Latest Odisha News

BREAKING NEWS

Yearly Archives

2021

IFFIରେ ୭୫ ଜଣ ପ୍ରତିଭାଙ୍କୁ ମିଳିବ କଳା ପ୍ରଦର୍ଶନର ବିଶେଷ ସୁଯୋଗ

ଭୁବନେଶ୍ବର : ସ୍ବାଧୀନତାର ୭୫ ବର୍ଷ ଉପଲକ୍ଷେ ସାରା ଦେଶରେ ପାଳନ କରାଯାଉଛି ଆଜାଦୀ କା ଅମୃତ ମହୋତ୍ସବ । ଆସନ୍ତା ନଭେମ୍ବର ୨୦ରୁ ୨୮ ପର୍ଯ୍ୟନ୍ତ ଗୋଆରେ ଆୟୋଜନ ହେବ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ୫୨ତମ ସଂସ୍କରଣ । ଏହି ଅବସରରେ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଦେଶର ୭୫…

ଇଶ୍କ ଭିସ୍କର ସିକ୍ୱେଲ ଖୁବ୍ ଶୀଘ୍ର !

ମୁମ୍ବାଇ: ଶାହୀଦ କାପୁରଙ୍କ ପଦାର୍ପଣ ଫିଲ୍ମ ଇଶ୍କ ଭିସ୍କର ସିକ୍ୱେଲ ପାଇଁ ପ୍ରଡ୍ୟୁସର ରମେଶ ତୌରାନୀ ଆଗ୍ରହ ପ୍ରକାଶ କରିଛନ୍ତି । ଏହାର ସ୍କ୍ରିପ୍ଟ ଉପରେ ସେ କାମ ଆରମ୍ଭ କରି ଦେଇଛନ୍ତି । ୨୦୦୩ରେ ରିଲିଜ ହୋଇଥିବା ଏହି ଫିଲ୍ମ ପରେ ଶାହୀଦ ଷ୍ଟାର ପାଲଟି ଯାଇଥିଲେ । ଶାହୀଦ ଏବଂ ଅମ୍ରିତ ରାଓ…

ବସ୍ତି ବାସିନ୍ଦାଙ୍କୁ ଥାଇଥାନ ଦାବିରେ ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ରାୟଗଡ଼ା : ବସ୍ତି ବାସିନ୍ଦାଙ୍କୁ ଥଇଥାନ ଦାବିରେ ରାୟଗଡ଼ାରେ ଜୋର ଧରିଲା ପ୍ରତିବାଦ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଶତାଧିକ ବସ୍ତି ବାସିନ୍ଦା । ଓଡ଼ିଶା ବସ୍ତି ବାସିନ୍ଦା ଭୂମି ଅଧିକାର ଅଧିନିୟମ-୨୦୧୭ ଅନୁଯାୟୀ ତୁରନ୍ତ ଥଇଥାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି…

ନଭେମ୍ବର ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

ମୟୂରଭଞ୍ଜ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପର୍ଯ୍ୟଟକଙ୍କୁ କୋଭିଡ ଗାଇଡଲାଇନ୍ ପାଳନ କରିବାକୁ ପରାମର୍ଶ ଦିଆଯାଇଛି…

ପଠାନକୋଟରେ ମିଳିଲା ପାକିସ୍ତାନୀ ବୋଟ, ସୁରକ୍ଷା ଏଜେନ୍ସି ଆଲର୍ଟ

ପଠାନକୋଟ: ପଠାନକୋଟରେ ବୁଧବାର ଏକ ପାକିସ୍ତାନୀ ନୌକା ମିଳିବା ପରେ ସୁରକ୍ଷା ଏଜେନ୍ସି ଆଲର୍ଟ ହୋଇଯାଇଛି । ଭାରତ-ପାକିସ୍ତାନ ସୀମା ନିକଟରେ ଥିବା ତରନାହ ଅଂଚଳରେ ଏହି ବୋଟଟି ମିଳିଛି । ସ୍ଥାନୀୟ ପୋଲିସ ଏବଂ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେଶନ ଆରମ୍ଭ କରିଛନ୍ତି । ବୋଟରେ କୌଣସି ଚିହ୍ନ କିମ୍ବା…

