Latest Odisha News

BREAKING NEWS

Yearly Archives

2021

ମଧ୍ୟପ୍ରଦେଶରେ ପ୍ରକାଶ ଝା’ଙ୍କୁ ବିରୋଧ, ଆଶ୍ରମ-୩ ସେଟ୍ ଧ୍ୱସ୍ତ

ଓଡିଶା ସମ୍ବାଦ ବ୍ୟୁରୋ: ପପୁଲାରିଟି ସହ ବିବାଦ ଘେରରେ ରହିଥଲା ୱେବ୍ ସିରିଜ୍ ଆଶ୍ରମର ଦୁଇଟି ସିଜିନ୍ । ତେବେ ତୃତୀୟ ସିଜିନର ସୁଟିଂ ପୂର୍ବରୁ ହିଁ ଏହି ୱେବ୍ ସିରିଜର ନିର୍ଦ୍ଦେଶକ ପ୍ରକାଶ ଝା ବିରୋଧର ସମ୍ମୁଖୀନ ହୋଇଛନ୍ତି । ମଧ୍ୟପ୍ରଦେଶ ଭୋପାଳଠାରେ ଆଶ୍ରମ-୩ର ସୁଟିଂ ସେଟକୁ ଭାଙ୍ଗି…

ଚିନ୍ତା ବଢାଇଲାଣି କରୋନାର ନୂଆ ପ୍ରଜାତି

ନୂଆଦିଲ୍ଲୀ: ପୁଣି ରୂପ ବଦଳାଇଲା କରୋନା। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ କରୋନାର ନୂଆ ପ୍ରଜାତି ଚିହ୍ନଟ ହେବା ପରେ ଏହାକୁ ନେଇ ଚିନ୍ତା ବଢିଛି। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ SARS CoV 2 ର ଡେଲଟା ପ୍ରଜାତିର ମାମଲା ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଟାଇମ୍ସ ଅଫ୍ ଇଣ୍ଡିଆର ଏକ…

ଫ୍ରିଜ୍ ଫାଟି ସ୍ବାମୀ-ସ୍ତ୍ରୀ ଜୀବନ୍ତ ଦଗ୍ଧ

କେନ୍ଦୁଝର : ଫ୍ରିଜ୍ ଫାଟି ବିସ୍ଫୋରଣ ହୋଇ ଲାଗିଗଲା ନିଆଁ ।  ଦମ୍ପତି ଜୀବନ୍ତ ଦଗ୍ଧ, ଅଳ୍ପକେ ବର୍ତ୍ତିଗଲା ୯ ବର୍ଷର ପୁଅ । କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବଳଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଦମ୍ପତି ପୂର୍ଣ୍ଣଚନ୍ଦ୍ର ଦେହୁରୀ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ଦେହୁରୀ ।…

ଦେଶ ଜିତିବା ପରେ ପୁଣି ବିବାଦୀୟ ମନ୍ତବ୍ୟ ଦେଲେ ପାକିସ୍ତାନ ଗୃହମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ :ଭାରତ ନାଁରେ ବିବାଦୀୟ ମନ୍ତବ୍ୟ ଦେଲେ ପାକିସ୍ତାନ ମନ୍ତ୍ରୀ। ପାକିସ୍ତାନ ମ୍ୟାଚ ଜିତିବା ଖୁସିରେ ପାକିସ୍ତାନ ଗୃହମନ୍ତ୍ରୀ ଶେଖ ରସିଦ ଭାରତ ନାଁରେ ବିବାଦୀୟ ବୟାନ ଦେଇଛନ୍ତି । କାଲି ମ୍ୟାଚରେ ପାକିସ୍ତାନ ଠାରୁ ଭାରତ ପରାସ୍ତ ହେବା ପରେ ,ଏକ ଭିଡିଓ ଜାରି କରି…

ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିଲା ‘ଦାଦା ସାହେବ ଫାଲକେ’ ପୁରସ୍କାର

ଦିଲ୍ଲୀ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିଲା ‘ଦାଦା ସାହେବ ଫାଲକେ’ ପୁରସ୍କାର। ଦିଲ୍ଲୀ ବିଗ୍ୟାନ ଭବନରେ ୬୭ତମ ଜାତୀୟ ଫିଲ୍ମ ଆୱାର୍ଡ଼ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କଠାରୁ ସେ ଭାରତର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାର ଗ୍ରହଣ କରିଛନ୍ତି।…

