀଗଡ: ଉଦୀୟମାନ ମହିଳା ରେସଲର ନିଶା ଦାହିୟାଙ୍କ ମୃତ୍ୟୁ ଖବର ଗୁଜବ ପ୍ରମାଣିତ ହୋଇଛି । ବିଭିନ୍ନ ନ୍ୟୁଜ ସରବରାହ ସଂସ୍ଥା ଏହି ଖବର ପ୍ରକାଶିତ କରିଥିଲେ । ପରେ ନିଜେ ନିଶା ସୁସ୍ଥ ଅଛନ୍ତି ବୋଲି କହିବା ପରେ ଲୋକଙ୍କ ମନରେ ବିଶ୍ୱାସ ଆସିଥିଲା । ଭାରତୀୟ ରେସଲିଂ ଫେଡେରେଶନ ମଧ୍ୟ ସେ ସୁସ୍ଥ…

ନୌସେନାରେ ଚାକିରୀ କରାଇଦେବେ କହି ଲୋକଙ୍କୁ ଠକୁଥିଲେ, ଗିରଫ କଲା ପୋଲିସ

କଟକ : ନୌସେନାରେ ଚାକିରୀ କରାଇଦେବେ କହି ଲୋକଙ୍କୁ ଠକୁଥିଲେ। ଏନେଇ ଜଣେ ଯୁବକଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ । ନୌସେନା ଏବଂ ବିଦେଶରେ ଚାକିର କରାଇଦେବା ନାଁରେ ଲୋକଙ୍କ ଠାରୁ ହଜା ହଜାର ଟଙ୍କା ଠକୁଥିଲେ। ଏହି ଅଭିଯୁକ୍ତ ନିକଟରୁ ନଗଦ ୩୩ ହଜାର ଟଙ୍କା ,ଗୋଟିଏ କାର ଓ ମୋବାଇଲ…

ଅବସର ନେବେ ପୋଲିସ ଡିଜି ଅଭୟ

ଭୁବନେଶ୍ବର : ଆସନ୍ତା ଡିସେମ୍ବର ଶେଷରେ ଅବସର‌ ନେବେ ପୋଲିସ ଡିଜି ଅଭୟ । ଡିସେମ୍ବର ୩୧ ତାରିଖ ସୁଦ୍ଧା ଚାକିରିରୁ ଅବସର‌ ନେବେ ପୋଲିସ ଡିଜି ଅଭୟ । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଏହାସହ ଖୁବଶୀଘ୍ର ନୂଆ ଡିଜିପିଙ୍କ ନାଁ ଘୋଷଣା କରିପାରନ୍ତି ରାଜ୍ୟ ସରକାର…

ସଡ଼କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ ଉଦ୍‌ଘାଟିତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟର ଠାରେ ସଡକ ସୁରକ୍ଷା ପାଇଁ ଏକ ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ପରିବହନ ବିଭାଗ ଦ୍ୱାରା ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ୩୦ ହଜାର ପ୍ରଥମ ଜୀବନ ରକ୍ଷାକାରୀ…

ସ୍ତ୍ରୀକୁ ହତ୍ୟା କରି କୂଅରେ ଫିଙ୍ଗିଲା ସୈତାନ ସ୍ୱାମୀ

ବାରିପଦା : ସ୍ତ୍ରୀକୁ ହତ୍ୟା କରି କୂଅରେ ଫିଙ୍ଗିଲା ସୈତାନ ସ୍ୱାମୀ । କୂଅ ଭିତରୁ ଉଦ୍ଧାର ହେଲା ମୃତ ଦେହ । ଏହି ଘଟଣା ଘଟିଛି ବ।ରିପଦା ବୈଦିପୁର ଗାଁରେ । କିଛି ଦିନ ତଳେ ମୁନସୀ ମାରାଣ୍ଡିଙ୍କ ସ୍ତ୍ରୀ କର୍ମୀ ମାରାଣ୍ଡିଙ୍କ ମଧ୍ୟରେ ମଧ୍ୟରେ ସାମାନ୍ୟ କଥାରୁ ବଚସା ହୋଇଥିଲା । ଆଉ ଏହି…