ବିବାଦରେ ଆପିଏଲର ଦୁଇ ନୂଆ ଦଳ: ଲଳିତ ମୋଦିଙ୍କ ନିଶାନାରେ ବିସିସିଆଇ

ଓଡ଼ିଶା ସମ୍ବାଦ ବ୍ୟୁରୋ : ୧୫ ତମ ଆଇପିଏଲ୍ ସଂସ୍କରଣ ପାଇଁ ଦୁଇଟି ନୂଆ ଦଳ ଲକ୍ଷ୍ନୌ ଓ ଅହମଦାବାଦ ପାଇଁ ନିଲାମି ସରିଯାଇଥିଲେ ମଧ୍ୟ ଏବେ ଏହି ନୂଆ ଦଳକୁ ନେଇ ବିବାଦ ବଢ଼ିବା ଦେଖାଦେଇଛି। ଏହି ମାମଲାରେ ପୂର୍ବତନ ଆଇପିଏଲ୍ ଚେୟାରମ୍ୟାନ ଲଳିତ ମୋଦି ସିଧାସଳଖ ବିସିସିଆଇକୁ ନିଜ ନିଶାନାକୁ…

ପାକିସ୍ତାନି ଚ୍ୟାନେଲରେ ହାଇଡ୍ରାମା; ଅପଦସ୍ତ ସୋଏବଙ୍କ ଇସ୍ତଫା

ଓଡ଼ିଶା ସମ୍ବାଦ ବ୍ୟୁରୋ :ପାକିସ୍ତାନର ଏକ ଚ୍ୟାନେଲରେ ସିଧାପ୍ରସାରଣ ସୋ' ରେ ଭାଗନେଇ ଅପଦସ୍ତ ହୋଇଛନ୍ତି ପାକିସ୍ତାନ କ୍ରିକେଟର ପୂର୍ବତନ ଖେଳାଳୀ ସୋଏବ ଅଖତବ। ଟି ଟ୍ୱିଣ୍ଟି ବିଶ୍ୱ କପରେ ପାକିସ୍ତାନ ବନାମ ନ୍ୟୁଜଲାଣ୍ଡର ମ୍ୟାଚ ପରେ ଏହି ଚ୍ୟାନେଲରେ ମ୍ୟାଚକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ…

ଓଡିଶାର ପ୍ରମୋଦଙ୍କ ସମେତ ୧୧ ଆଥଲେଟ ପାଇବେ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର

ଭୁବନେଶ୍ୱର: ଓଡିଶାର ଷ୍ଟାର ପାରା ଅଲିମ୍ପିଆନ ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗତଙ୍କ ସମେତ ୧୧ ଜଣ ଆଥଲେଟଙ୍କୁ ଏଥର କେନ୍ଦ୍ର ସରକାର ସମ୍ମାନଜନକ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ପ୍ରଦାନ କରିବେ । ଜାତୀୟ କ୍ରୀଡା ପୁରସ୍କାର କମିଟି ବୁଧବାର ଏ ନେଇ ବିଧିବଦ୍ଧ ଭାବେ ସୁପାରିଶ କରିଛି ।…

ମାଲକାନଗିରିରେ ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ ,୮ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅର୍କେଲ ଥାନା ପୋଲିସକୁ ସଫଳତା । ଅର୍କେଲ ଥାନା ଅଞ୍ଚଳରେ ଏକ ବେଆଇନ ଜୁଆ ଆଡ୍ଡା ଉପରେ ପୋଲିସ ଚଢଉ କରି ୮ ଜଣ ଜୁଆଡିଙ୍କୁ ଗିରଫ କରିଛି। ଚଢଉ ବେଳେ ନଗଦ ୩୬ ହଜାର ୭୮୦ ଟଙ୍କା ସହ ୮ ଟି ମୋବାଇଲ ଫୋନ, ଗୋଟିଏ କାରକୁ ଜବତ କରିଛି ପୋଲିସ । ଅଭିଯୁକ୍ତ…

ଟି୨୦ ବିଶ୍ୱକପ: ଇଂଲଣ୍ଡର କ୍ରମାଗତ ଦ୍ୱିତୀୟ ବିଜୟ

ଆବୁଧାବି: ଚଳିତ ଟି୨୦ ବିଶ୍ୱକପରେ ଇଂଲଣ୍ଡ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରି ନିଜ ସ୍ଥିତି ମଜଭୁତ କରିଛି । ଜାସନ ରୟଙ୍କ ଚମତ୍କାର ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ୮ ଉଇକେଟରେ ବାଂଲାଦେଶକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୨୦ ଓଭରରେ ୯ ଉଇକେଟ ହରାଇ ୧୨୪ ରନ କରିଥିଲା ।…