ଆର୍ୟନ ଖାନ ଡ୍ରଗ୍ ମାମଲାରେ ନୂଆ ମୋଡ଼; ବଢିଲା ସମୀର ୱାଙ୍ଖଡେଙ୍କ ଅଡୁଆ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ ପାର୍ଟି ମାମଲାରେ ସାକ୍ଷୀଙ୍କ ନିର୍ଯାତନା ଅଭିଯୋଗ ପରେ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ସମସ୍ୟା ବୃଦ୍ଧି ବଢିବାରେ ଲାଗିଛି। ଲାଞ୍ଚ ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସମୀର ୱାଙ୍ଖଡେଙ୍କ ବିରୋଧରେ ଭିଜିଲାନ୍ସ ଯାଞ୍ଚ ଆରମ୍ଭ…

କଙ୍ଗନା, ମନୋଜ ଓ ଧନୁଷ ପାଇଲେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ନୂଆଦିଲ୍ଲୀ:ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି ପ୍ରଦାନ କରାଯାଇଛି ସମ୍ମାନଜନକ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସୁଶାନ୍ତ ସିଂ ରାଜପୁତଙ୍କ ଛିଛୋରେ ଶ୍ରେଷ୍ଠ ଫିଲ୍ମ, କଙ୍ଗନା ରାନାୱତ ମଣିକର୍ଣ୍ଣିକା ଓ ପଙ୍ଗା…

କନସଲଟାନ୍ସି ନାଁରେ ଚାଲିଥିଲା ସେକ୍ସ ରାକେଟ୍ ,୪ ଯୁବତୀ ଉଦ୍ଧାର ଦଲାଲ ଗିରଫ

ଭୁବନେଶ୍ୱର : କନସଲଟାନ୍ସି ନାଁରେ ଚାଲିଥିଲା ଖୁଲମଖୁଲା ଦେହ ବ୍ୟବସାୟ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ସତ୍ୟବିହାର ଅଞ୍ଚଳରେ ଏକ କନସଲଟାନ୍ସି ନାଁ ରେ ଚାଲିଥିଲା ଦେହ ବ୍ୟବସାୟ। ଏପରି ଅଭିଯୋଗ ପାଇବା ପରେ କମିଶନରେଟ ପୋଲିସ ଘଟଣା ସ୍ଥଳରେ ଚଢଉ କରିଥିଲା। ୪ ଜଣ ଯୁବତୀଙ୍କ ସହ ଜଣେ ଦଲାଲକୁ…

ମଗେଇଥିଲେ ଆଇଫୋନ୍‌ ଆସିଲା ସାବୁନ୍‌ ଓ ୫ ଟଙ୍କିଆ କଏନ୍‌

ନୂଆଦିଲ୍ଲୀ: କେରଳର ଆଲୁଭା ନାମକ ଜଣେ ବ୍ୟକ୍ତି ଆମାଜନରୁ ଏକ ଆପଲ୍ ଆଇଫୋନ୍ ୧୨ ଅର୍ଡର କରିଥିଲେ କିନ୍ତୁ ଆସିଥିଲା ଏକ ସାବୁନ୍ ଏବଂ  ୫ ଟଙ୍କିଆ ମୁଦ୍ରା। ଏହାସତ୍ତ୍ବେ ଆଇଫୋନ୍‌ ବାବଦକୁ ଆକାଉଣ୍ଟରୁ ନିର୍ଦ୍ଧାରିତ ଟଙ୍କା ମଧ୍ୟ କଟିଯାଇଥିବା ବ୍ୟକ୍ତି ଜଣକ କହିଛନ୍ତି। ତେବେ ଏଭଳି ଘଟଣା ପ୍ରଥମ…

ବସ୍ତି ଉଚ୍ଛେଦ ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ

ରାୟଗଡ଼ା :ବସ୍ତି ଉଚ୍ଛେଦ ପ୍ରତିବାଦରେ ରାସ୍ତାରୋକ । ରାୟଗଡ଼ାରେ ବସ୍ତି ଉଚ୍ଛେଦ ପ୍ରତିବାଦରେ ଜିଲ୍ଲା ବିଜେପି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତା ରୋକ କରାଯାଇଛି । ରାୟଗଡ଼ା ସହରର ତିନୋଟି ପ୍ରବେଶ ପଥ ସିରିଗୁଡି,ଖଲିଗୁଡାଓ ମଝିଘରିଆଣି ମନ୍ଦିର ନିକଟରେ ଥିବା ସମସ୍ତ ପ୍ରବେଶ ପଥରେ ବିଜେପି ପକ୍ଷରୁ…