Latest Odisha News

BREAKING NEWS

Yearly Archives

2021

ବାଦୁଡି ଯୋଗୁ ଚିନ୍ତାରେ ବିଗ୍‌ ବି

ନୂଆଦିଲ୍ଲୀ: ନିକଟରେ ଅମିତାଭ ବଚ୍ଚନ ଏକ ପ୍ରସଙ୍ଗ ସେୟାର କରିଛନ୍ତି ଯାହା ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସମସ୍ୟାରେ ପକାଇଛି। ତାଙ୍କ ବ୍ଲଗରେ ବିଗ୍ ବି ପ୍ରକାଶ କରିଛନ୍ତି ଯେ ସମସ୍ତ ପଦକ୍ଷେପ ଗ୍ରହଣ କରିବା ସତ୍ତ୍ବେ ବାଦୁଡିମାନେ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନ ଜଲସା ଉପରେ…

ମୋତେ ବି ଦୁର୍ବ୍ୟବହାର କରାଯାଇଥିଲା; ଇଶା

ନୂଆଦିଲ୍ଲୀ: ୨୦୧୨ ମସିହାରୁ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିବା ଅଭିନେତ୍ରୀ ଇଶା ଗୁପ୍ତା ପ୍ରକାଶ କରିଛନ୍ତି ଯେ, ସେ ବି ଦୁର୍ବ୍ୟବହାରର ଶିକାର ହୋଇଛନ୍ତି। ଏକ ଫିଲ୍ମ ସେଟ୍‌ରେ ଜଣେ ନିର୍ଦ୍ଦେଶକ ତାଙ୍କୁ ଦୁଇଥର ଦୁର୍ବ୍ୟବହାର କରିଥିଲେ। 'କମାଣ୍ଡୋ ୨' ଅଭିନେତ୍ରୀ କହିଛନ୍ତି ଯେ ସେ ଜଣେ…

ଦୋକାନୀକୁ ହତ୍ୟା କରିବାକୁ ଯାଉଥିବାବେଳେ ଯବାନ ଗୁଳିରେ ଟଳିଲା ଆତଙ୍କବାଦୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଯବାନ ଗୁଳିରେ ଟଳିଲେ ଆତଙ୍କୀ। ବାରାମୁଲ୍ଲାରେ ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲ। ଆତଙ୍କବାଦୀଙ୍କ ନିକଟରୁ ବନ୍ଧୁକ, ଲୋଡେଡ୍ ମ୍ୟାଗାଜିନ ଏବଂ ଗୋଟିଏ ପାକିସ୍ତାନ ନିର୍ମିତ ଗ୍ରେନେଡ଼ ଉଦ୍ଧାର କରିବାରେ ସଫଳ ହୋଇଛି ବୋଲି କାଶ୍ମୀର…

ନଭେମ୍ବରରେ ବାହା ହେବେ ଆଲିଆ ଓ ରଣବୀର!

ମୁମ୍ବାଇ: ବି-ଟାଉନର ସବୁଠାରୁ ଚର୍ଚ୍ଚିତ ତଥା ବିବାହ ଯୋଗ୍ୟ ଦମ୍ପତିମାନଙ୍କ ମଧ୍ୟରୁ ଆଲିଆ  ଏବଂ ରଣବୀର  ଅନ୍ୟତମ। ଦୀର୍ଘ ଦିନ ଧରି ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ପୁଣି ଥରେ ଏହି ଦମ୍ପତିଙ୍କ ବିବାହ ଯୋଜନାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଯେଉଁଥିରେ ଦାବି…

ପୁଣି ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଗୁରୁବାର ଦିନ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଆଉ ଏକ ରେକର୍ଡ ସ୍ତରରେ ପହଞ୍ଚିଛି। ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୧୦୮.୨୯ ଟଙ୍କା ଥିବାବେଳେ ଡିଜେଲ ହାର ଲିଟର ପିଛା ୯୭.୦୨ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୪.୧୪ ଟଙ୍କା ଏବଂ ଡିଜେଲ ଗୋଟିଏ ଲିଟର ପିଛା…

ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: କମିଶନରେଟ ପୋଲିସର ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଝା ମାରିଛି ଭିଜିଲାନ୍ସ ଟିମ୍ । ଆଜି ଏକକାଳୀନ ପ୍ରସନ୍ନଙ୍କ ଘର ସମେତ ୫ଟି ସ୍ଥାନରେ ରେଡ୍ ଚାଲିଛି । ଏଥିରେ ଅଛି ପ୍ରସନ୍ନଙ୍କ ଘର, ହୋଟେଲ୍ ଓ…

ୟୁଟ୍ୟୁବ୍ ଭିଡିଓ ଦେଖି ଶିଶୁକୁ ଜନ୍ମ ଦେଲେ ୧୭ ବର୍ଷିୟା ଯୁବତୀ

ନୂଆଦିଲ୍ଲୀ: କେରଳର ଜଣେ ୧୭ ବର୍ଷର ଝିଅ ୟୁଟ୍ୟୁବ୍ ଭିଡିଓ ଦେଖି ତାଙ୍କ ଘରେ ଏକ ଶିଶୁକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ତାଙ୍କ ପିତାମାତା ତାଙ୍କ ଗର୍ଭଧାରଣ ବିଷୟରେ କିଛି ଜାଣି ନଥିବା ଜଣାପଡ଼ିଛି। ଏହି ଘଟଣା କେରଳର ମାଲାପୁରାମ ଜିଲ୍ଲାରେ ଘଟିଛି ଯେଉଁଠାରେ ୧୭ ବର୍ଷର ଝିଅଟି…

ଗ୍ୟାସ୍ ସିଲିଣ୍ଡରରେ ଫସିଲା ନାଗ, ଫଣା ଟେକି ଗର୍ଜନ କରୁଥିଲା

କଟକ: ରୋଷେଇ ଘରେ ଗ୍ୟାସ ସିଲିଣ୍ଡରରେ ଚାପି ହୋଇ ଫସିଲା ସାପ । ବାହାରିବାକୁ ଚେଷ୍ଟା କରିଥିଲେ ବି ମୁକୁଳି ପାରିଲା ନାହିଁ । ସାପର ଲାଞ୍ଚ ସିଲିଣ୍ଡର ତଳେ ଚାପି ହୋଇଥିଲା । ଏଭଳି ଘଟଣା ଦେଖିବାକୁ ମିଳିଥିଲା କଟକ ଜିଲ୍ଲା ବାଙ୍କୀ ଢ଼ଅଂସର ପଞ୍ଚାୟତର ରତ୍ନାକର ସାହୁଙ୍କ ଘରେ । ଗତକାଲି ରାତି…

ବାହାଦୂରଗଡ଼ରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଧକ୍କାରେ ୩ ବୃଦ୍ଧ ମହିଳାଙ୍କ ମୃତ୍ୟୁ

ବାହାଦୁରଗଡ଼: ହରିୟାଣା ବାହାଦୂରଗଡ଼ରୁ ଆସିଛି ଏକ ବଡ଼ ଖବର। ଆଜି ସକାଳୁ ଏକ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଟ୍ରକ କୃଷକ ଆନ୍ଦୋଳନକାରୀଙ୍କୁ ଧକ୍କା ଦେଇଛି। ଦୁର୍ଘଟଣାରେ ୩ ବୃଦ୍ଧ ମହିଳାଙ୍କ ମୃତ୍ୟୁ ହୋଇଛି। ଆଉ ୩ଜଣ ମହିଳାଙ୍କ ଅବସ୍ଥା ଏଯାଏଁ ଗୁରୁତର ଥିବା ଜଣାପଡ଼ିଛି। ସୂଚନା…

ଆଜି ମମିତାଙ୍କ ଗାଁକୁ ଯିବ ରାଜ୍ୟ କଂଗ୍ରେସ ଟିମ୍

ଭୁବନେଶ୍ୱର: ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ରାଜନୀତି ତେଜିଛି । ଆଜି ବଲାଙ୍ଗିର ଜିଲ୍ଲାର ଝରଣୀ ଗାଁକୁ ଯିବ ରାଜ୍ୟ କଂଗ୍ରେସ ଟିମ୍ । ଆଜି ଓଡ଼ିଶା ଆସୁଛନ୍ତି ପିସିସି ରାଷ୍ଟ୍ରୀୟ ସମ୍ପାଦକ ରଣଦୀପ ସୂର୍ୟ୍ୟେଓ୍ୱାଲା ଓ ପିସିସି ପ୍ରଭାରୀ ଚେଲ୍ଲା…