Latest Odisha News
Yearly Archives

2021

ଋଣ ହେରଫେର ମାମଲା : SBIର ପୂୂର୍ବତନ ଚେୟାରମ୍ୟାନ ପ୍ରତୀପ ଚୌଧୁରୀ ଗିରଫ

ଦିଲ୍ଲୀ: ଋଣ ଦୁୁର୍ନୀତି ମାମଲାରେ ଏସବିଆଇ ପୂର୍ବତନ ଅଧ୍ୟକ୍ଷ ପ୍ରତୀପ ଚୌଧୁରୀଙ୍କୁ ଗିରଫ କରାଯାଇଛି। ଜୟସଲମେର ପୋଲିସ ରବିବାର ତାଙ୍କ ବାସଭବନରୁ ଗିରଫ କରିଛି। ସୂଚନା ଅନୁସାରେ ହୋଟେଲ ନିର୍ମାଣ ପାଇଁ ଗୋଦାବନ ଗ୍ରୁଫ ୨୦୦୮ ରେ ଏସବିଆଇରୁ ୨୪ କୋଟି ଟଙ୍କା ଋଣ ନେଇଥିଲେ । ଋଣ ଦେବା ପାଇଁ…

ଟି୨୦ ବିଶ୍ୱକପ: ଟିମ୍ ଇଣ୍ଡିଆର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଟୁଇଟରରେ ଟ୍ରେଣ୍ଡ ହେଉଛି ବ୍ୟାନ ଆଇପିଏଲ

ଦୁବାଇ: ଟି୨୦ ବିଶ୍ୱକପରେ ଭାରତ କ୍ରମାଗତ ୨ଟି ମ୍ୟାଚରେ ପରାଜିତ ହେବା ଯୋଗୁ ସେମି ଫାଇନାଲ ପ୍ରବେଶ ଆଶା ପ୍ରାୟତଃ ଧୂଳିସାତ ହୋଇଛି । ଟିମ ଇଣ୍ଡିଆର ଏହି ପ୍ରଦର୍ଶନ ନେଇ ପ୍ରଶଂସକମାନେ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛି । ଭାରତର ଏହି ଖରାପ ପ୍ରଦର୍ଶନ ପାଇଁ ଆଇପିଏଲକୁ ଦାୟୀ କରାଯାଉଛି…

ସବୁଜ ବାଣକୁ ମିଳିଲା ଗ୍ରୀନ୍ ସିଗନାଲ୍

କଟକ: ରାଜ୍ୟରେ ସବୁଜ ବାଣକୁ ଅନୁମତି। ଅନୁମତି ଦେଲେ ହାଇକୋର୍ଟ। ଅଲ୍ ଓଡ଼ିଶା ଫାୟାର ୱାର୍କ୍ସ ଡିଲର୍ସ ଆସୋସିଏସନ୍ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ରାୟ ଦେଲେ ହାଇକୋର୍ଟ। ନିର୍ଦ୍ଦିଷ୍ଟ କିଛି ସର୍ତ୍ତ ଅନୁସାରେ ବିକ୍ରୀ ହୋଇ ପାରିବ ସବୁଜ ବାଣ।

ଗୁଟୁଖା ପାଇଁ ସ୍ୱାମୀକୁ ବସଷ୍ଟାଣ୍ଡରେ ଛାଡି ଚମ୍ପଟ୍ ମାରିଲା ସ୍ତ୍ରୀ

ଓଡିଶା ସମ୍ବାଦ ବ୍ୟୁରୋ: ଗୁଟୁଖା ନିଶା ପାଇଁ ସ୍ୱାମୀକୁ ଛାଡି ଚାଲିଗଲା ନବବିବାହିତା ସ୍ତ୍ରୀ । ଏପରିକି ସ୍ତ୍ରୀକୁ ଖୋଜିବାକୁ ଯାଇ ନାକେଦମ ହୋଇଥିଲା ସ୍ୱାମୀ । ଶେଷରେ ପୋଲିସ ସହାୟତାରେ ସ୍ତ୍ରୀକୁ ଠାବ କରିବାରେ ସଫଳ ହୋଇଥିଲା ଅସହାୟ ସ୍ୱାମୀ । ମଧ୍ୟପ୍ରଦେଶ ଗ୍ୱାଲିଅରରେ ସାମ୍ନାକୁ…

ଦୀପାବଳିରେ ଶ୍ରୀମନ୍ଦିର ନିକଟରେ କାଉଁରିଆ କାଠି ଜାଳିବା ମନା

ପୁରୀ: ଦୀପାବଳିରେ ଜଗା ଦର୍ଶନ ବନ୍ଦ ରହିବ। ଆସନ୍ତା ୪ତାରିଖରେ ଦୀପାବଳି ଓ ପୟାଶ୍ରାଦ୍ଧ। ଏହି ଅବସରରେ ଶ୍ରୀମନ୍ଦିର ସାଧାରଣ ଦର୍ଶନ ବନ୍ଦ ରହିବା ସହ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୧୪୪ଧାରା ଜାରିହେବ। ପରମ୍ପରା ଅନୁଯାୟୀ ଦୀପାବଳି ଦିନ ଭକ୍ତମାନେ ବଡ଼ବଡ଼ିଆ ଡ଼ାକିବା ପାଇଁ ସିଂହଦ୍ୱାରରେ…

