Latest Odisha News

BREAKING NEWS

Yearly Archives

2021

ଆସାମ ସାଧାରଣତନ୍ତ୍ର ପ୍ୟାରେଡ଼ ଶିବିରରେ ଜୟପୁରର ପି ବି ଇଶିତା ରାଜୁ

କୋରାପୁଟ: ଦଶ ଦିବସୀୟ ଜାତୀୟ ପୂର୍ବାଞ୍ଚଳ ପ୍ରାକ୍ ସାଧାରଣତନ୍ତ୍ର ପ୍ୟାରେଡ଼ ଅଭ୍ୟାସ ଓ ଚୟନ ଶିବିରରେ ଯୋଗଦେବେ ପି ବି ଇଶିତା ରାଜୁ। ଏଥିପାଇଁ ସେ ଆସାମ ଗସ୍ତ କରିଛନ୍ତି। ସରକାରୀ ମହିଳା ମହାବିଦ୍ୟାଳୟର ଯୁକ୍ତ ୩ କଳା ଶିକ୍ଷା ସମ୍ମାନର ଛାତ୍ରୀ ପି ବି ଇଶିତା ରାଜୁ। ଜାତୀୟ ସେବା ଯୋଜନା…

[ଭିଡ଼ିଓ] ପ୍ରଦୀପ କଂଗ୍ରେସ ଛାଡ଼ିଲେ ଦଳର କୌଣସି କ୍ଷତି ହେବ ନାହିଁ : ମୁନ୍ନା ତ୍ରିପାଠୀ

ଭୁବନେଶ୍ୱର : ପ୍ରଦୀପ ମାଝୀ କଂଗ୍ରେସ ଦଳ ଛାଡିବା ପରେ ପ୍ରତିକ୍ରିୟା ରଖିଲେ ଜିଲ୍ଲା ସଭାପତି ମୁନ୍ନା ତ୍ରିପାଠୀ ।  ପ୍ରଦୀପ ଦଳ ଛାଡିବା ପରେ ଦଳର କୌଣସି କ୍ଷତି ହେବ ନାହିଁ ।  କଂଗ୍ରେସ ଦଳ ତାଙ୍କୁ ଲୋକ ଙ୍କ ସେବା କରିବାର ସୁଯୋଗ ଦେଲା ନାହିଁ ବୋଲି ସେ ନିଜ ଇସ୍ତଫା ପତ୍ର ରେ ଯେଉଁ ଉଲ୍ଲେଖ…

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବନ୍ଦ ହେଉ: ବିଶ୍ୱ ହିନ୍ଦୁ ପରିଷଦ

କେନ୍ଦୁଝର : ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ଚାଲିଥିବା ଅତ୍ୟାଚର ବନ୍ଦ ହେଉ । କେନ୍ଦୁଝରରେ ଏପରି ୫ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି ବିଶ୍ୱ ହିନ୍ଦୁ ପରିଷଦ । ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ଚାଲିଥିବା…

ବାଂଲାଦେଶ ରୋହିଙ୍ଗ୍ୟା କ୍ୟାମ୍ପ ଆକ୍ରମଣରେ ପ୍ରାଣ ହରାଇଲେ ୭ଜଣ

ଢ଼ାକା: ବାଂଲାଦେଶସ୍ଥିତ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିର ଉପରେ ଶୁକ୍ରବାର ଦିନ ଆକ୍ରମଣକାରୀମାନେ ଗୁଳି ଚଳାଇଥିଲେ। ଏଥିରେ ୭ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ଜଣ ଆହତ ହୋଇଛନ୍ତି। ରିପୋର୍ଟ ଅନୁସାରେ, ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଅବସ୍ଥିତ ମଦ୍ରାସାରେ ଆକ୍ରମଣ ହୋଇଛି। ଆକ୍ରମଣକାରୀମାନେ…

ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ: ଘରୋଇ ମେସରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଭଦ୍ରକ କଲେଜ ରୋଡ ନିକଟରେ ଥିବା ଏକ ଘରୋଇ ମେସରୁ ଜଣେ ଛାତ୍ରୀର ଝୁଲନ୍ତା ମୃତଦେହକୁ ଭଦ୍ରକ ଟାଉନ ଥାନା ପୁଲିସ ଜବତ କରିଛି । ଯୁବତୀ ଆତ୍ମହତ୍ୟା କରିଛନ୍ତି କି ଅନ୍ୟ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଛି, ତାହାକୁ ନେଇ ପୁଲିସ…

ନେପାଳରେ ବର୍ଥ ଡେ’ ସେଲିବ୍ରେସନ କରିବେ ପରିଣୀତି ଚୋପ୍ରା

ମୁମ୍ବାଇ : ଆଜି ବଲିଉଡ ବିୟୁଟି ପରିଣୀତି ଚୋପ୍ରାଙ୍କ ବର୍ଥ ଡେ । ୩୩ ବର୍ଷ ବୟସରେ ପାଦ ଦେଇଛନ୍ତି ପରିଣୀତି। ଏ ବର୍ଷ ବର୍ଥ ଡେ' କୁ ପରିଣୀତି ସ୍ପେଶାଲ ୱେରେ ସେଲିବ୍ରେ୍ସନ କରୁଛନ୍ତି। ବର୍ତ୍ତମାନ ପରିଣୀତି ତାଙ୍କ ନେକ୍ସଟ ଫିଲ୍ମ “ସରୋଜ ବର୍ଜ୍ୟତେ” ସୁଟିଂ ପାଇଁ ନେପାଳର କାଠମାଣ୍ଡୁରେ…

ଐତିହାସିକ କେଦାରନାଥ ମହାପାତ୍ରଙ୍କ ୧୧୦ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଐତିହାସିକ କେଦାରନାଥ ମହାପାତ୍ରଙ୍କ ୧୧୦ତମ ଜୟନ୍ତୀ ସମାରୋହ କେଦାରନାଥ ଗବେଷଣା ପ୍ରତିଷ୍ଠାନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶାନ୍ତନୁ କୁମାର ରଥଙ୍କୁ କୃଷ୍ଣଚନ୍ଦ୍ର ମିଶ୍ର ସଂସ୍କୃତି ସମ୍ମାନ , ନମିତା ଦାଶଙ୍କୁ ଯତୀନ୍ଦ୍ର କୁମାର ଉପନ୍ୟାସ ସମ୍ମାନ , ଡ.ତାପସ…

‘ଭଲ କବିତାର ଖୋଜ୍’ ପକ୍ଷରୁ ୭୫ତମ କବିତା ଆସର

ବାଲେଶ୍ୱର : ଭାଷା ସାହିତ୍ୟ ଓ ସଂସ୍କୃତି ମଞ୍ଚ ପକ୍ଷରୁ 'ସଙ୍କେତ'ଠାରେ 'ଭଲ କବିତାର ଖୋଜ୍' ପକ୍ଷରୁ ଏହାର ୭୫ତମ ଆସର ଅନୁଷ୍ଠିତ ହୋଇଯାଇଛି ପ୍ରାୟ ଅଠର ମାସରୁ ଅଧିକ କାଳ ଭଲ କବିତାର ଖୋଜ୍ ପକ୍ଷରୁ କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ଏହା ପୁଣି ଆରମ୍ଭ କରାଯାଇଛି। ଏହି ଆସରରେ ୯ ଜଣ କବି…

ଜମ୍ମୁକଶ୍ମୀର ପୁଞ୍ଚରେ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି

ଜମ୍ମୁକଶ୍ମୀର : ଜମ୍ମୁକଶ୍ମୀର ପୁଞ୍ଚରେ ସୁରକ୍ଷା ବଳ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଆତଙ୍କବାଦୀଙ୍କୁ ନିପାତ କରିବା ବିରୋଧରେ ଚାଲିଛି ଅଭିଯାନ। ପୁଞ୍ଚର ଭଟ୍ଟା ଦୁରିଆଁ ଘଞ୍ଚ ଜଙ୍ଗଲରେ ଆତଙ୍କବାଦୀ ମାନେ ଲୁଚିବା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଚାଲିଛି । ସର୍ଚ୍ଚ ଅପରେସନର…

‘ସ୍ୱାସ୍ଥ୍ୟସେବାରେ ଓଡ଼ିଶାର ନୂଆ ବିପ୍ଲବ’: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ମିଶନ ମୟୁରଭଞ୍ଜ । ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ‘ସ୍ମାର୍ଟ’ ଯୁଗର ମହାବିପ୍ଲବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦା ମୟୁରଭଞ୍ଜ ସହିଦ ସ୍ମୃତି ଭବନରେ ପହଞ୍ଚି ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି । ଏହା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ…