Latest Odisha News

BREAKING NEWS

Yearly Archives

2021

ଦନ୍ତା ହାତୀର ମୃତଦେହ ଉଦ୍ଧାର : ଦେଢ଼ମାସରେ ଗଲାଣି ୩ ହାତୀର ଜୀବନ

ପାଲଲହଡ଼ା: ପୁଣି ଦନ୍ତା ହାତୀର ମୃତ୍ୟୁ। ଦେଢ଼ମାସରେ ଗଲାଣି ୩ହାତୀର ଜୀବନ। ଅନୁଗୁଳ ଜିଲ୍ଲାରେ ଦୁଇ ଦିନରେ ଦୁଇ ହାତୀ ମୃତ୍ୟୁ ହୋଇଗଲାଣି। ଗତକାଲି ବିଳମ୍ବିତ ରାତିରେ କଣିହାଁ ବନାଞ୍ଚଳ ଡ଼ିହତଇଲା ନିକଟରୁ ହାତୀର ମୃତହେଦ ଉଦ୍ଧାର ହୋଇଛି। ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର…

ବିଜେଡିରେ ମିଶିପାରନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ

ନବରଙ୍ଗପୁର / ଭୁବନେଶ୍ୱର: ଗତ ସପ୍ତାହରେ କଂଗ୍ରେସ ଛାଡିଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ନିଜର ଶକ୍ତି ପ୍ରଦର୍ଶନ ପାଇଁ ଓଡିଶାର ନବରଙ୍ଗପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାର ସମ୍ଭାବନା ରହିଛି। ବିଶେଷ ସୂତ୍ରରୁ ପ୍ରକାଶ ଯେ ପ୍ରଦୀପ ମାଝୀ ଅକ୍ଟୋବର ୨୮ କିମ୍ବା ୨୯ରେ ଭୁବନେଶ୍ୱରରେ…

ପୁରୁଷଙ୍କ ଲାଗି ଘାତକ ସାଜୁଛି ସ୍ପୁଟନିକ୍-ଭି ଟିକା!

ନୂଆଦିଲ୍ଲୀ: ନାମିବିଆ ଋଷର କରୋନା ଟିକା ସ୍ପୁଟନିକ୍-ଭି ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବ ବୋଲି ସୂଚନା ମିଳିଛି। ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ଏହି ସୂଚନା ଦେଇଛି। ନିକଟରେ ଦକ୍ଷିଣ ଆଫ୍ରିକା ସ୍ପୁଟନିକ୍-ଭି ଟିକାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲା। ଯାହା ପରେ ନାମିବିଆରେ ମଧ୍ୟ…

ଶାହାରୁଖ୍‌ ବିଜେପିରେ ମିଶିଲେ ଡ୍ରଗ୍ସ ବି ସୁଗାର୍‌ ପାଉଡର୍‌ ହୋଇଯିବ; ମନ୍ତ୍ରୀ ଛଗନ ଭୁଜବଲ

ବିଡ୍: କ୍ରୁଜ୍ ଡ୍ରଗ୍ସ ମାମଲାରେ ମହାରାଷ୍ଟ୍ର ମନ୍ତ୍ରୀ ଛଗନ ଭୁଜବଲ ବିଜେପିକୁ କଟାକ୍ଷ କରି କହିଛନ୍ତି ଯେ ଯଦି ଅଭିନେତା ଶାହାରୁଖ୍‌ ବିଜେପିରେ ମିଶନ୍ତି ତେବେ ଡ୍ରଗ୍ସ ସୁଗାର୍‌ ପାଉଡରରେ ପରିଣତ ହୋଇଯିବ ବୋଲି ସେ କହିଛନ୍ତି। ଗୁଜୁରାଟର ମୁନ୍ଦ୍ରା ବନ୍ଦରରେ ବହୁ ପରିମାଣର ଡ୍ରଗ୍ସ ଜବତ…

ଭାରତ ସମେତ ଆଉ ୫ ‌ଦେଶରୁ ଭ୍ରମଣ କଟକଣା ହଟାଇଲା ସିଙ୍ଗାପୁର

ସିଙ୍ଗାପୁର: ସିଙ୍ଗାପୁର ଭାରତ ସମେତ ଅନ୍ୟ ପାଞ୍ଚଟି ଦକ୍ଷିଣ ଏସୀୟ ଦେଶକୁ ଯାତ୍ରା ପ୍ରତିବନ୍ଧକ ତାଲିକାରୁ ହଟାଇ ଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବୁଧବାର ଠାରୁ ବାଂଲାଦେଶ, ଭାରତ, ମିଆଁମାର, ନେପାଳ, ପାକିସ୍ଥାନ ଏବଂ ଶ୍ରୀଲଙ୍କାକୁ ୧୪ ଦିନିଆ ଟ୍ରାଭେଲ୍‌ ହିଷ୍ଟ୍ରି ଥିବା…

ରାଜ୍ୟରୁ ୪୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍‌। ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୪୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୭୮ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୬୦ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ୧୮୭ ଲୋକାଲ୍‌ କେସ୍‌…

କମ୍ପାନୀ, ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରୁଛି ଚୀନ୍

ୱାଶିଂଟନ୍: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ବାୟୋଟେକ୍ନୋଲୋଜି ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଭଳି ପ୍ରମୁଖ ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ଚାଇନାର ସଂସ୍ଥାଗୁଡ଼ିକ ସହିତ କାର୍ଯ୍ୟ କରିବାର ବିପଦ ବିଷୟରେ ଆମେରିକାର ଅଧିକାରୀମାନେ କମ୍ପାନୀ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଚେତାବନୀ ଦେଇଛନ୍ତି।…

ସୁକେଶ ଚନ୍ଦ୍ରଶେଖରଙ୍କୁ ଡେଟ୍‌ କରୁଛନ୍ତି ଜ୍ୟାକଲିନ୍‌!

ନୂଆଦିଲ୍ଲୀ: ଶୁକ୍ରବାର ଦିନ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପ୍ରାୟ ୭ ଘଣ୍ଟା ଧରି ଇଡି ପକ୍ଷରୁ ପଚରାଉଚରା କରାଯାଇଥିଲା। ଏହାପରେ ଏହି ମାମଲାରେ ଏକ ନୂଆ ଟ୍ବିଷ୍ଟ ଆସିଛି। ଏହି ଜେରା ପରେ ଇଡି ଅଧିକାରୀ କହିଛନ୍ତି ଯେ ସୁକେଶ ଚନ୍ଦ୍ରଶେଖର…

ଲଖିମ୍‌ପୁର ଖେରୀ ହିଂସା; ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ମୁଖ୍ୟ ଅଭିଯୁକ୍ତ ଆଶିଷ

ନୂଆଦିଲ୍ଲୀ: ଲଖିମ୍‌ପୁର ଖେରୀ ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ଡେଙ୍ଗୁରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ସୂଚନାନୁସାରେ, ଆଶିଷଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଯିବାରୁ ତାଙ୍କୁ ଜେଲ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା।…

ଆଜି “ମନ କୀ ବାତ୍‌” କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କୀ ବାତ୍‌” ର ୮୨ ତମ ସଂସ୍କରଣରେ ଆଜି ଦେଶକୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନରେ ପ୍ରସାରିତ ହେବ। ରେଡିଓ କାର୍ଯ୍ୟକ୍ରମ PMO ସହିତ ପିଏମ୍‌ ନରେନ୍ଦ୍ର…