ଆଜିଠୁ ଭୋଟର ତାଲିକା ସଂଶୋଧନ ପକ୍ରିୟା ଆରମ୍ଭ, ଅନଲାଇନରେ କରିପାରିବେ ଆବେଦନ

ଭୁବନେଶ୍ୱର: ଆଜିଠୁ ଭୋଟରତାଲିକା ସଂଶୋଧନ ପକ୍ରିୟା ଆରମ୍ଭ ।୩୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ଯେଉଁମାନଙ୍କ ନାଁ ଭୋଟର ଲିଷ୍ଟରେ ନଥିବା କିମ୍ବା ଯେଉଁ ବ୍ୟକ୍ତିମାନେ ଭୋଟର ଲିଷ୍ଟରେ ସଂଶୋଧନ କରିବାକୁ ଚାହୁଁଥିବେ ସେମାନେ ସଂଶୋଧନ କରିପାରିବେ। ଯେଉଁମାନେ ଭୋଟର ତାଲିକାରୁ ନାଁ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ମୁଗ୍ଧ ବିଭାବରୀ ଆଜି କାଲି ଲେଖି ହେଉନି ଚିଠି । ଅକ୍ଷର ପଛରେ ଥିବା ଛୋଟବଡ଼ କାହାଣୀମାନ ଯେମିତି ତ୍ରସ୍ତ ଭାବେ ମୋଡି ହୋଇ ରହିଛନ୍ତି ଫର୍ଦ୍ଦର କଡ଼କୁ । ମୋତେ ଦିଶୁନି ସଫେଦ କାଗଜ ଫର୍ଦ୍ଦ ଯାହାକୁ ମୁଁ କେବେ ଆକାଶ କରି ବିଛେଇ ଦେଇପାରେ ପୁଣି ଚିରୁଡ଼ାଏ ଚିରୁଡ଼ାଏ କରି କାନ୍ଭାସ ଆକାରରେ…

କୋଭାକ୍ସିନ୍‌ ନେଇଥିବା ଭାରତୀୟମାନେ ଏବେ ଅଷ୍ଟ୍ରେଲିଆ ଯାଇପାରିବେ

ଓଡ଼ିଶା ସମ୍ବାଦ ବ୍ୟୁରୋ : ପର୍ଯ୍ୟଟକଙ୍କ ଟିକାକରଣ ସମ୍ବଦ୍ଧୀୟ ଅନୁମୋଦିତ ଟିକା ତାଲିକାରେ ଅଷ୍ଟ୍ରେଲିଆ ସରକାର ଭାରତ ବାୟୋଟେକରେ କୋଭିଡ୍ ୧୯ ଟିକା କୋଭାକ୍ସିନକୁ ଅନ୍ତର୍ଭୁକ୍ତ କରିଛନ୍ତି । ତେଣୁ କୋଭାକ୍ସିନ ନେଇ ଭାରତୀୟମାନେ ଏବେ ଅଷ୍ଟ୍ରେଲିଆ ଯାଇପାରିବେ।ଏନେଇ ଅନୁମତି ମିଳିଛି । ଗତ…

ହାପି ବର୍ଥ ଡେ’ ଐଶର୍ଯ୍ୟା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଐଶର୍ଯ୍ୟା ରାୟ ବଚ୍ଚନଙ୍କ ଆଜି ଜନ୍ମଦିନ। ଆଜି ସେ ତାଙ୍କ ୪୮ତମ ଜନ୍ମଦିନ ପାଳନ କରୁଛନ୍ତି। ମିସ୍ ୱାର୍ଲ୍ଡ ହେବାଠାରୁ ଆରମ୍ଭ କରି ବଲିଉଡ଼ରେ ଅଭିନୟର ଯାଦୁରେ ସମସ୍ତଙ୍କ ମନ ଜିଣିପାରିଥିଲେ। ନିଜ ଅଭିନୟ ସହ ସୌନ୍ଦର୍ଯ୍ୟ ଓ ନୀଳ ନୟନ ପାଇଁ ସେ ବେଶି ଲୋକପ୍ରିୟ।…

ମମିତା ମେହେର ମର୍ଡର କେସ୍ : ଜେସିବି ଓ ସ୍କୁଟି ଜବତ

ବଲାଙ୍ଗିର: ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲା । ବ୍ୟବହୃତ ଜେସିବି ଓ ସ୍କୁଟିକୁ ଜବତ କରି ଥାନାକୁ ଆଣିଛି ପୋଲିସ । ମହାଲିଙ୍ଗରୁ ଏହି ଦୁଇ ଗାଡ଼ିକୁ ଜବତ କରି ସିନ୍ଧେକେଲା ଥାନାକୁ ଅଣାଯାଇଛି । ମମିତାଙ୍କୁ ହତ୍ୟା କରିବା ପରେ ଗୋବିନ୍ଦ ସାହୁ ଶବ ପୋତିବାକୁ…