Latest Odisha News

BREAKING NEWS

Yearly Archives

2021

ଆଇଏମ୍ଏଫ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ପଦରୁ ଇସ୍ତଫା ଦେବେ ଗୀତା ଗୋପୀନାଥ

ୱାଶିଂଟନ୍: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ତାଙ୍କ ପଦରୁ ଇସ୍ତଫା ନେଇ ଜାନୁଆରୀରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗକୁ ଫେରିବେ ବୋଲି ଆଇଏମ୍ଏଫ୍ ମଙ୍ଗଳବାର ଦିନ ଘୋଷଣା କରିଛି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)…

ବଦଳିଯିବ ଫେସ୍‌ବୁକ୍‌ର ନାଁ!

ନୂଆଦିଲ୍ଲୀ: ଫେସବୁକ୍ ଇନ କମ୍ପାନୀକୁ ଏକ ନୂତନ ନାମ ସହିତ ଏହାକୁ ରିବ୍ରାଣ୍ଡ୍‌ କରିବାକୁ ଯୋଜନା କରୁଛି। ରିପୋର୍ଟ ଅନୁଯାୟୀ ଫେସବୁକ ଆସନ୍ତା ସପ୍ତାହରେ ଏହାର କମ୍ପାନୀର ନାମ ପରିବର୍ତ୍ତନ କରିବାକୁ ଯୋଜନା କରୁଛି। ଫେସ୍‌ବୁକ୍‌ ସିଇଓ ମାର୍କ ଜୁକରବର୍ଗ ଅକ୍ଟୋବର ୨୮ ରେ କମ୍ପାନୀର ବାର୍ଷିକ…

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ମଦବିରୋଧୀ ଆନ୍ଦୋଳନ

ନୂଆପଡ଼ା: ତେଜୁଛି ମଦବିରୋଧୀ ଆନ୍ଦୋଳନ। ନୂଆପଡ଼ା ଜିଲ୍ଲା ଘରଧରା ଗ୍ରାମରେ ମଦ ବିକ୍ରି ବନ୍ଦ ଦାବିରେ ଆନ୍ଦୋଳନ କରାଯାଇଛି। ଗାଁର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜ ଗାଁଠାରୁ ଭାଟି ପର୍ଯ୍ୟନ୍ତ ମଦ ବିରୋଧୀ ଆନ୍ଦୋଳନର ଡ଼ାକରା ଦେଇଥିଲେ। ଗାଁର ଯୁବକମାନେ ମଦ ପିଇ ପଥଭ୍ରଷ୍ଟ ହେଉଛନ୍ତି।…

ବ୍ରିଟେନରେ ଚିନ୍ତା ବଢାଇଲାଣି କରୋନାର ନୂଆ ପ୍ରଜାତି

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ବ୍ରିଟେନର ସରକାରୀ ସ୍ୱାସ୍ଥ୍ୟ ତଥ୍ୟ ଅନୁଯାୟୀ ଇଂଲଣ୍ଡରେ କୋଭିଡ-୧୯ ଡେଲଟା ପ୍ରଜାତିର ଏକ ନୂତନ ପରିବର୍ତ୍ତିତ ରୂପ ଚିହ୍ନଟ ହୋଇଛି ଏବଂ ଏହାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି। ବ୍ରିଟେନରେ ‌ଦେଖାଦେଇଥିବା ଡେଲ୍‌ଟା…

କାଠଯୋଡ଼ିରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ: କାଠଯୋଡ଼ି ପୋଲ ଉପରୁ ନଦୀକୁ ଡ଼େଇଁ ପଡ଼ିବା ଘଟଣା। ଖୋଜାଖୋଜି ପରେ ମିଳିଲା ଯୁବକଙ୍କ ମୃତଦେହ। ଦୀର୍ଘ ଘଣ୍ଟା ଖୋଜାଖୋଜି ପରେ ଓଡ୍ରାଫ୍ ଟିମ୍ ଦ୍ୱାରା ଉଦ୍ଧାର କରାଯାଇଛି। କଟକ-ଭୁବନେଶ୍ୱର ରାସ୍ତା କାଠଯୋଡ଼ି ବ୍ରିଜରୁ ଡ଼େଇଁପଡ଼ିଥିଲେ ଯୁବକ। ମୃତକ ଭୁବନେଶ୍ୱର ଖାରବେଳନଗର ଥାନା ଅନ୍ତର୍ଗତ…

ଆଜି ସାମାନ୍ୟ ବଢିଛି କରୋନା ମାମଲା; ରାଜ୍ୟରୁ ୫୫୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତକାଲି ତୁଳନାରେ ଆଜି ରାଜ୍ୟରେ ସାମାନ୍ୟ ବଢିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୫୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୩୨୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୩୮ । ୧୮ ବର୍ଷ ଭିତରେ ଆଉ ୭୧ ଜଣ ପଜିଟିଭ୍…

ଦେଶରେ ୯୯ କୋଟି ଟପିଲା ଟିକାକରଣ

ନୂଆଦିଲ୍ଲୀ: ଦେଶରେ ରେକର୍ଡ କଲା ଟିକାକରଣ। ଦେଶରେ ମଙ୍ଗଳବାର ସୁଦ୍ଧା ଟିକାକରଣ ସଂଖ୍ୟା ୯୯ କୋଟି ଅତିକ୍ରମ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଏଥିରେ କୁହାଯାଇଛି ଯେ ଗତକାଲି ଗୋଟିଏ ଦିନରେ ୩୭ ଲକ୍ଷରୁ ଅଧିକ ଲୋକ ଟିକାକରଣ କରିଛନ୍ତି। ଯାହା ପରେ ଟିକାକରଣ ସଂଖ୍ୟା…

ଆର୍ୟନଙ୍କ ଗିରଫକୁ ନେଇ ଏମିତି କହିଲେ ଜାଭେଦ ଅଖତର୍‌

ନୂଆଦିଲ୍ଲୀ: ବଲିଉଡ୍‌ ଲୋକପ୍ରିୟ ଗୀତିକାର ଜାଭେଦ ଅଖତର ମଙ୍ଗଳବାର କହିଛନ୍ତି ଯେ ହିନ୍ଦୀ ଚଳଚ୍ଚିତ୍ର ଜଗତକୁ “ହାଇ ପ୍ରୋଫାଇଲ୍” ହେତୁ ତାହାର ମୂଲ୍ୟ ଦେବାକୁ ପଡ଼ିବ। ଜାଭେଦ ଅଖତର ଏକ ବିବୃତ୍ତିରେ କହିଛନ୍ତି ଯେ କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାରେ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ…

ଆଜି କୁଶୀନଗର ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୁଶୀନଗର ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିବେ। ଯାହା ସାରା ବିଶ୍ୱରେ ବୌଦ୍ଧ ତୀର୍ଥସ୍ଥାନକୁ ସଂଯୋଗ କରିବା ପାଇଁ ଏକ ପ୍ରୟାସ। ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶ ଗସ୍ତ ସମୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ମଧ୍ୟ ଆରମ୍ଭ କରିବେ। କୁଶୀନଗରର…

ମମିତା ନିଖୋଜ ଘଟଣା: ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ

ଭବାନୀପାଟଣା: ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ତେଜୁଛି ବିରୋଧ । ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ପାଳନ କରାଯାଉଛି । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବିରେ…