Latest Odisha News

BREAKING NEWS

Yearly Archives

2021

କେନ୍ଦ୍ର ସରକାରଙ୍କୁ କିଷାନ ସଂଘର ଚେତାବନୀ, ନଭେମ୍ବର ୨୬ ସୁଦ୍ଧା ପ୍ରତ୍ୟାହାର କର କୃଷି ଆଇନ

ନୂଆଦିଲ୍ଲୀ : ପୁଣି କେନ୍ଦ୍ର ସରକାରଙ୍କ ବିରୋଧରେ ରଣହୁଙ୍କାର ଡାକରା । ଡେଡଲାଇନ ଦେଇଛି ଭାରତୀୟ କିଷାନ ସଂଘ । ଆସନ୍ତା ନଭେମ୍ବର ୨୬ ସୁଦ୍ଧା ଯଦି ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରାନଯାଏ, ତେବେ ଦିଲ୍ଲୀ ସୀମାରେ ପୁଣି କୃଷକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ନେତା…

କାଲି ସମ୍ବଲପୁର ଯିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ BSKY ସ୍ମାର୍ଟ କାର୍ଡ

ଭୁବନେଶ୍ବର : ଆସନ୍ତାକାଲି ସମ୍ବଲପୁର ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟକାର୍ଡ ବଣ୍ଟନ କରିବେ । ଏହାସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ…

ଟ୍ବିନ୍ ସିଟିରେ ଥିବା ବାରରେ ବାଉନ୍ସର ନିଯୁକ୍ତି ଉପରେ ଲାଗିଲା କଟକଣା

ଭୁବନେଶ୍ବର : ଟ୍ବିନ୍ ସିଟିରେ ଥିବା ବାରରେ ବାଉନ୍ସର ନିଯୁକ୍ତି ଉପରେ ଲାଗିଲା କଟକଣା । ଦୁଇ ମାସ ପାଇଁ କଟକଣା ଲଗାଇଛି କମିଶନରେଟ ପୋଲିସ । ବାଉନ୍ସର ନିଯୁକ୍ତି ପୂର୍ବରୁ ଚରିତ୍ର ଦେଖିବା ବାଧ୍ୟତାମୂଳକ ବୋଲି କହିଛି କହିଛି କମିଶନରେଟ୍ ପୋଲିସ । ବାର୍ ମାଲିକ ପଞ୍ଜୀକୃତ ସଂସ୍ଥାରୁ…

ଦେଶୀ ମଦ ଭାଟିରେ ପୋଲିସର ଚଢାଉ, ଚମ୍ପଟ ମାରିଲେ ବ୍ୟବସାୟୀ

କାମାକ୍ଷାନଗର : ଦେଶୀ ମଦ ତିଆରି ଭାଟିରେ ପୋଲିସର ଚଢାଉ । ଦେଶୀ ମଦର ଭୂସ୍ୱର୍ଗ ପାଲଟିଥିବା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ଥିବା  ବିଭିନ୍ନ ମଦ ଭାଟିରେ ପୋଲିସ ଚଢାଉ କରିଛି । ପ୍ରାୟ ୫୦ରୁ ଅଧିକ ଦେଶୀ ମଦ ତିଆରି ଭାଟିରେ ଚଢାଉ କରିଛି ପରଜଙ୍ଗ ପୋଲିସ। ସେଥିମଧ୍ୟରୁ ୧୬…

ପାଟନା ସିରିୟଲ ବ୍ଲାଷ୍ଟ କେସ୍ : ୪ ଦୋଷୀଙ୍କୁ ଫାଶୀ, ୨ଜଣଙ୍କୁ ଆଜୀବନ କାରାଦଣ୍ଡ

ପାଟନା: ୨୦୧୩ ପାଟନା ଗାନ୍ଧୀ ମୈଦାନ ସିରିୟଲ ବିସ୍ଫୋରଣ ମାମଲାରେ ଏନଆଇଏର ସ୍ୱତନ୍ତ୍ର କୋର୍ଟ ୪ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଥିବା ବେଳେ ୨ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ହୃଦୟ ବିଦାରକ ଘଟଣାରେ ୯ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । ମୂଖ୍ୟ ଅଭିଯୁକ୍ତ ହାଇଦର ଅଲୀ, ନୋମାନ…

୨୦୨୨ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ଅଖିଳେଶ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ୨୦୨୨ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଆଜମଗଡର ସାଂସଦ ଅଖିଳେଶଙ୍କ ଏହି ନିଷ୍ପତି ଅନ୍ୟ ଦଳଗୁଡିକୁ ଚିନ୍ତାରେ ପକାଇଛି । ବିଜେପ ସମେତ ଅନ୍ୟ ଦଳଗୁଡିକ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏସପି…

ଭଦ୍ରକରେ ଜନ୍ମନେଲା ବିରଳ ପ୍ରଜାତିର ବାଛୁରୀ ଛୁଆ, ଦେଖିବା ପାଇଁ ଲୋକଙ୍କ ଭିଡ

ଭଦ୍ରକ : ଜନ୍ମନେଲା ବିରଳ ପ୍ରଜାତିର ବାଛୁରୀ ଛୁଆ । ଭଦ୍ରକ ଚରମ୍ପାରେ ବିରଳ ପ୍ରଜାତିର ବାଛୁରୀ ଛୁଆ ଜନ୍ମ ନେଇଥିବା ଦେଖିବାକୁ ମିଳିଛି। ଏହି ବାଛୁରୀର ଗୋଟିଏ ଆଖି,ଗୋଟିଏ ସିଙ୍ଘ ଓ ଗୋଟିଏ ନାକ ରହିଛି। ଏହି ବିରଳ ପ୍ରଜାତିର ବାଛୁରୀ ଛୁଆଟି ଭଦ୍ରକ ଚରମ୍ପା ବରାଳପୋଖରୀ ହନୁମାନ ସାହିର ଅକ୍ଷୟ…

ବନ୍ଧୁକ ମୁନରେ ୧୫ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍, ପୋଲିସର ତଦନ୍ତ ଜାରି

ଭଦ୍ରକ: ପୁଣି ଲୁଟିଲେ ଦୁର୍ବୃତ୍ତ। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧିନ ସୁଦର୍ଶନପୁରରୁ ଲୁଟ୍ ହୋଇଛି। ମାଛ ହାଟ ଛକରେ ଜଣେ ସୁନା ଦୋକାନୀଙ୍କଠାରୁ ୧୫ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସୂଚନା ଅନୁସାରେ, ଚକାଡ଼ୋଳା ସୁନା ଦୋକାନର ତାପସ କୁମାର ସାହୁ ରବିବାର…

ଛୋଟ ଦୀପାବଳୀରେ ଅଯୋଧ୍ୟାରେ ପ୍ରଜ୍ଜ୍ୱଳିତ ହେବ ୯ ଲକ୍ଷ ୫୧ ହଜାର ଦୀପ

ଅଯୋଧ୍ୟା: ଅଯୋଧ୍ୟାର ରାମଙ୍କ ପୈଡୀ ଘାଟରେ ଛୋଟ ଦୀପାବଳୀ ଦିନ ୯ ଲକ୍ଷ ୫୧ ହଜାର ଦୀପ ପ୍ରଜ୍ଜ୍ୱଳିତ କରାଯିବ । ଏଥର ୩ ନଭେମ୍ବରରେ ଛୋଟ ଦୀପାବଳୀ ପାଳନ କରାଯିବ । ୪୯ ସଂସ୍ଥା ସେମାନଙ୍କ ୧୪୦୦୦ ସ୍ୱେଚ୍ଛାସେବୀ ସହ ଏହି କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ବିଶ୍ୱ ରେକର୍ଡ ଲକ୍ଷ୍ୟରେ ଗିନିଜ ବୁକର…

ଦିଲ୍ଲୀରେ ୪ନଭେମ୍ବର ଯାଏଁ ଏକ୍ୟୁଆଇ ଆହୁରି ଅଧିକ ଖରାପ ରହିବାର ସମ୍ଭାବନା

ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁଁ ଲଗାତାର ୬ଦିନ ଧରି ବାୟୁ ବିଷାକ୍ତ ହେଉଛିି। ଏହି ମଧ୍ୟରେ ଆଇଏମଡ଼ି ବୈଜ୍ଞାନିକ ବିକେ ସୋନୀ କହିଲେ, ୪ନଭେମ୍ବର ଯାଏଁ ବାୟୁର ଗୁଣବତ୍ତା ଖରାପ ଶ୍ରେଣୀରେ ରହିବାର ସମ୍ଭାବନା ଅଛି। ଉତ୍ତର-ପଶ୍ଚିମ ପବନ ଏବଂ ବାଣ ଫଟାଇବା କାରଣରୁ ନଭେମ୍ବର ୫-୬…